ସ୍ତ୍ରୀ ସହ ଝ-ଗଡ଼ା ପରେ ଜଣେ ଲୋକ ବାହାରକୁ ଯାଇଥିବା ବେଳେ ଗୋଟେ କୁକୁର ଭୋକିବାରୁ କୁକୁରର ମାଲିକକୁ ମା-ରିଦେଲା ଲୋକଟି।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ଏହି ଲାଇନ ଟି ପ୍ରାୟତଃ ଶୁଣିଥିବେ ଯେ “କ୍ରୋ-ଧ ହେଉଛି ମଣିଷ ର ବଡ଼ ଶ-ତ୍ରୁ।”ଏହି କଥାଟି ପୁରା ପୁରି ସତ।କାରଣ କ୍ରୋ-ଧ ମଣିଷର ବୁଦ୍ଧିକୁ ଭ୍ରଷ୍ଟ କରିଦେଇଥାଏ ଏବଂ ମଣିଷକୁ ଏପରି ଭାବେ ନିଜ କବଳକୁ ନେଇଯାଏ ଯେ ସେତେବେଳେ ମଣିଷ କ’ଣ କରେ ନିଜେ ଜାଣିପାରେ ନାହିଁ।

କ୍ରୋ-ଧରେ ନିଆଯାଇଥିବା ନିଷ୍ପତି କେବେ ହେଲେ ଠିକ୍ ହୋଇ ନଥାଏ।ଏହି କ୍ରୋ-ଧ ଯୋଗୁଁ ବେଳେ ବେଳେ ମଣିଷ ନିଜକୁ ଆ-ଘାତ କରିଥାଏ କିମ୍ବା ଅନ୍ୟ ଲୋକକୁ ଆଘା-ତ କରିଥାଏ।ଆଉ କ୍ରୋ-ଧ ରେ ମଣିଷ ଏପରି ହଜିଯାଏ ଯେ ସେ ଅନ୍ୟ ମଣିଷର ଜୀବନ ମଧ୍ୟ ନେଇଯାଏ।

ତେବେ ଏମିତି କିଛି ଘ-ଟଣା ଘଟିଛି କ୍ୱିନସଲ୍ୟାଣ୍ଡ ର ୱାଙ୍ଗେଟ୍ଟି ବିଚରେ ଯେଉଁଠି ରାଜ୍ୱିନ୍ଦର ସିଂହ ନାମକ ଭାରତୀୟ ଲୋକ କ୍ରୋ-ଧରେ ଆସି ଟୋୟା କୋର୍ଡିଂଲୀ ନାମକ ଅଷ୍ଟ୍ରେଲିଆନ ମହିଳାଙ୍କୁ ଜୀବନରୁ ମା-ରି ଦେଇଥିଲେ ଏବଂ ଟୋୟାଙ୍କ କୁକୁରକୁ ଗଛରେ ବାନ୍ଧିଦେଇଥିଲେ

ତେବେ ଘ-ଟଣା ଟି ହେଉଛି ରାଜ୍ୱିନ୍ଦର ଘରେ ତାଙ୍କ ସ୍ତ୍ରୀଙ୍କ ସହ ଝ-ଗଡ଼ା କରିଥିଲେ।ଝ-ଗଡ଼ା କରିସାରିବା ପରେ ସେ ରା-ଗିଯାଇ ଘରୁ ବାହାରି ପଳାଇଆସିଥିଲେ।ତେବେ ଘରୁ ଆସିବା ସମୟରେ ତାଙ୍କୁ ଭୋକ ଲାଗିଥିବାରୁ ସେ କିଛି ଫଳ ଆଉ ଛୁରୀ ଘରୁ ନେଇଆସିଥିଲେ।

ତେବେ ସେ କ୍ୱିନସଲ୍ୟାଣ୍ଡ ର ୱାଙ୍ଗେଟ୍ଟି ବିଚ୍ ରେ ବୁଲୁଥବା ବେଳେ ତାଙ୍କ ହାତ ରେ ଛୁ-ରୀ ଦେଖି ଗୋଟେ କୁକୁର ଭୋକିବା ଆରମ୍ଭ କରିଥିଲା।ସେହି କୁକୁର ଟି ହେଉଛି ଟୋୟା କୋର୍ଡିଂଲୀ ଙ୍କର ଯିଏ କି ସେହି ସମୟ ରେ ତାଙ୍କ କୁକୁରକୁ ଧରି ବିଚ୍ ବୁଲିବା ପାଇଁ ଆସିଥିଲେ

ତେବେ ରାଜ୍ୱିନ୍ଦର ରା-ଗିକି ଥିବାରୁ ସେ ଟୋୟାଙ୍କୁ କହିଥିଲେ କୁକୁରଟିକୁ ଚୁପ୍ କରାଇବା ପାଇଁ।ହେଲେ ଟୋୟା କୁକୁରକୁ ଚୁପ୍ କରାଇ ରାଜ୍ୱିନ୍ଦରଙ୍କ ସହ ଯୁ-କ୍ତି କରିଥିଲେ।ତେବେ ଯୁ-କ୍ତି ଭିତରେ ରାଜ୍ୱିନ୍ଦର ଆହୁରି ରା-ଗିଯାଇ ହାତରେ ଧରିଥିବା ଛୁ-ରୀକୁ ଟୋୟାଙ୍କ ପେଟରେ ଭୁଷି ଦେଇଥିଲେ।ଫଳରେ ସେଇଠି ଟୋୟାଙ୍କ ମୃ-ତ୍ୟୁ ହୋଇଥିଲା।

ସେତେବେଳେ ରାଜ୍ୱିନ୍ଦର ଟୋୟାଙ୍କ ମୃ-ତ ଦେହକୁ ବାଲିରେ ପୋତି ଦେଇ ତାଙ୍କ କୁକୁରକୁ ଗଛରେ ବାନ୍ଧି ଦେଇ ତାଙ୍କ ସ୍ତ୍ରୀ, ଛୁଆ ଏବଂ ଚାକିରି ଛାଡ଼ି ଅଷ୍ଟ୍ରେଲିଆ ପଳାଇଥିଲେ। ଏହି ଘଟ-ଣାଟି ୨୦୧୮ ରେ ଘଟିଥିଲା।ତେବେ ସେବେ ଠାରୁ ଦିଲ୍ଲୀ ପୋ-ଲିସ୍ ଏବଂ ଇଣ୍ଟର୍ପୋଲ ମିଶି ତାଙ୍କୁ ଖୋଜୁଥିଲେ।

ତାଙ୍କୁ ଯିଏ ଖୋଜିଦେବ ତାକୁ ଅଷ୍ଟ୍ରେଲିୟ ମୁଦ୍ରାରେ ୧ ମିଲିୟନ ମିଳିବ ବୋଲି ଉପହାର ରଖାଯାଇଥିଲା।ତେବେ ଏବେ ରାଜ୍ୱିନ୍ଦର ଦିଲ୍ଲୀ ପୋ-ଲିସ୍ ହାତରେ ଧରା ପଡ଼ିଛି।ଆଗକୁ ଜଣ ପଡ଼ିବ ତାଙ୍କୁ କେଉଁ ଶାସ୍ତି ମିଳିବ।ତେଣୁ ଆମ୍ଭେ ସମସ୍ତେ ନିଜ ରା-ଗକୁ ନିୟନ୍ତ୍ରଣ କରିବା ଜରୁରୀ,ନହେଲେ ଏପରି ଅବସ୍ଥା ହେବ।

Leave A Reply

Your email address will not be published.