ବଜାରରେ ସମସ୍ତଙ୍କ ଆଗରେ ମହିଳାଙ୍କ ପ୍ରାଇ-ଭେଟ୍‌ ପାର୍ଟକୁ କା-ଟିଦେଲା ସୈ-ତାନ ଯୁବକ।

0

Get real time updates directly on you device, subscribe now.

ଭଗବାନ ସମସ୍ତଙ୍କୁ ଏକା ପରି ଗଢ଼ିନାହାନ୍ତି।ସମସ୍ତଙ୍କ ପାଖରେ କିଛି ଭଲ ଗୁଣ ଥାଏ କିଛି ମନ୍ଦ ଗୁଣ ଥାଏ।ତାହା ବ୍ୟକ୍ତି ଉପରେ ନିର୍ଭର କରେ ସେ କେଉଁ ଗୁଣ ରେ ନିଜର ବ୍ୟକ୍ତିତ୍ଵ କୁ ଗଢ଼ିବ।କିଛି ଲୋକ ଥାଆନ୍ତି ଯେଉଁମାନଙ୍କ ମଧ୍ୟରେ ମାନବିକତା ଥାଏ ଆଉ କିଛି ଲୋକ ଥାନ୍ତି ଯେଉଁମାନେ ମାନବିକତା କ’ଣ ଜାଣିନଥାନ୍ତି।

ସେମାନେ ବେଳେ ବେଳେ ଏପରି ନୃଶଂସ କାର୍ଯ୍ୟ କରିଥାନ୍ତି ଯାହା ଦ୍ଵାରା ନିରୀହ ଜୀବନ ଚାଲିଯାଏ।ଦିଲ୍ଲୀର ଶ୍ରଦ୍ଧା ଘ-ଟଣା ମନରୁ ଲିଭୁଣୁ ସାମନାକୁ ଆସିଛି ଆଉ ଏକ ବିଭତ୍ସ ହ-ତ୍ୟାକା-ଣ୍ଡ। ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କା-ଟି ପକାଇଲା ଯୁବକ।

ବଜାରରେ ସମସ୍ତଙ୍କ ଆଗରେ ମହିଳାଙ୍କ ହାତ, କାନ, ନାକ ଓ ସ୍ତନକୁ କା-ଟିଦେଲା ସୈ-ତାନ ଯୁବକ। ଏଭଳି ଘ-ଟଣା ଘଟିଛି ବିହାରର ବାଘଲପୁର ଜିଲ୍ଲାରେ।

ଘଟ-ଣାଟି ଥିଲା ଏପରି ନୀଲମ ଦେବୀ ନାମକ ଜଣେ ବିବାହିତ ମହିଳାଙ୍କ ନିକଟତର ହେବାକୁ ଚାହୁଁଥିଲେ ମହମ୍ମଦ ସକିଲ ନାମକ ଯୁବକ। ଯାହାକୁ ନୀଲମ ଆଦୌ ପସନ୍ଦ କରିନଥିଲେ। ତଥାପି ସକିଲ, ନୀଲମଙ୍କ ପିଛା ଛାଡ଼ିନଥିଲେ। ଏଭଳି ହରକତ୍‌ରୁ ଦୂରେଇ ରହିବା ପାଇଁ ସକିଲକୁ ଆଗୁଆ ଚେତାଇ ଦେଇଥିଲେ ନୀଲମଙ୍କ ପରିବାର ଲୋକ।

ଏନେଇ ନୀଲମ ଦୂରେଇ ଯିବାରୁ ପ୍ରତି-ଶୋଧ ନେବାକୁ ଚାହିଁଥିଲା ସକିଲ।ବାଘଲପୁର ଜିଲ୍ଲାର ପାରପେଣ୍ଟି ଗାଁର ଏକ ଦୋକାନକୁ ନୀଲମ ଗ୍ରସରି କିଣିବାକୁ ଯିବାବେଳେ ଆକ୍ର-ମଣ କରିଥିଲା ସକିଲ। ପ୍ରଥମେ ନୀଲମଙ୍କୁ କାବୁ କରିନେଇଥିଲା ସକିଲ।

ଏହାପରେ ଧାରୁଆ ଅ-ସ୍ତ୍ରରେ ନୀଲମଙ୍କୁ ଆକ୍ର-ମଣ କରିଥିଲା। ବିଚ୍‌ ବଜାରରେ ମହିଳାଙ୍କ ହାତ, କାନ, ନାକ ଓ ସ୍ତ-ନକୁ କା-ଟି ଦେଇଥିଲା ସୈ-ତାନ ଯୁବକ। ଉପସ୍ଥିତ ଲୋକମାନେ ଉ-ଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ। ଅଭି-ଯୁକ୍ତ ସକିଲ ନାରକୀୟ କା-ଣ୍ଡ ଭିଆଇବା ପରେ ଘଟ-ଣାସ୍ଥଳରୁ ଫେ-ରାର ହୋଇଯାଇଥିଲା।

କିଛି ଲୋକ ସାହାସ କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ପରେ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଶରୀରରୁ ଅଧିକ ର-କ୍ତସ୍ରା-ବ ହେବା ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଛି।

ନୀଲମଙ୍କ ସ୍ୱାମୀ କହିଛନ୍ତି ଯେ ସକିଲଙ୍କ ସହ ତାଙ୍କର କୌଣସି ଶ-ତ୍ରୁତା ନଥିଲା, ସକିଲ କାହିଁକି ଏପରି କାମ କଲା ଜାଣିନଥିବା ସେ କହିଛନ୍ତି। ପୋ-ଲିସ ଅଭି-ଯୁକ୍ତକୁ ଧରିବା ପାଇଁ ଚଢଉ ଜା-ରି ରଖିଛି। ହ-ତ୍ୟାରେ ବ୍ୟବହୃତ ମାର-ଣାସ୍ତ୍ରକୁ ପୋ-ଲିସ ଏକ ମାଠିଆରୁ ଜ-ବତ କରିଛି।

Leave A Reply

Your email address will not be published.