ଭାରତ ପାଇଁ ଆଗାମୀ ଜାହିର ଖାନ୍ ବନିଲେ ଏହି ୨୩ ବର୍ଷିୟ ଘାତକ ବୋଲର ! ଅଧିନାୟକ ରୋହିତଙ୍କ ମଧ୍ୟ ଫେବରାଇଟ୍

0

Get real time updates directly on you device, subscribe now.

ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ|ସେମିଫାଇନାଲରେ ଦଳ ଇଂଲଣ୍ଡ ଠାରୁ ୧୦ ୱିକେଟ ରେ ହାରିଲା|କିନ୍ତୁ ଟି-୨୦ ବିଶ୍ୱକପରେ ଜଣେ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥିଲେ ,ଏହି ଖେଳାଳି ଜାହିର ଖାଁ ଭଳି ବୋଲିଙ୍ଗ ପାଇଁ ପ୍ରସିଦ୍ଧ|ଆସନ୍ତୁ ଜାଣିବା

ଟି-୨୦ ବିଶ୍ୱକପରୁ ଯଦିଓ ଭାରତ ସେମିଫାଇନାଲରୁ ବାହାର ହୋଇଗଲା କିନ୍ତୁ ଏହି ୨୩ ବର୍ଷିୟ ଷ୍ଟାର ବୋଲର ଅର୍ଶଦୀପ ସିଂ ନିଜର ଖତରନାକ ବୋଲିଙ୍ଗ କରନ୍ତି|ସେ ଘାତକ ବୋଲିଙ୍ଗ ଫଳରେ ସଭିଙ୍କ ହୃଦୟ ଜିତିଛନ୍ତି|ଅର୍ଶଦୀପ ସିଂ ଭାରତ ପାଇଁ ଟି-୨୦ ବିଶ୍ୱକପ ୨୦୨୨ରେ ୬ ମ୍ୟାଚରୁ ୧୦ ୱିକେଟ ନେଇ ସଫଳ ସାବ୍ୟସ୍ତ ହୋଇଥିଲେ|

ସେ ନିଜ ଛୋଟ କ୍ୟାରିଅରରେ ସଭିଙ୍କୁ ପ୍ରଭାବିତ କରିଛନ୍ତି|ସେ ପାଳିର ଆରମ୍ଭରେ ଖତରନାକ ସାବ୍ୟସ୍ତ ହୋଇଥାନ୍ତି|ସେ ଯେତେବେଳେ ଲୟରେ ଆସନ୍ତି ବ୍ୟାଟ୍ସମ୍ୟାନ୍ ର ଧଜିଆ ଉଡାଇ ଦେଇଥାନ୍ତି|ସେ ମନ୍ଥର ଗତିରେ ଶୀଘ୍ର ୱିକେଟ ନେଇଥାନ୍ତି|ଯଶପ୍ରୀତ ବୁମରାଙ୍କ କମି ଅର୍ଶଦୀପ ନ ଖେଳିବାକୁ ଦେଇଥିଲେ|

ଜାହିର ଖାନ୍ ୨୦୧୧ ବିଶ୍ୱକପରେ ୨୧ ୱିକେଟ ନେଇଥିଲେ|ଅର୍ଶଦୀପ ମଧ୍ୟ ଏହିଭଳି ପ୍ରଦର୍ଶନ କରିଛନ୍ତି|ଯେତେବେଳେ ଅଧିନାୟକଙ୍କ ୱକେଟ ଆବଶ୍ୟକ ହୁଏ ସେ ଅର୍ଶଦୀପକୁ ଡକାଇ ଥାନ୍ତି|ସେ ଭଲ ୟର୍କର ବ୍ୟବହାର କରନ୍ତି|ସେ ଭାରତ ପକ୍ଷରୁ ୧୯ ଟି-୨୦ ମ୍ୟାଚରୁ ୨୯ ୱିକେଟ ନେଇଥିଲେ|

Leave A Reply

Your email address will not be published.