ଦିଲ୍ଲୀ ପରେ ପୁରୀରେ ନି-ର୍ଭୟା ଭଳି ନାର-କିୟ କାଣ୍ଡ । ଦୁ-ଷ୍କର୍ମ କଲେ, ଆଉ ତାପରେ….

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଓ ହୃଦୟ ବିଦାରକ ଘ-ଟଣା ସାମ୍ନାକୁ ଆସିଛି ତାହା ହେଉଛି ଜଗନ୍ନାଥ ଧାମର ପବିତ୍ର ମାଟିରେ ଘଟି ଯାଇଛି କୁକ-ର୍ମ । ନିକଟରେ ପୁରୀରେ ଘଟିଛି ନି-ର୍ଭୟା ଭଳି ନାରକୀୟ କା-ଣ୍ଡ । ଦୁ-ଷ୍କର୍ମ କରିବା ପରେ ଏସିଡ ଢ଼ାଳି ମା-ରିଦେଲେ

ଦିନେ ଦିଲ୍ଲୀର ମଧ୍ୟ ଏମିତି ଗୋଟେ ଶୀତୁଆ ରାତିରେ ବସ୍ ଭିତରେ ଜଣେ ଯୁବତୀ ଦୁଷ୍କ-ର୍ମର ଶି-କାର ହୋଇଥିଲେ । ଯୁବତୀଙ୍କ ସହ ଚଳନ୍ତା ବସ୍ ରେ ଦୁ-ଷ୍କର୍ମ କରି ଚାଲିଥିଲେ ଡ୍ରାଇଭର ସମେତ ୬ଜଣ ଦୁଷ୍କ-ର୍ମକାରୀ । ଦିଲ୍ଲୀର ଛାତି ଉପରେ ଘଟି ଯାଇଥିଲା ଦୁ-ଷ୍କର୍ମ ଏବଂ ହ-ତ୍ୟା ପରି ଭ-ୟଙ୍କର କା-ଣ୍ଡ ।

ଆଉ ଠିକ୍ ସେଇଭଳି ଆମ ଓଡ଼ିଶାର ପବିତ୍ର ଭୂମି ଜଗନ୍ନାଥ ଧାମ ପୁରୀରେ ଘଟି ଯାଇଛି ନାର-କୀୟ କା-ଣ୍ଡ । ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁ-ଷ୍କର୍ମ କରି ହ-ତ୍ୟା କରି ଦେଇଛନ୍ତି କେତେକ ରା-କ୍ଷସ ।

ଆଉ ତାପରେ ଏସିଡ ଢ଼ାଳି ହ-ତ୍ୟା କରି ଦେଇଛନ୍ତି ବୋଲି ଅଭି-ଯୋଗ ହୋଇଛି । ଯେତେବେଳେ ହଜାର ହଜାର ଲୋକ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ, ଠିକ୍ ସେତିକି ବେଳେ ଜଣେ ଯୁବତୀ ଦୁଷ୍କ-ର୍ମର ଶି-କାର ହେଉଥିଲେ ।

ଦୁଷ୍କ-ର୍ମକାରୀ ମାନେ ଏକ ନିଛାଟିଆ ସ୍ଥାନରେ ଯୁବତୀ ଜଣକଙ୍କୁ ଦୁ-ଷ୍କର୍ମ କରିବାକୁ ଲାଗିଥିଲେ । ଏମିତି କିଛି ଅଭି-ଯୋଗ ସମୁଦ୍ର କୂଳ ପାଖାପାଖି ସ୍ଥାନରେ ହୋଇଛି । ମଧ୍ୟପ୍ରଦେଶରୁ ମଣିମାଙ୍କ ନିକଟକୁ ଆସିଥିଲେ ପୂରା ପରିବାର ସହିତ କାଲିଆକୁ ଦର୍ଶନ କରିଥାନ୍ତେ । ହେଲେ ସବୁକିଛି ଅଧା ରହିଗଲା । ହଠାତ୍ ରହୁଥିବା ହୋଟେଲରୁ ଗା-ଏବ ହୋଇଯାଇଥିଲେ ଯୁବତୀ ଜଣକ ।

ଆଉ ତାପରେ ପୁରୀ ମେରାଇନ୍ ଥା-ନା ବାଲିକୁଆଳି ବେଳାଭୂମିରେ ଉକ୍ତ ଯୁବତୀଙ୍କ ମୃ-ତ ଦେହ ଉ-ଦ୍ଧାର ହୋଇଥିଲା । ମୃ-ତ ପୀଡ଼ି-ତାଙ୍କ ନାମ ହେଉଛି ରାଧିକା କୁଶୁଆ । ମୃତ-କଙ୍କ ବାପା ପ୍ରହଲ୍ଲାଦ କୁଶୁଆଙ୍କ ଅଭି-ଯୋଗ ମୁତାବକ ପ୍ରହଲ୍ଲାଦ ପୂରା ପରିବାର ସହିତ ପୁରୀ ବୁଲିବାକୁ ଆସି ପେଣ୍ଠକୋଟା ହୋଟେଲରେ ରହୁଥିଲେ ।

ତେବେ ୨୩ ତାରିଖ ସକାଳୁ ଝିଅ ରାଧିକା କେଉଁଆଡ଼େ ଚାଲିଯାଇଥିବା ନେଇ ଅଭି-ଯୋଗ କରିଥିଲେ । ଆଉ ୨୬ ତାରିଖ ସକାଳୁ ଦେଖିବା ବେଳକୁ ରାଧିକାଙ୍କ ମୃ-ତ ଦେହ ସମୁଦ୍ର କୂଳରୁ ମିଳିଥିଲା । ରଧିକାଙ୍କ ମୁହଁ ଚିହ୍ନି ହେଉନଥିଲା । କାରଣ ତାଙ୍କ ମୁହଁରେ ଏସିଡ ଢ଼ାଳି ତାଙ୍କୁ ହ-ତ୍ୟା କରା ଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏଭଳି ଘ-ଟଣା ଘଟିଛି ତାକୁନେଇ ଏବେ ପୋ-ଲିସ୍ ଖୋଳତାଡ଼ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.