ଆଇପିଏଲ: କିରନ ପୋଲାର୍ଡ ରିଲିଜ୍, ଶାର୍ଦୁଲ ଠାକୁର କେକେଆର୍ ରେ …. ଆଇପିଏଲ ୨୦୨୩ର ରିଟେନସନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ଅପଡେଟ୍

0

Get real time updates directly on you device, subscribe now.

ଆଇପିଏଲ ର ପରବର୍ତ୍ତୀ ସଂସ୍କରଣ ପାଇଁ ମାହୋଲ ଗରମ ରହିଛି|ମିନି ଅକ୍ସନ ୨୩ ଡିସେମ୍ବର ଦିନ କୋଚିରେ ଶେଷ ହେବ|ବିସିସିଆଇ ଏହା ପୂର୍ବରୁ ଖେଳାଳିଙ୍କ ରିଟେନସନ ଲିଷ୍ଟ ଦେବାକୁ କହିଛି|୧୫ ନଭେମ୍ବର ସନ୍ଧ୍ୟା ୫ ପରେ ସବୁ ସଫା ହୋଇଯିବ|

୧: ମୁମ୍ବାଇ ଇଣ୍ଡିଆନ:

ଦଳ କିରନ ପୋଲର୍ଡକୁ ରିଲିଜ କରିଛି|ଦଳ ଜେସନ ବହରନ ଡର୍ଫକୁ ନେଇଛି|

ରିଟେନସନ: ରୋହିତ,ବ୍ରେଭିସ,ଇଶାନ କିସାନ, ସୂର୍ଯ୍ୟ କୁମାର,ଡେନିଏଲ ମେମ୍ସ,ଟିମ ଡେଭିଡ୍,ଜୋଫ୍ରା ଆର୍ଚର,ବୁମରା,ଷ୍ଟ୍ରିଟନ ଷ୍ଟୋଭ୍ସ,ତିଲକ ବର୍ମା

୨: ଚେନ୍ନାଇ ସୁପରକିଙ୍ଗ:

ରିଟେନସନ:ଧୋନୀ,ଜାଡେଜା,ମୋଇନ ଅଲ୍ଲୀ,ଶିଭମ ଦୁବେ,ଋତୁରାଜ,ଡିୱନ କାବେ,ମୁକେଶ ଚୈଧୁରୀ,ଡୁଏନ ପ୍ରିଟୋରିୟସ,ଦୀପକ ଚହର

୩: କୋଲକାତା ନାଇଟ ରାଇଡର୍ସ:

କେକେଆର୍ ଆଇପିଏଲ ୨୦୨୩ ପାଇଁ ଲକି ଫର୍ଗୁସନ,ଶାର୍ଦୁଲ ଠାକୁର,ରହମାନୁଲ୍ଲାହ ଗୁରୁବାଜକୁ ଟ୍ରେଡରେ ନେଇଛନ୍ତି ରିଟେସନ:ଆୟାର,ସୁନୀଲ ନାରିନ୍,ଆନ୍ଦ୍ରେ ରସେଲ,ବରୁଣ ଚକ୍ରବର୍ତ୍ତୀ,ପେଟ କମିନ୍ସ,ନିତୀଶ ରାଣା,ଜ୍ୟାକ୍ସନ ,ରିଙ୍କୁ ସିଂ,ଉମେଶ ଯାଦବ

୪:ଆରସିବି ବାଙ୍ଗାଲୋର:

କୋହଲି,ଡ୍ୟୁ ପ୍ଲେସି,ହସାରଙ୍ଗା,ଦିନେଶ କାର୍ତ୍ତିକ, ମହମ୍ମଦ ସିରାଜ,ହର୍ସଲ ପଟେଲ୍,ଶାହବାଜ ଅହମଦ,ରଜତ ପାଟିଦାର

୫: ରାଜସ୍ଥାନ ରୟାଲ୍ସ:

ଟପ ରିଟେନସନ୍: ସଞ୍ଜୁ ସାମସନ,ଯଶସ୍ୱ ଜାୟସୱଲ, ଅଶ୍ୱିନୀ,ଚହଲ,ସିମରନ ହେଟ ମେୟାର,ଟ୍ରେଣ୍ଟ ବୋଲ୍ଟ,ଜିମି ନିଶାମ, ପ୍ରସିଦ୍ଧ କ୍ରୀଷ୍ଣା,ଓବେଡ ମେକାୟ

୬: ଲକ୍ଷ୍ନୌ ସୁପରଜାଣ୍ଟ:

ଲିଷ୍ଟ ସ୍ପଷ୍ଟ ହୋଇନାହିଁ|ମନିଷ ପାଣ୍ଡେ,ଅଙ୍କିତ ରାଜପୁତ,ଏଣ୍ଡ୍ରୁ ଟ୍ରାଏ ରିଲିଜ ହୋଇ ପାରନ୍ତି|

୭: ପଞ୍ଜାବ କିଙ୍ଗ୍ସ:

ମୟଙ୍କ ଅଗ୍ରୱାଲ ଜାଗାରେ ଶିଖର ଧାୱନକୁ ଅଧିନାୟକ ଦିଆଗଲା|ଲିଷ୍ଟ ଜାରି ହୋଇନାହିଁ|

୮:ଗୁଜୁରାଟ ଟାଇଟନ୍ସ:

ରିଟେନସନ: ହାର୍ଦ୍ଦିକ ପାଣ୍ଡ୍ୟା,ମିଲର,ଶୁଭମ ଗିଲ,ଅଭିନବ ମନୋହର,ଶାହା,ରହମୁନାଲାହ ଗୁରୁଜାବ,ରସିଦ ଖାନ ମହମ୍ମଦ ସାମି,ରାହୁଲ ଚେବାତିଆ,ମାଥ୍ୟୁ ୱଡ୍

୯: ଦିଲ୍ଲୀ କ୍ୟାପିଟାଲ୍ସ:

ଦଳ ଶାର୍ଦୁଲ ଠାକୁରକୁ ରିଲିଜ କରିଛି|

ରିଟେନସନ:ଋଷଭ ପନ୍ଥ,ଡେଭିଡ ୱର୍ନର, ପୃଥ୍ୱୀ ସ,ରେବମନ ପାୱଲ, ଅକ୍ଷର ପଟେଲ,ମିଚେଲ ମାର୍ଶ,ସର୍ଫରାଜ ଖାନ୍,ଏନରିକ ନର୍କିଆ,କୂଳଦୀପ ଯାଦବ

୧୦:ସନରାଇଜର୍ସ ହାଇଦ୍ରାବାଦ:

ଏପର୍ଯ୍ୟନ୍ତ ଦଳ କିଛି ରହସ୍ୟ ଖୋଲି ନାହିଁ|ସମ୍ଭାବନା ଯେ କେନ ୱଲିୟମସନ ଓ ଅବ୍ଦୁଲ ସମଦକୁ ରିଲିଜ କରିପାରେ|ଆଇପିଏଲ ୨୦୨୩ର ମିନି ଅକ୍ସନର ପ୍ରସାରଣ ଓ ରିଟେନସନ ସୂଚୀ ଷ୍ଟାର ସ୍ପୋର୍ଟସ ନେଟୱର୍କରେ କରାଯିବ|

Leave A Reply

Your email address will not be published.