ପ୍ରେମରେ ପାଗଳ ଚାରିଜଣ ବୃଦ୍ଧବ୍ୟକ୍ତି ପ୍ରେମିକା କହିବାରୁ ପଞ୍ଚମ ପ୍ରେମିକକୁ ମା-ରିଦେଲେ

0

Get real time updates directly on you device, subscribe now.

ବିହାରର ବିହାରସରିଫ ଜିଲ୍ଲାରୁ ଅଜବ ପ୍ରେମର ଗଜବ କାହାଣୀ ସାମ୍ନାକୁ ଆସିଛି । ବର୍ତ୍ତମାନ ଏହାକୁ ପ୍ରେମ କୁହାଯିବ ନା ବିକୃତ ମାନ-ସିକତା । ଗୋଟେପଟେ 55 ବର୍ଷୀୟ ବ୍ୟକ୍ତି 21 ବର୍ଷୀୟ ଯୁବତୀଙ୍କ ମଥାରେ ସିନ୍ଦୂର ଦେଲା ତ ଆଉ ଗୋଟେ ପଟେ 75 ବର୍ଷୀୟ ପ୍ରେମିକକୁ ଜଣେ ପ୍ରେମିକା ନିଜର ଅନ୍ୟ ଚାରିଜଣ ବୃଦ୍ଧ ପ୍ରେମିକଙ୍କ ଦ୍ଵାରା ହ-ତ୍ୟା କରିଦେଲା । ଏହି ମାମ-ଲାଟି ବିହାରସରିଫ ଜିଲ୍ଲାର ଅସ୍ଥାବା ଥା-ନା ଅଞ୍ଚଳର ଅଟେ ।

ଏଠାରେ ପାଞ୍ଚଜଣ ବୃଦ୍ଧବ୍ୟକ୍ତି 30 ବର୍ଷୀୟ ବିଧବା ମହିଳାଙ୍କୁ ଭଲ ପାଉଥିଲେ । ସବୁ ବ୍ୟକ୍ତିଙ୍କ ବୟସ ପ୍ରାୟ 60 ପରେ ରହିଛି । ଯେତେବେଳେ ସେମାନଙ୍କ ପ୍ରେମ ସୀମା ପାର ହୋଇଗଲା, ସେତେବେଳେ ଚାରିଜଣ ବୃଦ୍ଧ ବ୍ୟକ୍ତି ଗୋଟେପଟେ ହୋଇଗଲେ ଏବଂ ପ୍ରେମିକା କହିବାରୁ 75 ବର୍ଷୀୟ ବୃଦ୍ଧ ତୃପିତ ଶର୍ମାଙ୍କୁ ମା-ରିଦେଲେ ।

ବାସ୍ତବରେ ଏହି ପ୍ରେମ କାହାଣୀ ଚା ଦୋକାନରୁ ଆରମ୍ଭ ହୋଇଛି । ବିଧବା ଜଣକ ଅସ୍ଥାବା ପଲିଟେକ୍ନିକ କଲେଜ ପାଖରେ ରୁହନ୍ତି ଏବଂ ଚା ଦୋକାନ ଚଳାଉଥିଲେ । ସେଠାରୁ ଚାରିଜଣ ବୃଦ୍ଧ ବ୍ୟକ୍ତି ପ୍ରତିଦିନ ଚା ପିଇବାକୁ ଆସୁଥିଲେ ।

ଚା ପିଇବା ସହ ଚାରି ବୃଦ୍ଧ ସେହି ମହିଳାଙ୍କୁ ଭଲପାଇ ବସିଲେ । ଏହାମଧ୍ୟରେ ପଞ୍ଚମ ବୃଦ୍ଧଙ୍କ ଏଣ୍ଟ୍ରି ହୋଇଗଲା । ଏହି ଏଣ୍ଟ୍ରି ଚାରି ବୃଦ୍ଧଙ୍କ ଦେହରେ ଗଲାନି । ତୃପିତ ଶର୍ମାଙ୍କର ବିଧବା ମହିଳାଙ୍କ ଘରକୁ ଯିବାଆସିବା ପ୍ରାୟତଃ ଲାଗିରହିଲା । ତୃପିତ ଶର୍ମା ଯେତେବେଳେ ବିଧବା ମହିଳାଙ୍କ ସହ କଥା ହେଉଥିଲେ, ସେତେବେଳେ ସେହି ଚାରିଜଣ ବୃଦ୍ଧଙ୍କୁ ରା-ଗ ଲାଗୁଥିଲା ।

ସେମାନେ ମହିଳାଙ୍କୁ କହିଲେ ଯେ ତୁମର ତ ଆଉ ଜଣେ ପଞ୍ଚମ ପ୍ରେମିକ ଅଛି । ଏହା ଉପରେ ମହିଳା କହିଲେ ଯେ ଯଦି ଏମିତି କଥା ତାହେଲେ ତାକୁ ହଟାଇ ଦିଅ । ତାପରେ ଚାରିଜଣ ପ୍ରେମିକ ତୃପିତ ଶର୍ମାଙ୍କୁ ହଟାଇବାର ପ୍ଲାନ ପ୍ରସ୍ତୁତ କଲେ । ଏହାପରେ ଅକ୍ଟୋବର 19 ତାରିଖରେ ତୃପିତ ଶର୍ମାଙ୍କ ହ-ତ୍ୟା ହେଲା ।

ଘଟ-ଣାର ଦ୍ବିତୀୟ ଦିନ ଯେତେବେଳେ ପାଣି ଟାଙ୍କିରୁ ଶବକୁ ବାହାର୍ କରାଗଲା, ସେତେବେଳେ ତାଙ୍କର ଅସ୍ଥାବା ଥା-ନା ଅଞ୍ଚଳର ବଳବା ଗ୍ରାମ ବାସିନ୍ଦା 75 ବର୍ଷୀୟ ତୃପିତ ଶର୍ମାଙ୍କ ରୂପରେ ଚିହ୍ନଟ ହେଲା । ଶ-ବ ମିଳିବା ପରେ ପୋ-ଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ।

ପୋ-ଲିସ୍ ଯାଞ୍ଚ୍ କରିବାପରେ ଧୀରେ ଧିରେ ଏହି ହ-ତ୍ୟାକା-ଣ୍ଡ ଉପରୁ ପରଦା ଉଠିବାକୁ ଲାଗିଲା ଏବଂ ସେହି ଚା ବିକ୍ରି କରୁଥିବା ମହିଳାଙ୍କ ଉପରେ ସ-ନ୍ଦେହ କରାଗଲା । ପୋ-ଲିସ ଯେତେବେଳେ କଠୋର ଭାବେ ପଚ-ରାଉ-ଚରା କଲା ସେତେବେଳେ ମହିଳା ସବୁକଥା କହିଦେଲେ

Leave A Reply

Your email address will not be published.