ଛାତ୍ର ଛାତ୍ରୀ ଙ୍କ ପାଇଁ ଖୁସି ଖବର,NIT ରାଉରକେଲାରେ ଚାକିରି ସୁଯୋଗ, ଦରମା ୩୫,୦୦୦।

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା ।କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି

ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ ।ପ୍ରୋଜେକ୍ଟ ଫେଲୋଶିପ୍‌ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି।

*ସିନିୟର ରିସର୍ଚ୍ଚ ଫେଲୋ- ୧ ପଦବୀ

ପ୍ରୋଜେକ୍ଟର କାର୍ଯ୍ୟକାଳ- ୩ ବର୍ଷ।ପ୍ରଥମେ ୧ ବର୍ଷ ପାଇଁ କାମ କରିବାକୁ ପଡ଼ିବ। ପରେ କାର୍ଯ୍ୟଦକ୍ଷତା ଅନୁସାରେ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯିବ।

ଦରମା- ୩୫,୦୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା- ୬୫% ମାର୍କ କିମ୍ବା CGPA ୭.୦ ସହ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ M. Tech କରିଥିବା ଜରୁରୀ

ପରୀକ୍ଷା/ଇଣ୍ଟରଭିୟୁ-(ଭେନ୍ୟୁ- ଡିପାର୍ଟମେଣ୍ଟ୍‌ ଅଫ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ NIT, ରାଉରକେଲା)।

ପରୀକ୍ଷା ତାରିଖ:-ଡିସେମ୍ବର ୨୧ ଓ ୨୨ ତାରିଖରେ ହେବ।

ଆବେଦନର ଶେଷ ତାରିଖ ଡିସେମ୍ବର ୧୨।

*ଜୁନିୟର ରିସର୍ଚ୍ଚ ଫେଲୋ- ୧ ପଦବୀ

ପ୍ରୋଜେକ୍ଟର କାର୍ଯ୍ୟକାଳ- ୩ ବର୍ଷ(୨୦୨୨-୨୦୨୫)। ଦରମା- ୩୧,୦୦୦ ଟଙ୍କା(ପ୍ରଥମ ଓ ଦ୍ୱିତୀୟ ବର୍ଷ) ଓ ୩୫,୦୦୦ ଟଙ୍କା(ତୃତୀୟ ବର୍ଷ)

ଶିକ୍ଷାଗତ ଯୋଗ୍ୟତା –

ସ୍ୱୀକୃତିପ୍ରାପ୍ତ ଟେକ୍ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ୟୁନିଭର୍ସିଟିରୁ UG ଓ PG ଡିଗ୍ରୀରେ ଇଞ୍ଜିନିୟରିଂ (Chemical / Biomedical / Materials science/ Biotechnology)ସହ ପାଷ୍ଟ୍‌ କ୍ଲାସ୍‌ ହୋଇଥିବା ଜରୁରୀ।

ଅନ୍‌ଲାଇନ୍‌/ଇଣ୍ଟରଭିୟୁ- ଆସନ୍ତା ଡିସେମ୍ବର ୨୧ ତାରିଖ ସକାଳ ୧୧ଟା।

ସ୍ଥାନ- ଡିପାର୍ଟମେଣ୍ଟ୍‌ ଅଫ ବାୟୋଟେକ୍ନୋଲୋଜି ଆଣ୍ଡ୍‌ ମେଡିକାଲ୍‌ ଇଞ୍ଜିନିୟରିଂ NIT, ରାଉରକେଲା)।

ପରୀକ୍ଷା ତାରିଖ:-ଆବେଦନର ଶେଷ ତାରିଖ ଡିସେମ୍ବର ୧୮

Leave A Reply

Your email address will not be published.