କୋଡିପେଣ୍ଡେଣ୍ଟ ରିଲେସନସିପ ର ଲକ୍ଷଣ କଣ? ଜାଣନ୍ତୁ ଏହାର ଚିକିତ୍ସା।

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି। ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମନେ କରେ।

ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

କୋଡିପେଣ୍ଡେଣ୍ଟ ରିଲେସନ୍ସିପ ର ଅର୍ଥ ପରସ୍ପର ଉପରେ ନିର୍ଭର ଶିଲ।ଏହି ଶବ୍ଦ ଆପଣ ମଧ୍ୟ ସୁନିଥିବେ। ଜଣେ ମଣିଷ ନିଜ ଜୀବନ କାଳରେ ବହୁତ୍ ସମ୍ପର୍କ ସ୍ଥାପନ କରିଥାଏ।

କୋଡିପେଣ୍ଡେଣ୍ଟ ରିଲେସନ୍ସିପ ସମ୍ପର୍କ ଗୁଡ଼ିକ ଅଲଗା ଓ ନକରାତ୍ମକ ହେଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁସାରେ ଏହା ଏକ ମାନସିକ ଅବସ୍ଥା, ଯାହା ଘଟୁଥିବା ବ୍ୟକ୍ତି ମାନଙ୍କ ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଗୁଡ଼ିକ…..

– ମେଡିକାଲ ନିଉଜ ଅନୁସାରେ ,ସମ୍ପର୍କ ରେ ରହିଥିବା ସାଥୀ ବ୍ୟତୀତ ଅନ୍ୟ କିଛି କାମ ବା ବ୍ୟକ୍ତି ସହ ସମୟ ବିତେଇବା ଅସଫଳ ଓ ସବୁବେଳେ ଦୁଃଖିତ ଏବଂ ନିରାଶ ହେବା।

– ନିଜ ସାଥିର ସମସ୍ତ ଭୁଲକୁ ସହ୍ୟ କରିବା।

– ସେ ଭୁଲ୍ କୁ ଜାଣିବା ପରେ ବି ସମ୍ପର୍କରେ ରହିବ

– ଭୁଲ ଇଛା ପୁରଣ କରିବ ଓ ତାଙ୍କ ହିସାବରେ ରହିବ।

ଏହି ସବୁ ହେଉଛି କୋଡିପେଣ୍ଡେଣ୍ଟ ରିଲେସନ୍ସିପ ର ଲକ୍ଷଣ।

*Co – dependent Relationship କୁ କିପରି କରିବେ ବାଲାନ୍ସ ?

– କୋଡିପେଣ୍ଡେଣ୍ଡ ରିଲେସନସିପରେ ପରସ୍ପରଠାରୁ ଅଲଗା ହେବା ଏବଂ ରିଲେସନସିପରୁ ଦୂରେଇ ରହିବା ପାଇଁ ଛୋଟ କ୍ଷେପ ନେବା ଆବଶ୍ୟକ । ଏପରି କରିବା ପାଇଁ ଆପଣ ନିଜ ମନ ପସନ୍ଦର କାମ କରି ସମୟ ବିତାଇ ପାରିବେ ।

– ଜଣେ କୋଡିପେଣ୍ଡେଣ୍ଟ ବ୍ୟକ୍ତି ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସର୍ବାଧିକ ସମୟ ବିତାଇବା ଉଚିତ୍ । – କୋଡପେଣ୍ଡେଣ୍ଡ ସଂପର୍କରେ ଅନ୍ୟ ସାଥୀଙ୍କୁ କୋଡପେଣ୍ଡେଣ୍ଟ ପାର୍ଟନରଙ୍କର ପାଇଁ କୌଣସି ସାହାଯ୍ୟ କିମ୍ବା ବଳିଦାନ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଆପଣ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।

– ଗୋଷ୍ଠୀ ଏବଂ ବ୍ୟକ୍ତିଗତ ଥେରାପି କୋଡପେଣ୍ଡେଣ୍ଟ ସମ୍ପର୍କରେ ବହୁତ ଲାଭଦାୟକ ।ଏପରି କଲେ କୋଡିପେଣ୍ଡେଣ୍ଟ ରିଲେସନ୍ସିପ କୁ ସହଜରେ ବାଲାନସ୍ କରାଯାଇ ପାରିବ।

Leave A Reply

Your email address will not be published.