ଛି… ଛି… ଛି… ତୋ ମଣିଷ ପଣିଆକୁ ,୨ କୋଟି ଟଙ୍କା ପାଇଁ ମାରିଦେଲୁ ସ୍ତ୍ରୀକୁ….

0

Get real time updates directly on you device, subscribe now.

ପଇସା ପାଇଁ ମଣିଷ କିଛି ବି କରିପାରେ । ଯଦି 2 କୋଟି ଟଙ୍କାର କଥା ହୋଇଥାଏ, ତେବେ ସେ ବଡରୁ ବହୁତ୍ ବଡ ଅପ-ରାଧ କରିପାରେ । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏପରି ଗୋଟିଏ ଆଶ୍ଚର୍ଯ୍ୟଜନକ କାହାଣୀ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଦୁଇକୋଟି ଟଙ୍କାର ପଲିସି କରାଇଲା । ଦ୍ୱିତୀୟ କିସ୍ତି ଜମା କରାଇବା ପୂର୍ବରୁ ହିଁ ସ୍ତ୍ରୀକୁ ହ-ତ୍ୟା କରିବାକୁ ସୁପାରି ଦେଇଦେଲା ।

ଜୟପୁର ସହରରେ ଜଣେ ସ୍ବାମୀ ନିଜ ସ୍ତ୍ରୀର ଦୁଇକୋଟି ଟଙ୍କାର ପଲିସି କରାଇଲା । ପ୍ରଥମ କିସ୍ତି ଜମା କରାଇଲା ଏବଂ ଦ୍ୱିତୀୟ କିସ୍ତି ଜମା କରାଇବା ପୂର୍ବରୁ ହିଁ ଦୁଇ କୋଟି ଟଙ୍କାର ପଲିସି କ୍ୟାସ କରାଇବାର ପ୍ଲାନିଂ କରିଦେଲା । ଶୁପାରୀ ଦେଇ ସ୍ତ୍ରୀର ହ-ତ୍ୟା କରାଇଲା ଏବଂ ଏହି ହ-ତ୍ୟାକୁ ଦୁର୍ଘ-ଟଣାର ରୂପ ଦେଇଦେଲା ।

ସ୍ତ୍ରୀ ସହ ଶଳା ମଧ୍ୟ ମୃ-ତ୍ୟୁବ-ରଣ କଲା । କିନ୍ତୁ ଭେଣେଇକୁ ଟିକେ ଆଞ୍ଚ ମଧ୍ୟ ଆସିଲା ନାହିଁ । ପୋ-ଲିସ, ପରିବାର ଏବଂ ପଲିସି କମ୍ପାନୀ ଏହାକୁ ହ-ତ୍ୟା ମାନୁଥିଲେ । 19000000 ଟଙ୍କାର ପଲିସି ମିଳିବାକୁ ଯାଉଥିଲା ଏବଂ ଠିକ୍ ସେତିକିବେଳେ କାହାଣୀରେ ଅଲଗା ମୋଡ ଆସିଲା ଏବଂ ସବୁ ଖେଳ ଓଲଟି ଗଲା । ବର୍ତ୍ତମାନ ପୋ-ଲିସ ସ୍ବାମୀ ଏବଂ ତାକୁ ସାହାଯ୍ୟ କରିଥିବା କିଛି ବଦମାସଙ୍କୁ ଗି-ରଫ କରିଛି । ସମସ୍ତଙ୍କ ଉପରେ ହ-ତ୍ୟାର ଆ-ରୋପ ରହିଛି ।

ଏହି ପୁରା ଘଟ-ଣାଟି ଜୟପୁରର ହରମାଡା ଥା-ନା ଅଂଚଳର ଅଟେ । ବାସ୍ତବରେ ଅକ୍ଟୋବର 5 ତାରିଖରେ ହରମାଡା ଅଞ୍ଚଳରେ ଗୋଟିଏ ଜେସ୍ପି ବାଇକ୍ ଚଳାଳୀ ସାଲୁ ଏବଂ ତାଙ୍କ ଭାଇ ରାଜୁକୁ ଧ-କ୍କା ଦେଇଥିଲା । ଶାଲୁ ଘଟ-ଣାସ୍ଥ-ଳରେ ହିଁ ମୃ-ତ୍ୟୁବ-ରଣ କରିଥିଲା ଏବଂ ରାଜୁର ହସ୍ପିଟାଲରେ ମୃ-ତ୍ୟୁ ହୋଇଥିଲା ।

ପୋଲିସ ଏହାକୁ ଦୁର୍ଘ-ଟଣା ମାନି ଫାଇଲ ବନ୍ଦ କରିସାରିଥିଲା । କିନ୍ତୁ ହରମାଡା ଥା-ନାରେ କେହି ଜଣେ ସୂଚନା ଦେଲା ଯେ ସାଲୁ କିଛିଦିନ ପୂର୍ବରୁ ହିଁ 20000000 ଟଙ୍କାର ପଲିସି କରିଛି । ଦୟାରାମ୍ ସମୟ ନ-ଷ୍ଟ ନକରି ସାଲୁଙ୍କ ସ୍ବାମୀ ମହେଶକୁ ଗି-ରଫ କଲେ ।

ଏହି ବିଷୟରେ କିଛି ଅଧିକାରୀ ଜାଣିବାପରେ ସେମାନେ ମଧ୍ୟ ଚକିତ ହୋଇଗଲେ । ସେପଟେ ପଲିସି କମ୍ପାନୀ ଆମାଉଣ୍ଟ ଦେବାକୁ ପ୍ରସ୍ତୁତି କରୁଥିଲା ଏବଂ ଏପଟେ ହରମାଡା ପୋ-ଲିସ ଏହି ଦୁର୍ଘ-ଟଣାକୁ ହ-ତ୍ୟା ବୋଲି ପ୍ରମାଣିତ କଲା ।

ଜେଷ୍ପି ଦ୍ଵାରା ଧ-କ୍କା କରି କଲା ଦୁଇଟି ହ-ତ୍ୟା :-

ହରମାଡା ଥାନା ପୋ-ଲିସ କହିଛି ଯେ ସାଲୁ ଏବଂ ମହେଷଙ୍କ ବିବାହ 2015 ରେ ହୋଇଥିଲା । 2017 ରେ ତାଙ୍କର ଗୋଟିଏ ଝିଅ ହେଲା । ଝିଅ ଜନ୍ମ ପରଠାରୁ ହିଁ ମହେଶ ମାର-ପିଟ କରିବା ଆରମ୍ଭ କରିଦେଇଥିଲା । ଏହି କାରଣରୁ ସାଲୁ ମୁରଲୀପୁରାରେ ନିଜର ବାପଘରକୁ ଚାଲି ଯାଇଥିଲା । ଅକ୍ଟୋବର 5 ତାରିଖରେ ସେ ନିଜ କକା ପୁଅ ଭାଇ ସହ ହନୁମାନ ମନ୍ଦିରକୁ ପୂଜାପାଠ କରିବାକୁ ଯାଉଥିଲେ । କିନ୍ତୁ ଜେଷ୍ପୀ ଦ୍ଵାରା ଧ-କ୍କା ମାରି ଦୁହିଁଙ୍କୁ ହ-ତ୍ୟା କରି ଦିଆଗଲା । ତେବେ ପୋ-ଲିସ ବର୍ତ୍ତମାନ ମହେଶ, ମୁକେଶ, ସୋନୁ ଏବଂ ମହେନ୍ଦ୍ରଙ୍କୁ ଗି-ରଫ କରିନେଇଛି ।

Leave A Reply

Your email address will not be published.