ସ୍ୱାମୀର ଥିଲା ଲଭ ଆଫେ-ୟାର, ପ୍ରତିବର୍ଷ ବିବାହ କରି ସ୍ତ୍ରୀ ନେଉଥିଲା ପ୍ରତି-ଶୋଧ। ସୁହାଗରାତି ବନାଇବା ପରେ ହୋଇଯାଉଥିଲା ଫେ-ରାର:-

0

Get real time updates directly on you device, subscribe now.

ବିବାହ କୌଣସି ବ୍ୟକ୍ତିର ଜୀବନରେ ଏକ ବଡ଼ ଫଇସଲା ଅଟେ। କେତେଥର ଏହି ନିର୍ଣ୍ଣୟ ଭୁଲ ସାବ୍ୟସ୍ତ ହୋଇଯାଇଥାଏ। ଏମିତିରେ ଜଣେ ଗୋଟିଏ ଅଧିକ ବିବାହ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ପ୍ରତିବର୍ଷ ଗୋଟିଏ ଲେଖାଏଁ ବିବାହ କରିଥାଏ।

ସେ ବିଗତ 8 ବର୍ଷରେ 9ଟି ବିବାହ କରିସାରିଛନ୍ତି। ପ୍ରତ୍ୟେକ ବିବାହରେ ସେ ଗୋଟିଏ ରୁ ଦୁଇଦିନ ପର୍ଯ୍ୟନ୍ତ ରହୁନାହାନ୍ତି। ନିଜର ନୂଆ ପତି ସହିତ ସୁହାଗରାତି ମନାଇ ଫେ-ରାର ହୋଇଯାଉଥିଲେ।

ପ୍ରତିବର୍ଷ ଗୋଟିଏ ଲେଖାଏଁ ବିବାହ କରୁଥିଲେ ମହିଳା:-

ଏହି ଅଦ୍ଭୁତ ମାମ-ଲା ରାଜସ୍ଥାନର ସିକାର ଜିଲ୍ଲାର ଅଟେ। ଏଠାରେ ପୋ-ଲିସ ଦୀପିକା ନାମକ ଜଣେ ମହିଳାଙ୍କୁ ଗିର-ଫ କରିଛନ୍ତି। ଦୀପିକା ମୂଳ ରୂପରେ ମହାରାଷ୍ଟ୍ରର ବୁରହାନପୁର ର ତାଜ ନାଗପୁର ଗ୍ରାମର ବାସିନ୍ଦା ଅଟନ୍ତି।

ସେ ଦୀର୍ଘ 8 ବର୍ଷ ଭିତରେ 9ଟି ବିବାହ କରି 4000000 ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୋ-ଲିସ ଯେତେବେଳେ ମହିଳାଙ୍କୁ ଏହି ବିଷୟରେ ପଚାରିଥିଲେ ସେତେବେଳେ ମହିଳା ଜଣକ କହିଥିଲେ 8 ବର୍ଷ ପୂର୍ବରୁ ଯେତେବେଳେ ମୋ ବିବହ ହୋଇଥିଲା ସେତେବେଳେ ସ୍ୱାମୀ ମୋତେ ଧୋଖା ଦେଇଥିଲେ ଓ ଆଉଜଣଙ୍କ ସହିତ ପଳାଇଥିଲେ।

ଦୀପିକାର କହିବାହେଲା ଯେତେବେଳେ ତାଙ୍କ ସ୍ବାମୀ ତାଙ୍କ ସହ ଧୋଖା କଲେ ତ ସେ କାହିଁକି ଧୋଖା କରିବେନାହିଁ? ବାସ ଏଥିପାଇଁ ପ୍ରତି-ଶୋଧ ନେବା ଲକ୍ଷ୍ୟରେ ସେ ଗୋଟିକ ପରେ ଗୋଟିଏ କରି ବିବାହ କରୁଥିଲେ।

ଏହାପରେ ବିବାହ କରିବା ମହିଳାଙ୍କ ଅଭ୍ୟାସରେ ପରିଣତ ହୋଇଗଲା ଓ ସେ ବହୁତ ଟଙ୍କା ମଧ୍ୟ ଲୁ-ଟିବା ଆରମ୍ଭ କରିଦେଇଥିଲେ। ମହିଳା ଜଣକ ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ କେତେକ ବିବାହ କରିସାରିଛନ୍ତି।

ବିବାହ କରି ଚୂନ ଲଗାଉଥିଲେ:-

ଦୀପିକାଙ୍କ ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ସେ ଦାତାରାମଗାଢ଼ରେ ରହୁଥିବା ଓଁପ୍ରକାଶଙ୍କୁ ଏହି ଅଗଷ୍ଟରେ ବିବାହ କଲେ।

ବିବାହର ଆଗାମୀ ଦିନରେ ସେମାନେ ମ୍ୟାରେଜ ରେଜିଷ୍ଟ୍ରେସନ ପାଇଁ ଯାଇଥିଲେ ଓ ସେହିଦିନ ରାତିରେ ଦୀପିକା ଘରେ ରଖାଯାଇଥିବା ସୁନା ଓ ଏକଲକ୍ଷ ଟଙ୍କାର ନଗଦ ଟଙ୍କା ଘୁମ କରିଦେଲେ। ପତ୍ନୀ ଫେ-ରାର ହେବାପରେ ପତି ପୋ-ଲିସ ପାଖରେ ଏହାର ଅଭି-ଯୋଗ କରିଥିଲେ।

ଦାତା ରାମଗାଢ଼ ପୋ-ଲିସ ଏହାର ଯାଞ୍ଚ ପଡ଼ତାଳ ଆରମ୍ଭ କରିଦେଇଛନ୍ତି। ଏହାମଧ୍ୟରେ ଜଣାପଡ଼ିଲା ଦୀପିକା ମ-ଦ୍ୟପା-ନ କରନ୍ତି। ଦୁଇଦିନ ପୂର୍ବରୁ ସେ ଏକ ବିୟର ବାର୍ ରେ ଥିବାର ଖବର ମିଳିଲା। ଏହାପରେ ପୋ-ଲିସ ବୁରହାନପୁର ଅଞ୍ଚଳର ପ୍ରତ୍ୟେକ ବିୟର ବାର୍ ରେ ନଜର ରଖିଲେ। ଏହାପରେ ପୋ-ଲିସ ଦୀପିକାକୁ ଧରିନେଇଥିଲେ ଓ ତାଙ୍କୁ କୋର୍ଟ ଚା-ଲାଣ କରିଥିଲେ।

Leave A Reply

Your email address will not be published.