ହସ୍ପିଟାଲ୍ ରେ ତିନି ଦିନ ରହିବା ପରେ ଲାଇଭ୍ ଭିଡିଓ କରି ନିଜ କଥା ରଖିଲେ ରାନୀ ପଣ୍ଡା।

0

Get real time updates directly on you device, subscribe now.

ବନ୍ଧୁମାନେ ଆପଣମାନେ ତ ପ୍ରତିଦିନ ଘଟୁଥିବା ଘ-ଟଣା ସମ୍ପ-ର୍କ ରେ ବିଭିନ୍ନ ମାଧ୍ୟମ ଦ୍ଵାରା ଜାଣିବା ପାଇଁ ପାଉଥିବେ।ତେବେ କିଛି ଘଟ-ଣା ଲୋକ ଲୋଚନ କୁ ଆସୁଛି ତ କିଛି ଘଟ-ଣା ସେମିତି ରହିଯାଉଛି।ତେବେ ଯଦି ସେହି ଘଟଣା କୌଣସି ସେଲେବ୍ରିଟି ଙ୍କ ବିଷୟ ରେ ହୋଇଥିବ ତେବେ ତ ସେହି ଘ-ଟଣା ନିଶ୍ଚୟ ଭଇରାଲ ହେବ।

ଏମିତି କିଛି ଘଟିଛି ଯାତ୍ରା ର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ସହ।ତେବେ ପାଠକ ଗଣ ଆପଣ ମାନେ ତ ତିନି ଦିନ ପୂର୍ବରୁ ରାନୀ ପଣ୍ଡା ଙ୍କ କାର ଏବଂ ଏକ ବାଇକ୍ ଆରୋହୀଙ୍କ ମଧ୍ୟ ରେ ହୋଇଥିବା ସଡ଼କ ଦୁର୍ଘ-ଟଣା ସ-ମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ତେବେ କହି ରଖିବା ପାଇଁ ଚାହିଁବି ଯେ ସେହି ଦୁର୍ଘ-ଟଣା ରେ ବାଇକ୍ ଆରୋହୀ ସୁକାନ୍ତ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃ-ତ୍ୟୁ ହୋଇଛି ଏବଂ ରାନୀ ଗୁରୁ-ତର ଭାବରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ।

ତେବେ ଏହି ଦୁର୍ଘ-ଟଣା ପାଇଁ ରାନୀ ପଣ୍ଡା ପଶ୍ଚ୍ୟାତାପ କରି ଆଗକୁ ସୁକାନ୍ତ ଙ୍କ ପରିବାର ର ଭରଣ ପୋଷଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ଏତିକି ସବୁ ହେବ ପରେ ମଧ୍ୟ ଲୋକ ମାନେ ରାନୀ ପଣ୍ଡା ଙ୍କ ବିଷୟ ରେ ବହୁତ କିଛି କଥା କହୁଛନ୍ତି।

ସେଥି ପାଇଁ ରାନୀ ପଣ୍ଡା ଆଜି ଲାଇଭ ଆସି ସେହି ବିଷୟ ରେ କିଛି କହିଛନ୍ତି।ଆଉ ଆପଣ ମାନେ ତ ଜାଣିଥିବେ ରାନୀ ପଣ୍ଡା ଯେଉଁ ଭିଡିଓ ବି ପୋଷ୍ଟ କରନ୍ତି ତାହା ସବୁବେଳେ ଭାଇରାଲ୍ ହୋଇଥାଏ।ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ରାନୀ ପଣ୍ଡା।

ଏହି ଯେଉଁ ଦୁର୍ଘ-ଟଣା ଟି ଘଟିଥିଲା ସେଥି ରେ ବାଇକ୍ ଆରୋହୀ ସୁକାନ୍ତ ଙ୍କ ମୃ-ତ୍ୟୁ ଯୋଗୁଁ ରାନୀ ଙ୍କୁ ବହୁତ ଲୋକ ଏପଟ ସେପଟ କଥା କହୁଛନ୍ତି।ସେଥି ପାଇଁ ରାନୀ କହିଲେ ଯେ ସେ ବାଧ୍ୟ ହୋଇ ଆଜି ଲାଇଭ ଭିଡିଓ କରିଛନ୍ତି,ତାଙ୍କୁ ଜମା ବି ଇଚ୍ଛା ନଥିଲା ଭିଡିଓ କରିବା ପାଇଁ କାରଣ ସେ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି।ନିଜର ଚ୍ୟାନେଲ ର ଟିଆରପି ବଢ଼ାଇବା ପାଇଁ ଏପରି ମି-ଥ୍ୟା ଅପପ୍ରଚାର ନା କରିବା ପାଇଁ କହିଛନ୍ତି ସବୁ ଗଣମାଧ୍ୟମ କୁ।

ଏହି ଭିଡିଓରେ ରାନୀ ପଣ୍ଡା କା-ନ୍ଦି କା-ନ୍ଦି ସବୁକଥା କହୁଥିଲେ।ଏଭଳି ମିଛ କଥା କହି ଓଡ଼ିଶା ବାସୀଙ୍କ ମନରେ ରାନୀ ଙ୍କ ପ୍ରତି ଘୃଣା ଭାବ ଭର୍ତ୍ତି କରିବା ବନ୍ଦ କରନ୍ତୁ।ଆଜି ତାଙ୍କର ସମୟ ଭଲ ନାହିଁ ସେଥି ପାଇଁ ସ୍ବାଉ ଏମିତି କହୁଛନ୍ତି, ତାଙ୍କର ସମୟ ଭଲ ଆସିଲେ ସେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବେ ବୋଲି କହିଛନ୍ତି।

ଗଣ ମାଧ୍ୟମ ବହୁତ ମି-ଛ କଥା କହୁଛି ଯେପରି ,ରାନୀ ଜଣେ ମାଆଙ୍କ ପାଖରୁ ତାର ପୁଅକୁ ଛଡ଼ାଇ ନେଇଛନ୍ତି।ଦୁର୍ଘ-ଟଣା ପରେ ରାନୀ ସେଥି ଫଟୋ ଉଠାଇଥିଲେ ବୋଲି କହିଛନ୍ତି।ଏହି କଥାରେ ରାନୀ କହିଥିଲେ ଯେ ସେ ଫଟୋ ଉଠାଉନଥିଲେ ବରଂ ସେତେବେଳେ ସେ ସମସ୍ତଙ୍କୁ ଫୋନ୍ କରୁଥିଲେ।ତେବେ ସେ ମି-ଛ କଥା ପ୍ରଚାର ନା କରିବା ପାଇଁ ମିଡ଼ିଆ କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.