ଧାନ କାଟିବାକୁ ସ୍ଵାମୀ ବାହାରକୁ ଯାଇଥିବା ବେଳେ ସ୍ତ୍ରୀ ପର ଟୋକାକୁ ଧରି ଶୋଇଥିଲା । ସ୍ଵାମୀ ଜାଣିବା ପରେ ଘଟିଲା ଏପରି କିଛି ଘଟଣା।

0

Get real time updates directly on you device, subscribe now.

ତେବେ ପୁଣିଥରେ ଦେଖିବାକୁ ମିଳିଛି ଅଭା-ବନୀୟ ଘ-ଟଣା । ପର-କୀୟା ପ୍ରୀତିର କରୁଣ ପରିସ୍ଥିତି । ପର-କୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହ-ତ୍ୟା । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ ।

ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପର-କୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ତୋ ଆଉ କେଉଁଠି ଲୋକେ ରା-ଗରେ ହ-ତ୍ୟା କରିଦେବାକୁ ମଧ୍ୟ ପଛାଉ ନାହାଁନ୍ତି।

ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପ-ର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇ-ଜ୍ଜତ ଆଉ ପରିବାରର ଇ-ଜ୍ଜତ କଥା ଭାବୁ ନାହାଁନ୍ତି । ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ ।

କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପର-କୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ଆଜି କାଲିର ଯୁବକ ଯୁବତୀ ମାନେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପ-ର୍କକୁ କଳ-ଙ୍କର ଦାଗ ଲଗାଉଛନ୍ତି । ମିଛ, ଛଳନା, ଅନୈ-ତିକ ଭଳି ସମ୍ପ-ର୍କ ଦେଖିବା ପାଇଁ ମିଳୁଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ଏଭଳି ଏକ ଅଭା-ବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମାଙ୍କଡପଡ଼ା ପଞ୍ଚାୟତ ସାନଅନ୍ଧାରୀ ଗାଁରେ । ସୂଚନା ଅନୁସାରେ ସାନଅନ୍ଧାରୀ ଗାଁର ବେଲ ସିଂର ସ୍ଵାମୀ ମଙ୍ଗଲ ସିଂ ଏକ ସପ୍ତାହ ହେବ ନିକଟସ୍ଥ ବାଲେଶ୍ବର ଅଞ୍ଚଳକୁ ଯାଇଥିଲା । ହେଲେ ପରିବାର ସହିତ ଗାଁରେ ରହୁଥିଲା ସ୍ତ୍ରୀ ବେଲ ସିଂ ।

ଆଉ କିଛିଦିନ ପାଇଁ ସ୍ଵାମୀ ବାହାରକୁ ଯାଇଥିବାର ସୁଯୋଗ ନେଇ ବେଲ ତାର ପୁରୁଷ ବନ୍ଧୁ ଜିତ୍ରାୟଙ୍କୁ ଘରକୁ ଡ଼ାକିଥିବା କଥା ଗ୍ରାମବାସୀ ଜାଣି ପାରିଥିଲେ । ଏହାପରେ ଜିତ୍ରାୟ ଓ ବେଲ ସିଂଙ୍କୁ ମାଡ଼ ମାରିଥିଲେ ଆଉ ଦୁହିଁଙ୍କୁ ଅଲଗା ଅଲଗା ଗୃହରେ ରଖିଥିଲେ ।

ହେଲେ ଘଟ-ଣାସ୍ଥଳରୁ ଯିତ୍ରାୟ ଖସି ପଳାଇଥିବା ବେଳେ ଲୋକଲଜ୍ଜା ଭୟରେ ବେଲ ସିଂ ଆ-ତ୍ମହ-ତ୍ୟା କରିଥିବାର ସ-ନ୍ଦେହ କରାଯାଉଛି । ହେଲେ ସେପଟେ ବେଲ ସିଂଙ୍କ ଭାଇ ଏହାକୁ ଆ-ତ୍ମହ-ତ୍ୟା ନୁହେଁ ବରଂ ହ-ତ୍ୟା କରାଯାଇଛି ବୋଲି ଅଭି-ଯୋଗ କରିଛନ୍ତି ।

ତେବେ ବନ୍ଧୁଗଣ ପର-କୀୟା ପ୍ରୀ-ତି ଯୋଗୁଁ ଏପରି କେତେ ଜୀବନ ଅକାଳରେ ଚାଲିଯାଉଛି ତାର କୌଣସି ହିସାବ ନାହଁ । ସେଥିପାଇଁ ଏଠାରେ କହି ରଖିବୁ ପର-କୀୟା ପ୍ରୀତି ଠାରୁ ଦୂରେଇ ରୁହନ୍ତୁ ଆଉ ନିଜେ ଭଲରେ ରହିବା ସହିତ ନିଜ ପରିବାରକୁ ମଧ୍ୟ ଭଲରେ ରଖିବାକୁ ଚେଷ୍ଟା କରନ୍ତୁ ।

Leave A Reply

Your email address will not be published.