ଦୁର୍ଘ-ଟଣା ପରେ ନିଜ କାରର ଅବସ୍ଥା ଦେଖି ଏବେ କାନ୍ଦୁଛନ୍ତି ରାଣୀ ପଣ୍ଡା

0

Get real time updates directly on you device, subscribe now.

ଗତ 25 ତାରିଖ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ମେଘା ଜଙ୍ଗଲ ମଧ୍ୟରେ ଥିବା ଡାଳ ଖାଇ ନିକଟରେ ଯେଉଁ ଦୁର୍ଘ-ଟଣା ଘଟିଥିଲା ସେ ବିଷୟରେ ତ ଆପଣ ନିଶ୍ଚୟ ଅବଗତ ଥିବେ। ଏହି ଦୁର୍ଘ-ଟଣାରେ ସୁକାନ୍ତ ନାମକ ଜଣେ 28 ବର୍ଷୀୟ ଯୁବକଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଉଭୟ କାର ଏବଂ ବାଇକ ଛାରଖାର ହୋଇଯାଇଛି।

ତେବେ ନିଜ କାରର ଅବସ୍ଥା ଦେଖି ଏବେ ରାଣୀ କାନ୍ଦି ପକାଉଛନ୍ତି। କାରଣ ରାତିଦିନ ପରିଶ୍ରମ କରି ଯାତ୍ରାରେ ନାଚି ନାଚି ନିଜର ସ୍ୱପ୍ନ ପୁରଣ କରିବା ନିମନ୍ତେ ଟଙ୍କା ସଞ୍ଚୟ କରିଥିଲେ।

ଏହି ଟଙ୍କାରେ ସେ ଯେତେବେଳେ ସେ ଏକ କାର କିଣିଥିଲେ ସେତେବେଳେ ସେ ବହୁତ ଖୁସି ହୋଇଥିଲେ। କିନ୍ତୁ କାର କିଣିବାର କିଛି ମାସ ପରେ ଏପରି ଘଟ-ଣା ଘଟିଗଲା। ଯାହାପରେ କାରର ଅବସ୍ଥା ଏବେ ଦେଖିବା ଅବସ୍ଥାରେ ମଧ୍ୟ ଆଉ ନାହିଁ।

ତେବେ ଦୁର୍ଘ-ଟଣାରେ ସୁକାନ୍ତଙ୍କର ମୃ-ତ୍ୟୁ ହୋଇଯାଇଥିବାରୁ ସେଥିରେ ମର୍ମା-ହତ ହୋଇ ରାଣୀ ଏବେ ନିଜ କାରର ଅବସ୍ଥାକୁ ଅଣଦେଖା କରୁଛନ୍ତି। କିନ୍ତୁ ତଥାପି ସେ ସୋସିଆଲମିଡିଆ ମାଧ୍ୟମରେ ଏହା ପ୍ରକାଶ କରିଥିଲେ ଯେ ସେ ଯେବେଠାରୁ କାର କିଣିଛନ୍ତି ଅନେକ ଲୋକ ତାଙ୍କୁ ଇର୍ଷା କରୁଥିଲେ। ତାଙ୍କର ସଫଳତା ଦେଖି କିଛି ଲୋକ ଜମା ସହିପାରୁନଥିଲେ ଏବଂ କିପରି ରାଣୀଙ୍କର ନିନ୍ଦା ଶୁଣିବେ ତାର ଅପେକ୍ଷାରେ ବସିରହିଥିଲେ।

ଏହାସହ ରାଣୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ସମୟ ଏବେ ଭଲ ଚାଲୁନଥିବାରୁ ସମସ୍ତେ ତାଙ୍କୁ ନିନ୍ଦା କରୁଛନ୍ତି। କିନ୍ତୁ ଯେତେବେଳେ ତାଙ୍କ ସମୟ ଆସିବ ସେ କାହାରିକୁ ଛାଡିବେ ନାହିଁ। ଗୋଟି ଗୋଟି କରି ସମସ୍ତଙ୍କୁ ଦେଖିନେବେ।

କିନ୍ତୁ ଏତେ ସବୁ ନିନ୍ଦା ପରେ ମଧ୍ୟ ରାଣୀଙ୍କର କରୁଣା ରୂପ ଦେଖି ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ ଲାଗିବେ। କାରଣ ନିଜ କାରର ଏତେ ବଡ଼ କ୍ଷତି ହୋଇ ମଧ୍ୟ ସେ ମୃ-ତ ଯୁବକଙ୍କ ପରିବାରକୁ 50 ହଜାର ଟଙ୍କା ଦେଇଛନ୍ତି। ଏହାସହ ମୃ-ତ ଯୁବକଙ୍କ ଦଶା-ହରେ ପ୍ରାୟ 500 ଜଣ ଲୋକଙ୍କ ପାଇଁ ଅଭଡ଼ା ଦେବା ସହ ଯୁବକଙ୍କ ଦୁଇ ପିଲାଙ୍କର ପାଠପଢ଼ା ଖର୍ଚ ମଧ୍ୟ ଉଠାଇବେ ବୋଲି ସେ ପ୍ରତି-ଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.