ଟ୍ରେନର ଗେଟ୍ ଖୋଲିଲେ ଆସେ ମୃତ୍ୟୁ । କ୍ଷଣିକ ସମୟରେ ଚାଲିଯାଏ ଜୀବନ । ଜାଣନ୍ତୁ ଏହି ଭୟାନକ ରେଳ ଧାରଣା ବିଷୟରେ ।

0

Get real time updates directly on you device, subscribe now.

ବନ୍ଧୁଗଣ ଯେଉଁ ଏକ ଆଶ୍ଚର୍ୟ୍ଯ କରିଦେବା ଭଳିଆ ଘଟଣା ଜଣା ପଡ଼ିଛି ତାହା ହେଉଛି ଏଠି ଟ୍ରେନରେ ଗେଟ୍ ଖୋଲିଲେ ମୃତ୍ୟୁ ଆସେ । କ୍ଷଣିକ ସମୟରେ ଚାଲିଯାଏ ଜୀବନ । ସେଥିପାଇଁ ଲୋକେ ଗେଟ୍ ବନ୍ଦ କରି ଯାତ୍ରା କରନ୍ତି । ଯିବା ସମୟରେ ମନରେ ଥାଏ ଅଜଣା ଭୟ

ତେବେ ବନ୍ଧୁଗଣ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାକୁ ନେଇ ରହିଛି ଭୟଙ୍କର କାହାଣୀ । ଯେଉଁ ସ୍ଥାନ ମାନଙ୍କରେ ଚାଲିଯାଏ ମଣିଷ ମାନଙ୍କର ଜୀବନ । କେତେବେଳେ ମଣିଷ ମାନେ ହଜି ଯାଆନ୍ତି ତୋ ପୁଣି କେତେବେଳେ ସମସ୍ତଙ୍କ ଆଖି ସାମ୍ନାରେ ମରି ଯାଆନ୍ତି । ତେବେ ଆମେ ଅନେକ ଥର ମୃତ୍ୟୁର ସ୍ଥାନ ବିଷୟରେ ଶୁଣିଥିବା ।

ଯେଉଁଠାରେ ଅଚାନକ ଲୋକ ମାନଙ୍କର ମୃତ୍ୟୁ ହୋଇ ଯାଇଥାଏ । ଯେଉଁ ସ୍ଥାନକୁ ଯିବା ପାଇଁ ମଧ୍ୟ ଲୋକେ ଭୟ କରନ୍ତି ।ତେବେ ବନ୍ଧୁଗଣ ଆଜି ଆମେ ଏମିତି ଏକ ରେଳ ଧାରଣା ବିଷୟରେ କଥାହେବା ଯେଉଁ ଧାରଣାରେ ଟ୍ରେନ ଗଲା ବେଳେ ଯାହା ଭି ହେଲେ ଜଣଙ୍କର ମୃତ୍ୟୁ ହୋଇ ଯାଇଥାଏ । ତେବେ ଏହା ହେଉଛି ସେହି ମୃତ୍ୟୁର ରେଳ ଧାରଣା ଯେଉଁଠାରେ ଯାଇଛି ଅନେକ ପର୍ଯ୍ୟଟକଙ୍କ ଜୀବନ ।

ଯେଉଁ ଧାରଣାରେ ଟ୍ରେନର ଗେଟ୍ ଖୋଲିବା ମାତ୍ରେ ଚାଲି ଯାଇଥାଏ ଜୀବନ । ଆଉ ଏହି ଭୟାନକ ରେଳ ଧାରଣାର ନାମ ହେଉଛି “ଡେଥ ଟ୍ରାକ” । ଯାହାକି ଥାଇଲାଣ୍ଡରେ ଅବସ୍ଥିତ ।

ଜଙ୍ଗଲ ପାହାଡିଆ ରାସ୍ତା ଦେଇ ଯାଇଥିବା ଏହି ରେଳ ଧାରଣାରେ ଲାଗିଛି ଅନେକ ପର୍ଯ୍ୟଟକଙ୍କ ରକ୍ତର ଛିଟା । ଜଙ୍ଗଲ ପାହାଡ଼ ଘେରା ମନୋରମ ଦୃଶ୍ୟ ପାଲଟି ଯାଏ ମୃତ୍ୟୁର ଶେଯ । ଆଉ ମୃତ୍ୟୁ ହାତ ଠାରି ତା ପାଖକୁ ଡାକେ । ତେବେ ଥାଇଲାଣ୍ଡ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଏହି ଡେଥ ଟ୍ରାକର ଶିକାର ହୋଇଥାନ୍ତି ।

ପର୍ଯ୍ୟଟକ ମାନଙ୍କ ସହିତ ଘଟିଥାଏ ଏଭଳି କିଛି । ଯେତେବେଳେ ଟ୍ରେନଟି ପାହାଡ଼ କଡ଼ ଦେଇ ଜଙ୍ଗଲ ଏବଂ ନଦୀ ଉପରେ ଯାଏ ସେତେବେଳ ଦୃଶ୍ୟ ବହୁତ ମନୋରମ ଦେଖା ଯାଇଥାଏ ।

ଯାହାକୁ ନିଜ କ୍ୟାମେରାରେ କଏଦ କରି ରଖିବା ପାଇଁ ପର୍ଯ୍ୟଟକ ଚେଷ୍ଟା କରିଥାନ୍ତି । ସେଥିପାଇଁ ଟ୍ରେନର ଗେଟ୍ ଖୋଲି ବାହାରକୁ ବାହାରି ଫୋଟ ଉଠାନ୍ତି । ଆଉ ସେତିକି ବେଳେ ଧାରଣା ଉପରୁ ଖସି ପଡନ୍ତି ପର୍ଯ୍ୟଟକମାନେ । ନିକଟରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇ ଯାଇଛି । ସେଲ୍ଫି ନେବା ସମୟରେ ୱାଡଲେନ୍ ନାମକ ପର୍ଯ୍ୟଟକ ଜଣକ ତଳକୁ ଖସି ପଡ଼ିଛନ୍ତି ।

Leave A Reply

Your email address will not be published.