ସତ ହେବାକୁ ଯାଉଛି ମାଳିକା ବଚନ । ପୃଥିବୀରେ ହେବ ଅଗ୍ନିବର୍ଷା ଆଉ ପଡ଼ିବ ଉଲ୍କାପିଣ୍ଡ ଜାଣନ୍ତୁ ।

0

Get real time updates directly on you device, subscribe now.

ବନ୍ଧୁଗଣ ବାଜିଲାଣି ଶେଷ ଘଣ୍ଟି । ସତ ହେବାକୁ ଯାଉଛି ମାଳିକା ବଚନ । କେହି ରକ୍ଷା ପାଇବେ ନାହିଁତ । ପୃଥିବୀ ଧ୍ଵଂଶ ପାଇଯିବ ଏକଥା ସମସ୍ତେ ଜାଣିଛନ୍ତି । ହେଲେ କେବେ ହେବ ସେକଥା କେହି ଜାଣି ନାହାଁନ୍ତି ।

ଯଦି ବାସ୍ତବରେ କୁହାଯିବ ପୃଥିବୀ ବର୍ତ୍ତମାନ ଧ୍ଵଂସ ଆଡ଼କୁ ଗତି କରୁଛି । ଆଉ ଧ୍ଵଂସ ବି ଆରମ୍ଭ ହୋଇଯାଇଛି । ଯଦି ଆପଣ ବିଶ୍ୱାସ କରୁନାହାନ୍ତି ଜାଣି ରଖନ୍ତୁ ଏବେ ହିମାଳୟ ପର୍ବତ ତରଳିବାକୁ ଲାଗୁଛି । ଏହି ପର୍ବତ ସଂମ୍ପୁର୍ଣ୍ଣ ତରଳିବାକୁ ୬ମାସ ସମୟ ଲାଗିବ ବୋଲି ବୌଜ୍ଞାନିକ ମାନେ ଆକଳନ କରିଛନ୍ତି ।

ସେହିପରି ଏବେ ବାୟୁ ମଣ୍ଡଳରେ ତାପମାତ୍ରା ବଢ଼ିବାରେ ଲାଗିଛି । ଶୀତଦିନ ଥିବାରୁ ତାପମାତ୍ରାର ପ୍ରଭାବ ବହୁତ ମାତ୍ରାରେ ପଡୁନାହିଁ । ଯେତେବେଳେ ଶୀତଦିନ ସରିଯିବ ସେହି ସମୟରେ ତାପମାତ୍ରା ବଢିଯିବ ଆଉ ସେତେବେଳେ ହିମାଳୟ ପର୍ବତ ତରଳି ଯିବ ।

ଯାହା ଅନୁମାନ କରାଯାଇଛି ଯେ ପୃଥିବୀର ୮୫ ଭାଗ ନଷ୍ଟ ହେବାକୁ ଯାଉଛି । ବିଶେଷକରି ଏସିଆ ମହାଦେଶ ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ସରି ସରି ଯାଉଛି ସମୟ । ଏବେ ଆକାଶରୁ ହେବ ଅଗ୍ନିବର୍ଷା । ଧ୍ଵଂସ ପାଇଯିବ ପୃଥିବୀ ।

ରକ୍ଷା ପାଇଯିବେ ଈଶ୍ୱର ବିଶ୍ୱାସୀ । ବିଶ୍ବରେ ହେବ ଧ୍ଵଂସ ଲୀଳା । ତେବେ ଦର୍ଷକ ବନ୍ଧୁ ଅଗକୁ ସତ ହେବାକୁ ଯାଉଛି ମାଳିକା ବଚନ । ଆଉ ହେବାକୁ ଯାଉଛି ଅଗ୍ନିବର୍ଷା । ୨୦୨୨ ମସିହା ଶେଷ ଆଡ଼କୁ ପୁଣି ସତ ହେବାକୁ ଯାଉଛି ମାଳିକା ବଚନ ଓ ତାର ଭବିଷ୍ୟତବାଣୀ ।

ଡିସେମ୍ବର ମାସରେ ଆକାଶରୁ ହେବ ଉଲ୍କାବର୍ଷା ଯାହା ପୃଥିବୀରେ ପଡ଼ିବ । ପ୍ରତି ଘଣ୍ଟାରେ ୧୫୦ ରୁ ୨୦୦ ଉଲ୍କା ପିଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସିବ । ମାଲିକାରେ ଆଗରୁ ଲେଖା ଥିବା ଘରର ତାଟି କବାଟ ପଡ଼ିବ ଆଉ ସେହି ସମୟ ମଧ୍ୟ ଆସି ଯାଇଛି ଦର୍ଷକବନ୍ଧୁ ।

ବୈଜ୍ଞାନିକ ମାନଙ୍କ କହିବା ମୁତାବକ ଯେ ଉଲ୍କା ପିଣ୍ଡ ଖସିବ ତା ମଧ୍ୟରୁ ୩୦/୪୦ ଖଣ୍ଡ ଉଲ୍କା ପିଣ୍ଡର ଆକାର ବଡ଼ ରହିବ । ଲୋକଙ୍କୁ ଘର ଭିତରେ କିମ୍ବା ଗଛ ମୂଳରେ ରହିବାକୁ କୁହା ଯାଇଛି ।

ତେବେ ଏହା ଆସନ୍ତା ୧୩ ତାରିଖ ରାତି ୯ରୁ ଆରମ୍ଭ ହୋଇ ୧୪ ଡିସେମ୍ବର ସକାଳ ୬ଟା ପର୍ଯ୍ୟନ୍ତ ହେବ ହଜାର ହଜାର ଉଲ୍କା ପିଣ୍ଡ ବର୍ଷା । ତେବେ ମାଳିକାରେ ବର୍ଣ୍ଣିତ ଲେଖା ଅନୁସାରେ କଳିଯୁଗ ଶେଷ ଆଡ଼କୁ ଏମିତି ସମୟ ଆସିବ ବୋଲି ଲେଖାଅଛି ।

Leave A Reply

Your email address will not be published.