ପ୍ରେମିକ ପ୍ରେମିକା କୁ କହିଲା ତୁ ତୋ ସ୍ବାମୀ କୁ ଛାଡିକି ଆ ମୁ ତୋତେ ରଖିବି,ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଲେ,କିନ୍ତୁ ଭୁବନେଶ୍ବର ଷ୍ଟେସନ ରେ ଛାଡି ଦେଇ ଚାଲିଗଲା ପ୍ରେମିକା କୁ ପ୍ରେମିକ।

0

Get real time updates directly on you device, subscribe now.

ବନ୍ଧୁଗଣ ଏ ବିଚିତ୍ର ଦୁନିଆ ସବୁଦିନ କିଛି ନା କିଛି ବିଚିତ୍ର ଘଟଣା ମାନ ଘଟି ଆସୁଛି।ସ୍ବାମୀ ସ୍ତ୍ରୀ ର ସମ୍ପ-ର୍କ ସବୁଠାରୁ ପବିତ୍ର ସ-ମ୍ପର୍କ ।କିନ୍ତୁ ଆଜିକାଲି ଏ ସମ୍ପ-ର୍କ ର କୌଣସି ମୂଲ୍ୟ ରହୁନାହିଁ ମଣିଷ ଜୀବନ ରେ।କିଏ ତ ସ୍ତ୍ରୀ କୁ ଛାଡି ଚାଲିଗଲା ତୋ କିଏ ଆଉ କାହା ପାଇଁ ନିଜ ସ୍ବାମୀ କୁ ଛାଡି ଚାଲି ଯାଉଛି।

ଏହି ସବୁ ପାଇଁ ଆଜି ମନୁଷ୍ୟ ସମାଜ କଳୁଷିତ ହୋଇଯାଇଛି।ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଛି ଯେଉଁଠାରେ ସ୍ତ୍ରୀ ତାର ପ୍ରେମିକ କଥା ରେ ପଡ଼ି ସ୍ବାମୀ କୁ ଛାଡି ଚାଲିଆସିଛି।ଏବେ ସେଇ ପ୍ରେମିକ ତା ସହ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିସରିଲା ପରେ ତାକୁ ଛାଡି ଚାଲିଯାଇଛି।

ଏପରି ଅଭା-ବନୀୟ ଘଟ-ଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ।କଙ୍କଡ଼ାହାଡ଼ ଥା-ନା ଠାରୁ ମାତ୍ର ଏକ କିଲୋମିଟର ଦୂର ରେ ଥିବା ଭଦଳିଆ ସାହି ରେ ଏ ଦୃ-ଶ୍ୟ ଦେଖିବାକୁ ମିଳିଛି।ପ୍ରେମିକ ଶ୍ରୀବସ୍ୟ ଗୁରୁ ପ୍ରେମିକ ମିତା ସି ଙ୍କୁ ଦୀର୍ଘ ୧୪ବର୍ଷ ଧରି ଭଲ ପାଇ ଆସୁଥିଲା।

ଏପରିକି ପ୍ରାୟ ୧୦ବର୍ଷ ହେବ ପ୍ରେମିକା ମିତା ସହିତ ଶ୍ରିବସ୍ୟ ଶାରୀ-ରିକ ସମ୍ପ-ର୍କ ରଖି ଆସୁଥିଲେ।କିନ୍ତୁ ପରିବାର ଲୋକ ଙ୍କ କଥା ରେ ମିତା ୨୦୨୧ ମସିହା ରେ କଙ୍କଡ଼ାହାଡ଼ ଥା-ନା ଡଙ୍ଗାପାଳ ଗାଁ ରେ ବିବାହ କରିଥିଲେ।କିନ୍ତୁ ୪-୫ ମାସ ପରେ ପ୍ରେମିକ ଶ୍ରିବସ୍ୟ ଙ୍କ କଥା ରେ ପଡ଼ି ମିତା ନିଜ ସ୍ବାମୀ ଙ୍କୁ ଛାଡି ଚାଲି ଆସିଥିଲେ।

ପ୍ରଥମେ ଚେନ୍ନାଇ ପରେ ମହାରାଷ୍ଟ୍ର ରେ ଏକ ଚକୋଲେଟ କମ୍ପାନୀ ରେ ଦୁଇ ଜଣ ଏକାଠି କାମ କରିଥିଲେ ।ଦୁଇ ଗୋଟିଏ ରୁମ୍ ରେ ରହୁଥିଲେ ଓ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ମଧ୍ୟ ରହୁଥିଲା।ଏପରିକି ସ୍ବାମୀ ସ୍ତ୍ରୀ ଭଳି ରହୁଥିଲେ ଓ କଥା ଥିଲା ଆଗକୁ ଯାଇ ଶ୍ରିବସ୍ୟ ମୋଟ ଙ୍କ ମଥା ରେ ସିନ୍ଦୂର ଦେବ।

ଶ୍ରିବସ୍ୟ ସବୁବେଳେ ମିତା ଙ୍କୁ ଓଡ଼ିଶା ଗଲେ ବିବାହ କରିବେ ବୋଲି କହୁଥିଲେ ।କିନ୍ତୁ ଗଲା ୧୦ ତାରିଖ ଦିନ ଯେତେବେଳ ସେମାନେ ମହାରାଷ୍ଟ୍ର ରୁ ଆସି ଭୁବନେଶ୍ବର ରେ ପହଞ୍ଚିଲେ ସେତେବେଳେ ଶ୍ରିବସ୍ୟ ମିତା ଙ୍କୁ ଛାଡି କୁଆଡେ ପଳେଇଥିଲା।ଏହା ଦେଖି ମିତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କିପରି ପ୍ରେମିକ ୧୪ବର୍ଷ ର ଭରସାକୁ ଭାଙ୍ଗିଦେଇ ଛାଡି ଚାଲିଗଲା।

ଏହାକୁ ନେଇ ମିତା କଙ୍କଡ଼ାହାଡ଼ ଥା-ନା ର ଦ୍ବାରସ୍ଥ ହୋଇଥିଲେ ଓ ନ୍ୟା-ୟ ପାଇଁ ଶଙ୍ଖା ସିନ୍ଦୂର ଧରି ପ୍ରେମିକ ଘର ଆଗରେ ଧାରଣା ରେ ବସିଥିଲେ।କିନ୍ତୁ ପ୍ରେମିକ ଙ୍କ ବାପା ପଙ୍କଜ ତାଙ୍କୁ ସେଥି ଚାଲିଯିବା ପାଇଁ କହିଥିଲେ।

ପଙ୍କଜ ଙ୍କ କହିବା ଅନୁସାରେ ନା ସେ ଝିଅ ନା ତାଙ୍କ ପୁଅ ତାଙ୍କୁ ଏ ବିଷୟରେ କିଛି ଜଣେଇଛନ୍ତି। ସେଥିପାଇଁ ସେ ମିତା ଙ୍କୁ ଚାଲିଯିବା ପାଇଁ କହିଥିଲେ।ସେ କହିଲେ ଯଦି ସେମାନେ ଆଗରୁ କିଛି କହିଥାନ୍ତେ ତେବେ ସେ ତାଙ୍କର କିଛି ସାହାଯ୍ୟ କରିଥାନ୍ତେ। ତେବେ ଏହା ଦେଖିବାକୁ ବାକି ରହିଲା ଯେ କିପରି ମିତା ଙ୍କୁ ନ୍ୟା-ୟ ମିଳୁଛି।

Leave A Reply

Your email address will not be published.