କାଲି ଥିଲା ରବିବାର । ପୁଣି ଜେଲ ଭିତରେ ଅର୍ଚ୍ଚନାକୁ ଦେଖୁଦେଖୁ କାନ୍ଦିପକାଇଲା ଜଗା

0

Get real time updates directly on you device, subscribe now.

ଦିନ ଥିଲା ରାଜ ଉଆସରେ ଆଉ ଆରାମ ହେଲା ଭଳି ଡନଲପ୍ ଗଦି । ତାପରେ ହିଁ ପୁଣି ଆଖି ଲାଖି ଗଲା ଭଳି ଝୁମର । ଅର୍ଚ୍ଚନାଙ୍କ ଜୀବନ ଶୈଳୀ କଉ ସର୍ଗ ସୁଖ ଠାରୁ କମ ନୁହଁ । ଆଉ ଏବେ ତାଙ୍କୁ ଜେଲର ୪ କାନ୍ଥ ଭିତରେ ଦିଆ ଯାଉଛି ଶୋଇବା ପାଇଁ ଚଟେଇ, ଦୁଇଓଳି ଖାଇବା ଆଉ ମାଟି ହାଣ୍ଡିରେ ପାଣି । ଦର୍ଷକବନ୍ଧୁ ଏଠାରେ ଆମେ କହି ରଖୁଛୁ ଯେ ଝାରପଡ଼ାଜେଲ ରେ କଏଦୀ ହୋଇ ଥିବା ଦମ୍ପତି ଅର୍ଚ୍ଚନା-ଜଗବନ୍ଧୁ ପୁଣିଥରେ ଭେଟା ଭେଟି ।

କାରଣ ପ୍ରତ୍ୟେକ ରବିବାର ୧୫/୨୦ ମିନିଟ୍ ପାଇଁ ଜେଲ୍‌ ମାନୁଆଲ ଅନୁସାରେ ଜେଲ୍‌ ଅଧିକାରୀ, ପୁରୁଷ ୱାର୍ଡେନ ଓ ମହିଳା ୱାର୍ଡେନ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ବ୍ଲାକମେଲର୍ ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଭେଟ ହୋଇ ପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହାରି ଭିତରେ ସପ୍ତାହକୁ ଥରେ ସ୍ବାମି ସ୍ତ୍ରୀଙ୍କ ଭେଟ ହେଇ ଆସୁଛି । ଆଉ ଏହି ଟିକିକ ଦେଖା ଦୁହିଁଙ୍କର ପାଇଁ ଜୀବନ ପାଲଟି ଯାଇଛି ।

କାଲି ଥିଲା ରବିବାର ସ୍ବାମି ଓ ସ୍ତ୍ରୀ ଅର୍ଥାତ୍ ଜଗବନ୍ଧୁ ଆଉ ଅର୍ଚ୍ଚନା ନାଗ ଉଭୟ ଙ୍କର ଦେଖା ହୋଇ ଥିଲା ଜେଲରେ । ଆଉ ଏହି ସମୟରେ ନିଜକୁ ସମ୍ଭାଳି ପାରିଲେ ନାହିଁ ଜଗବନ୍ଧୁ । ନିଜର କୋହ ଆଉ ଦୁଃଖକୁ ସମ୍ଭାଳି ପାରିଲେ ନାହିଁ ଜଗବନ୍ଧୁ ।

ଦୁହେଁ ପରସ୍ପରକୁ ଦେଖି ବହୁତ କାନ୍ଧି ପକାଇ ଥିଲେ । ଆଉ ଧର୍ଯ୍ୟହରା ହୋଇ ଯାଇଥିବା ସ୍ବାମିକୁ ଧର୍ଯ୍ୟ ଦେଇ ଅର୍ଚ୍ଚନା କହି ଥିଲେ ସବୁ କିଛି ଠିକ ହୋଇ ଯିବ । ଆଉ କହିଲେ ସମୟ ଏବେ ବହୁତ ଖରାପ ଚାଲିଛି ସେଇଠି ପାଇଁ ଏତେ ଗୁଡିଏ ଅସୁବିଧା ସବୁ ଆସୁଛି ।

ପୁଣି ସମୟ ଆସିବ ଆଉ ଦିନେ ସେମାନେ ଜେଲରୁ ବାହାରିବେ ଆଉ ଥରେ ସୁଖରେ ଶାନ୍ତିରେ ସଂସାର ଗଢିବେ । ଆଉ ଏହି ସମୟରେ ତାଙ୍କର ଦୃଶ୍ୟ ବହୁତ ଭାବ ବିହୋଳ ଥିଲା ବୋଲି ବିଶେଷ ସୁତ୍ର୍ରୁ ସୁଚନା ମିଳୁଛି । ସେହି ସମୟରେ ଉଭୟ ଉଭୟଙ୍କୁ ସାନ୍ତ୍ବନା ଦେଉଥାନ୍ତି । ଯଦି ଜେଲରେ ଖାଦ୍ୟ ଭଲ ଲାଗୁ ନାହିଁ ତେବେ ଜାଇ କ୍ୟାଣ୍ଟିନରେ ଖାଇବାକୁ ଉଭୟ ଉଭୟଙ୍କୁ ପରାମର୍ଶ ଦେଉଥିଲେ ।

Leave A Reply

Your email address will not be published.