ଅଭିନେତ୍ରୀ ରିୟାଙ୍କୁ ଗୁ-ଳି କରି ହ-ତ୍ୟା, ପୋ-ଲିସ୍ କରୁଛି ଯାଞ୍ଚ୍।

0

Get real time updates directly on you device, subscribe now.

କିଛି ସମୟ ହେବ କଳାକାର ମାନଙ୍କର ମୃ-ତ୍ୟୁ ଖବର ଆମେମାନେ ଶୁଣି ଆସୁଛୁ, କିଛି କଳାକାର ଆ-ତ୍ମହ-ତ୍ୟା କରୁଛନ୍ତି ଆଉ କିଛି କଳାକାର ମାନଙ୍କୁ ହ-ତ୍ୟା କରେଦେଇ ତାଙ୍କୁ ଆ-ତ୍ମହ-ତ୍ୟାର ରୂପ ଦିଆଯାଉଛି।

ତେବେ ପ୍ରଶ୍ନ ଉଠୁଛି କି ଏପରି କଣ କାରଣ ରହୁଛି କିମ୍ବା କଣ ଏପରି କଣ ଦୁଃ-ଖ ରହୁଛି ଯାହାର ଶେଷ ଉପାୟ ଆ-ତ୍ମହ-ତ୍ୟା ବୋଲି କଳାକାର ମାନେ ଭାବି ନେଉଛନ୍ତି।ଆଉ ଏପରି କଣ କାରଣ ରହୁଛି ଯେଉଁଥି ପାଇଁ କଳାକାର ମାନଙ୍କୁ ହ-ତ୍ୟା କରା ଯାଉଛି।

ଏବେ ଆଉ ଜଣେ ବହୁତ ହିଁ ଫେମସ୍ କଳାକାରଙ୍କୁ ଗୁ-ଳି କରି ହ-ତ୍ୟା କରା ଯାଇଛି।ଅଭିନେତ୍ରୀ ରିୟାଙ୍କୁ ଗୁ-ଳି କରି ହ-ତ୍ୟା କରାଯାଇଛି, ସେ ତାଙ୍କ ସ୍ୱାମୀଙ୍କ ସହ କାର୍ ରେ ଯିବା ବେଳେ ତାଙ୍କୁ ଗୁ-ଳି କରାଯାଇଛି

ଯାହା ଦ୍ୱାରା ରିୟାଙ୍କର ମୃ-ତ୍ୟୁ ହୋଇଛି। ଝାଡଖଣ୍ଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା କୁମାରୀଙ୍କୁ ହ-ତ୍ୟା କରା ଯାଇଛି, ରିୟା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ଓ ଚେହେରା ମଧ୍ୟ।

କୁହାଯାଉଛି କି କିଛି ଲୁ-ଟେରା ଅଭିନେତ୍ରୀଙ୍କୁ ଲୁ-ଟିବାକୁ ଚେଷ୍ଟା କରୁଥିଲେ।ଆଉ ଯେଉଁଥିରେ ସେମାନେ ବିଫଳ ହୋଇଥିଲେ, ଯେଉଁଥିରେ ଲୁ-ଟେରା ମାନେ ରା-ଗିଯାଇ ଉତକ୍ଷିପ୍ତ ହୋଇ ସର୍ବସାଧାରଣ ସ୍ଥାନରେ ଗୁ-ଳି କରି ରିୟା କୁମାରୀଙ୍କୁ ହ-ତ୍ୟା କରିଛନ୍ତି ଲୁ-ଟେରା ମାନେ।

ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟିଛି ପଶ୍ଚିମବଙ୍ଗର ରାଜପଥରେ, ରିୟା ତାଙ୍କ ସ୍ୱାମୀ ପ୍ରକାଶ ଏବଂ ଦୁଇ ବର୍ଷର ଝିଅଙ୍କ ସହ କାର୍ ରେ ଯାତ୍ରା କରୁଥିଲେ।

୨୮ ତାରିଖ ସକାଳ ୬ଟା ସମୟରେ ବାଗ୍ନାନ୍ ର ମହେଶ ଖେଡା ବ୍ରିଜ୍ ନିକଟରେ ଅଭିନେତ୍ରୀଙ୍କ ସ୍ୱାମୀ କାର୍ ଚଲାଉଥିଲେ।କିଛି ଦୁ-ର୍ବୃତ୍ତ ଆସି ତାଙ୍କ କାର୍ କୁ ଅଟକାଇ ଥିଲା।

ସେ କାର୍ ଅଟକାଇ ବା ପରେ ସେମାନେ ରିୟାଙ୍କୁ ଲୁ-ଟିବାକୁ ଚେଷ୍ଟା କରିଥିଲେ ରିୟାଙ୍କ ସ୍ୱାମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।ଏହା ପରେ ସେମାନେ ରା-ଗି ଯାଇ ରିୟାଙ୍କୁ ଗୁ-ଳି କରିଥିଲେ ଆଉ ସେହି ସ୍ଥାନରେ ହିଁ ରିୟାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।

Leave A Reply

Your email address will not be published.