Maruti ର କିଛି କିଛି ମଡେଲ ରହିଛି ଯାହା କାମ ଦାମ ରେ ବିକ୍ରି ହେଉଛି।

0

Get real time updates directly on you device, subscribe now.

ପାଠକବନ୍ଧୁ ମନୁଷ୍ୟ ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ କ’ଣ ନ କରିଥାଏ।ଏପରି ବହୁତ୍ ପ୍ରକାର ଜିନିଷ ରହିଛି ଯାହା ମଣିଷ ର ଦୈନନ୍ଦିନ ଜୀବନ ରେ କାମ ରେ ଆସିଥାଏ।ଆଗରୁ ଗୋଟେ ଜାଗା ରୁ ଆଉ ଗୋଟେ ଜାଗା କୁ ଯିବାକୁ ହେଲେ ଚାଲି ଚାଲି ଯିବାକୁ ପଡୁଥିଲା ନା ସାଇକଲ ଥିଲା ନ କାର୍।

ଲୋକ ମାନେ ଚାଲି ଚାଲି କାମ କରୁଥିଲେ।ତାପରେ ଆସିଲା ସାଇକଲ।ସେଥିରେ ସବୁ କାମ ହେଉଥିଲା।ଏହା ପରେ ବାଇକ୍ ଆସିଲା।ବାଇକ୍ ପରେ କାର୍।ଆଜିକାଲି ସମସ୍ତଙ୍କ ଘରେ କାର୍।ଯିଏ ଯେଉଁପରି ବି ରହୁଥାଉ କିନ୍ତୁ ସମସ୍ତଙ୍କ ମନରେ ଜୀବନ ରେ ଥରେ ଥରେ କାର୍ କିଣିବା ଆଶା ରହିଥାଏ।

ସେଥିପାଇଁ ସମସ୍ତେ ପଇସା ସଞ୍ଚୟ କରି ଗୋଟେ ଭଲ କାର୍ କିଣିବା କଥା ଚିନ୍ତା କରନ୍ତି।ଆଜିକାଲି ପୁରୁଣା କାର୍ କିଣିବା କଷ୍ଟ ନହେଲେ ମଧ୍ୟ ଏହାର ଦାମ୍ ସମସ୍ତଙ୍କୁ ସୁହାଇନଥାଏ।ସେଥିପାଇଁ ବହୁତ୍ ଗୁଡ଼ିଏ ଅନଲାଇନ୍ ପ୍ଲାଟଫର୍ମ ରହିଛି ଯାହା ପୁରୁଣା କାର୍ ଗୁଡ଼ିକ କମ୍ ଦାମ୍ ରେ ବିକ୍ରି କରୁଛି।ଆଉ ଏହି ପ୍ଲାଟଫର୍ମ ଗୁଡ଼ିକ ଭରସାଯୋଗ୍ୟ ମଧ୍ୟ।ତେଣୁ ଆମେ ଆପଣଙ୍କ ପାଇଁ ଏପରି Maruti କାର୍ ଗୁଡ଼ିକ ର ଲିଷ୍ଟ ନେଇ ଆସିଛୁ ଯାହାକୁ ଆପଣ କମ୍ ଦାମ୍ ରେ କିଣି ପାରିବେ।

ପାଠକ ବନ୍ଧୁ ଆଜିକାଲି ପୁରୁଣା କାର୍ କିଣିବା କି ବିକ୍ରି କରିବା କିଛି କଷ୍ଟ ନୁହେଁ। ତା ପାଇଁ ନୂଆ ନୂଆ ଅନଲାଇନ୍ ପ୍ଲାଟଫର୍ମ ରହିଛି ଯେଉଁଥିରେ ଆପଣ ମାନେ ସହଜ କାର୍ କିଣି ପା ଓ ବିକ୍ରି ମଧ୍ୟ କରିପାରିବେ।ଆମେ ଆପଣଙ୍କ ପାଇଁ ସେହି ସବୁ କାର୍ ର ତାଲିକା ନେଇ ଆସିଛୁ ଯାହାର ଦାମ୍ ମାତ୍ର ୨ଲକ୍ଷ ଟଙ୍କା ରହିଛି।ଯାହାକୁ ଆପଣ ଅତି ସହଜ ରେ କିଣି ପାରିବେ।

୧.ପ୍ରଥମ ରେ ରହିଛି2012 Maruti Alto 800 lxi manual,ଏହାର ଦାମ୍ ରହିଛି ପାଖାପାଖି ୨ଲକ୍ଷ୫ହାଜର୨୯୯ ଟଙ୍କା।ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୮୬ହାଜର୧୨୩ କିଲୋମିଟର ଚାଲିଛି।ଏଥିରେ ପେଟ୍ରୋଲ ଇଞ୍ଜିନ ଓ ପ୍ରଥମ ଓନର୍ ରହିଛି।ଏଥିରେ ନମ୍ୱର୍ ହରିୟଣା ର ରହିଛି।

୨.ଏହାପରେ ରହିଛି 2013Maruti Alto 800 lxi manual,ଏହାର ଦାମ୍ ରହିଛି ୨ଲକ୍ଷ୯ହାଜର୮୯୯ ଟଙ୍କା।ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୯୦ହାଜର୪୦୭ କିଲୋମିଟର ଚାଲିଛି।ଏଥିରେ ପେଟ୍ରୋଲ ଇଞ୍ଜିନ ଓ CNG କିଟ୍ ରହିଛି।ଏହା ପ୍ରଥମ ଓନର ରହିଛି।ଏହାର ନମ୍ୱର୍ ଦିଲ୍ଲୀ ର ରହିଛି।

୩.ବର୍ତ୍ତମାନ ରହିଛି 2012 hydai i10 era 1.1 ired manual। ଏହାର ଦାମ୍ ରହିଛି ୨ଲକ୍ଷ୧୧ହାଜର୯୯୯ଟଙ୍କା।ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୪୫ହାଜର୭୩୨କିଲୋମିଟର ଚାଲିଛି।ଏହା ଏକ ପେଟ୍ରୋଲ ଇଞ୍ଜିନ କାର୍ ଓ ଦ୍ଵିତୀୟ ଓନର କାର୍।ଏହାର ନମ୍ୱର୍ ମଧ୍ୟ ଦିଲ୍ଲୀ ର ରହିଛି

୪.ଏହାପରେ ରହିଛି 2009maruti swift dzire vxi 1.3 manual। ଏହାର ଦାମ୍ ରହିଛି୨ଲକ୍ଷ୧୪ହାଜର୧୯୯ଟଙ୍କା।ଏହା ବର୍ତ୍ତମାନ ଯାଏ ୨୬ହାଜର୪୯୫ କିଲୋମିଟର ଚାଲିଛି।ଏଥିରେ ପେଟ୍ରୋଲ ଇଞ୍ଜିନ ରହିଛି।ଏହା ଏକ ଦ୍ଵିତୀୟ ଓନର କାର।ଏହାର ନମ୍ୱର ଦିଲ୍ଲୀ ର ରହିଛି।

୫.ତାଲିକା ର ଶେଷ ରେ ରହିଛି 2011 maruti wagon r 1.0 vxi manual।ଏହାର ଦାମ୍ ହେଉଛି ୨ଲକ୍ଷ୨୨ହାଜର୪୯୯ ଟଙ୍କା।ଏହା ଏତେ ଯାଏଁ ୩୭ହାଜର୮୩୧ କିଲୋମିଟର ଚାଲିଛି।ଏହା ମଧ୍ୟ ଦ୍ଵିତୀୟ ଓନର କାର।ଏଥିରେ ପେଟ୍ରୋଲ ଇଞ୍ଜିନ ରହିଛି ଓ ଏହାର ଦିଲ୍ଲୀ ର ନମ୍ବର ରହିଛି।ଏହା ହେଉଛି କାର୍ ର ଲିଷ୍ଟ ଆଉ ଆପଣ ଏହି ଲିଷ୍ଟ ଦେଖି ନିଜ ମନ ପସନ୍ଦ ର କାର୍ କିଣି ପାରିବେ ।

Leave A Reply

Your email address will not be published.