ବିବାହିତଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ବାହ୍ୟ ବନ୍ଦନା ଯୋଜନାରେ ମିଳିବ ମାସକୁ ୧୮ ହଜାର ଟଙ୍କା ।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଏବେ ବିବାହିତଙ୍କ ପାଇଁ ସରକାର ଆଣିଛନ୍ତି ଗୋଟେ ବଡ଼ ଖୁସି ଖବର ।

କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି । ସେହିଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିଛି ଟଙ୍କା ମିଳିବ ।

ଏହି ଯୋଜନାର ଲାଭ ୨୦୨୩ ମାର୍ଚ୍ଚ ୩୧ ଯାଏ ଆପଣ ଉଠାଇ ପାରିବେ । ଏଠାରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକପ୍ରକାର ପେନସନ ଯୋଜନା । ଏଥିରୁ ଆପଣଙ୍କୁ ପ୍ରତିମାସରେ ଟଙ୍କା ମିଳିବ ।

ଏଥିରେ ପତିପତ୍ନୀଙ୍କୁ ପ୍ରତ୍ୟେକ ମାସରେ ୧୮ ହଜାର ଟଙ୍କା ମିଳିବ । ତେବେ ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୂରା ସୁରକ୍ଷିତ । ୧୦ ବର୍ଷ ପରେ ଆପଣଙ୍କୁ ପୂରା ସୁଧ ସହିତ ଟଙ୍କା ମିଳିବ ।

ତେବେ ଆପଣ ଭାବୁଥିବେ କେମିତି ମିଳିବ ଏହି ଟଙ୍କା? ତେବେ ଯଦି ପତିପତ୍ନୀ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତର ସୁଧ ମିଳିବ ।

ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ହଜାରର ଆୟ ହୋଇପାରିବ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସକୁ ଜଣଙ୍କୁ ୧୮୦୦୦ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ ।

ଯଦି ଆପଣ ଏକାକୀ ଏହି ଯୋଜାନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯୨୫୦ ଟଙ୍କା ମିଳିବ ।

ଏହି ଯୋଜନାର ଅବଧି ୧୦ ବର୍ଷ । ଆପଣ ୧୦ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ଠିକ୍ ସମୟରେ ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ ।

Leave A Reply

Your email address will not be published.