ସନ୍ଧ୍ୟା ହେଲେ ଦୁର୍ଘ-ଟଣା ଘଟିଥିବା ସ୍ଥାନରେ ବାହାରୁଛି ବ୍ରିଜେଶର ଆତ୍ମା,ଭୋ ଭୋ କାନ୍ଦି କହୁଛି ମୋ ଭଉଣୀ ପାଖକୁ ଯିବି

0

Get real time updates directly on you device, subscribe now.

ଯାହା ଶୁଣିବାକୁ ମିଳୁଛି ରାତି ହେଲେ ବାହାରୁଛି ଏବେ ବ୍ରିଜେଶର ଆତ୍ମା । ବିକଟାଳ କାନ୍ଦ କାନ୍ଦି କହୁଛି ସେ ଦିନର ଦୁର୍ଘ-ଟଣାର କଥା । ମା ଆଉ ଭଉଣୀକୁ ଛାଡ଼ି ଯାଇ ପାରୁନି ଶାନ୍ତିରେ ବ୍ରିଜେଶ । ବ୍ରିଜେଶର ଆତ୍ମା ସାଜିଛି କି ପରିବାରର ର-କ୍ଷକ ?

ରାତି ହେଲେ ସେ ବାହାରୁଛି ଆଉ ତାର ସବୁ ପ୍ରିୟ ଜିନିଷ ସବୁ ଖୋଜୁଛି । ଅନ୍ଧାର ରାତିର ଶୁନସାନ ରାସ୍ତା ଉପରେ ଠିଆ ହୋଇ ବିକଳ ଚିତ୍କାର କରୁଛି । ହଁ ଆଜ୍ଞା ଦର୍ଷକବନ୍ଧୁ ଠିକ୍ ୯ଦିନ ତଳେ ମା ଓ ଭଉଣୀକୁ ଏକା କରିଦେଇ ଏକ ବସ୍ ଧ-କ୍କାରେ ମ-ରିଯାଇଥିବା ବ୍ରିଜେଶର ଆତ୍ମା ଘୂରି ବୁଲୁଛି ।

ବ୍ରିଜେଶ କାନ୍ଦି କହୁଛି, ମୋର କଣ ଭୁଲ୍ ଥିଲେ । ମୁଁ କାହାର କଣ କରିଥିଲି ଯେ ମୋତେ ଏମିତି ଦ-ଣ୍ଡ ମିଳିଲା । କଣ ପାଇଁ ମୋତେ ମୋ ବାପାଙ୍କ ପଛେ ପଛେ ଯିବାକୁ ପଡ଼ିଲା । ମୋ ବୋଉ କୋଳକୁ କାହିଁକି ଖାଲି କରିଦେଲ ପ୍ରଭୁ ।

ମୋତେ ମୋ ମା’ ପାଖରୁ ଛଡେଇ ନେଇ ଭଗବାନ ତୁମେ କଉ ସୁଖ ପାଇଲ । ମୋ ବାପାକୁ ନେଇଯାଇଥିଲା ଏବେ ମୋତେ ଭି ନେଇଗଲ । ଏବେ ମୋ ମା’ ଓ ଭଉଣୀ କେମିତି ବଞ୍ଚିବେ ।

ତେବେ ବନ୍ଧୁଗଣ ରହିଥିବା ସୂଚନା ମୁତାବକ ଜଗତସିଂପୁରରେ ଆଜିକୁ ପ୍ରାୟ ୯ ଦିନ ହୋଇ ଗଲାଣି ବ୍ରିଜେଶ ଆର ପାରିକୁ ଯିବାର । କିନ୍ତୁ ଏପର୍ଯ୍ୟନ୍ତ ମାଆ କି ଭଉଣୀ ଆଖିରୁ ଶୁଖିନି ଲୁହ । ବାହୁନି ବାହୁନି କାନ୍ଦି ଦୁହେଁ ଥକି ଗଲେଣି ।

କଣ ବା ଭୁଲ ଥିଲା ବ୍ରିଜେଶର ସେ ତୋ ରାସ୍ତାରେ ତା ବାଟରେ ଯାଉଥିଲା । କଣ ପାଇଁ ବସ୍ ଆସି ତାକୁ ପଛପଟୁ ଧ-କ୍କା ଦେଲା । ଆଉ କଣ ପାଇଁ ବ୍ରିଜେଶ ଅକାଳରେ ଛାଡ଼ି ଚାଲିଗଲା ବୋଲି ଏହି କଥା ଭାବି ଭାବି କାନ୍ଦି ଗଡି ଯାଉଛନ୍ତି ବ୍ରିଜେଶର ମା ଓ ଭଉଣୀ ।

ତେବେ ଏଠାରେ ଆମେ କହି ରଖିବୁ କି ସେଦିନ ବସ୍ ଡ୍ରାଇଭରର ଟିକିଏ ଅସାବଧାନତା ପାଇଁ ଚାଲିଗଲା ଏକ ନୀରିହ ବ୍ରିଜେଶର ଜୀବନ । ତେବେ ଡ୍ରାଇଭର ମାନଙ୍କର ଅସାବଧାନତା ଯୋଗୁଁ କେବଳ ବ୍ରିଜେଶ ଏକା ନୁହେଁ ତା ପରି ପ୍ରତ୍ୟେକ ଦିନ କାହାର ଜୀବନ ଯାଉଛି ।

ଆଉ ସେଭଳି ଘ-ଟଣା ସାମ୍ନାକୁ ଆସୁଛି । ତେବେ ଏଥିରେ ରୋକ୍ ନ ଲଗାଇଲେ କେତେ ନୀରିହ ଜୀବନ ଏପରି ଚାଲିଯିବ ଆଉ କେତେ ମାର କୋଳ ଖାଲି ହେଇଯିବ ବୋଲି ତାର ମଧ୍ୟ କିଛି ହିସାବ ନାହିଁ ।

Leave A Reply

Your email address will not be published.