ସ୍କୁଲରେ ଭଉଣୀ ସମାନ ଛାତ୍ରୀକୁସାଙ୍ଗ ଟୋକା କରି ଜବ-ରଦସ୍ତି କିସ୍ । ଆଉ କହୁଛି “ସମସ୍ତଙ୍କ ଆଗରେ ତାର ଚଉଠି ରାତି ବି କରିବ ବୋଲି” ।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆଜିକାଲି ଛାତ୍ରଛାତ୍ରୀ ମାନେ ଆଉ କେବଳ ବିଦ୍ୟାର୍ଥୀ ହୋଇ ରହୁନାହାନ୍ତି । ଏମାନେ ଏପରି ସବୁ କାର୍ଯ୍ୟ କରୁଛନ୍ତି କଲେଜ ଓ ସ୍କୁଲରେ ଯାହା ବିଷୟରେ ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେଇଦେବେ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଦେଖିବାକୁ ମିଳିଛି ଯେ ଜଣେ ଛାତ୍ର କଲେଜର ଡନ ସାଜିଛନ୍ତି ଆଉ ଜଣେ ଝିଅକୁ ଜବ-ରଦସ୍ତ କରି ଅନ୍ୟ ଜଣେ ପୁଅ ସହ ବିବାହ କରାଉଛନ୍ତି । କେବଳ ସେତିକି ନୁହେଁ ସମସ୍ତଙ୍କ ଆଗରେ ତାଙ୍କୁ କିସ କରିବାକୁ ମଧ୍ୟ ବାଧ୍ୟ କରୁଛନ୍ତି ।

ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ଏହି ସମ୍ପୂର୍ଣ୍ଣ ଘଟ-ଣାଟି ହେଉଛି ବ୍ରହ୍ମପୁରର ଏକ କଲେଜର । ଯେଉଁଠାରେ ଜଣେ ଛାତ୍ର କଲେଜରେ ଡନ ଭଳି ବୁଲୁଛନ୍ତି ଆଉ ସେ କାହାକୁ ବି ଖାତର କରୁ ନାହାନ୍ତି ।

ଆଉ ସେହି ଛାତ୍ର ଜଣଙ୍କ ଅନ୍ୟ ଜଣେ ଛାତ୍ରଙ୍କ ବିବାହ କରିବା ପାଇଁ କଲେଜକୁ ଆସିଛନ୍ତି । ଏବଂ କଲେଜ କ୍ୟାମ୍ପସ ବାହାରେ କଲେଜରୁ ସେହି ପୁଅର ସାଙ୍ଗ ପସନ୍ଦ କରୁଥିବା ଝିଅକୁ ଜବ-ରଦସ୍ତ ଡାକିକି ଆଣିଛନ୍ତି ଆଉ ତା ସାଙ୍ଗରେ ଅନ୍ୟ ଛାତ୍ର ଓ ଛାତ୍ରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।

ତେବେ ସମସ୍ତଙ୍କ ଆଗରେ ସେହି ଦାଦା ଛାତ୍ର ଜଣଙ୍କ କହୁଛନ୍ତି କି କେହି ମୋର କିଛି କରିପାରିବେ ନାହିଁ ମୁଁ କଲେଜର ମାଲିକ । ମୋର ୫୦୦ ଟଙ୍କା ଯାଉ ପଛେ କିନ୍ତୁ ଆଜି ମୋ ସାଙ୍ଗର ବାହାଘର ଏଇଠି ହବ ଆଉ ଚଉଠି ବି ଏଇଠି ହବ । ପରେ ଭିଡ଼ିଓରେ ଦେଖା ଯାଇଛି କି ସେହି ଛାତ୍ରୀଙ୍କୁ ସେଠାରେ ଜୋର କରି ବସି ରଖି ଅନ୍ୟ ଛାତ୍ର ଜଣଙ୍କ ତାଙ୍କୁ କି-ସ କରୁଛନ୍ତି ।

ତେବେ ଏହି ସମୟରେ ସେ ଦାଦା ଛାତ୍ର ଜଣଙ୍କ ଛାତ୍ରୀକୁ କହୁଛନ୍ତି କି ତୁ ମୋ ସାଙ୍ଗର ହାତକୁ ଧରେ ଆଉ ତୁମ ମାନଙ୍କର ବାହାଘର ଆଜି ମୁଁ କରିଦେଲି । ତେବେ ଏହାପରେ ସେହି ଛାତ୍ରୀଙ୍କ ସହ ଅନେକ ପ୍ରକାରର ଖରାପ ବ୍ୟବହାର ମଧ୍ୟ କରିଛନ୍ତି ।

ତେବେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଛାତ୍ରୀଙ୍କ ଅଭି-ଯୋଗ କ୍ରମେ ପୋ-ଲିସ ଉକ୍ତ ଛାତ୍ରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗି-ରଫ କରି ଥା-ନାକୁ ନେଇଛନ୍ତି ।

ତେବେ ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ଭାବି ପାରୁଥିବେ କି ଆଜି କାଲିର ଛାତ୍ର ଛାତ୍ରୀ ମାନେ କେଉଁଭଳି ଭାବରେ ସବୁ କାର୍ଯ୍ୟ କରୁଛନ୍ତି । ତେବେ ଏହା ଆଗାମୀ ପିଢୀ ପାଇଁ ଅତ୍ୟନ୍ତ ନିନ୍ଦ-ନୀୟ ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ଘଟ-ଣାଟି ଖୁବ ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.