ଘରେ କେହି ନଥିବା ବେଳେ ତରକାରୀ ମାଗିବା ବାହାନାରେ ମୋ ଦେହକୁ ଝୁଣୀ ଝୁଣୀ ଖାଇଦେଲା

0

Get real time updates directly on you device, subscribe now.

ତରକାରୀ ମାଗିବାକୁ ଯାଇ ମାଡି ବସିଲା ପଡୋଶୀ, ତରକାରୀ ବାହାନାରେ ଯୁବତୀଙ୍କ ଶରୀରକୁ ଝୁଣୀ ଝୁଣୀ ଖାଇଗଲା । ଘରେ ଧ-ର୍ଷଣ କରିବାପରେ ବାହାରେ ଅପ-ହରଣ କରି ନେଇ ରଖିଲା ।

ଏପଟେ ଯୁବତୀଙ୍କ ଘର ଲୋକେ ଯୁବତୀଙ୍କୁ ନ ପାଇ କାନ୍ଦୁଥିବା ବେଳେ ଯୁବକ ସେପଟେ ଯମ ଯ-ନ୍ତ୍ରଣା ଦେଇ ଯୁବତୀଙ୍କୁ ଲୁ-ଚାଇ ରଖି ଉପଭୋଗ କରୁଛି । ଯୁବତୀଙ୍କ ଘର ଲୋକେ ନିଜ ଝିଅକୁ ଖୋଜି ବ୍ୟାକୁଳ ହେଉଥିବା ବେଳେ ଏପଟେ ଯୁବକ ନିଜ ଦେହର ଭୋକ ମେ-ଣ୍ଟାଇ ଚାଲିଛି । ଘର ପାଖ ପଡୋଶୀ ହୋଇ ଯୁବତୀଙ୍କୁ ବାରମ୍ବାର ଧ-ର୍ଷଣ କରି କେଉଁଠି ଲୁ-ଚାଇ ରଖିଛି ତାହା କେହି ଜାଣିନାହାନ୍ତି ।

ଆଜ୍ଞା ହଁ, ପଡିଶା ଘରେ ରହୁଥିବା ଝିଅକୁ ତରକାରୀ ମାଗିବା ବାହାନାରେ ଘରେ କେହି ନଥିବାର ସୁଯୋଗ ନେଇ ବଳା-ତ୍କାର କରି ସେହି ଭିଡିଓ କରି ସେହି ଭିଡିଓ ଦେଖାଇ ପୁଣିଥରେ ବାରମ୍ବାର ଧ-ର୍ଷଣ କରି ଆସୁଥିଲା ସେହି ରସି-କିଆ ଯୁବକ ।

କିନ୍ତୁ ସେସବୁରେ ଝିଅଟି ଅତିଷ୍ଠ ହୋଇପଡ଼ିଥିଲା । ଶେଷରେ ବି-ଷ ପିଇ ଆ-ତ୍ମହ-ତ୍ୟା କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ମା ଦେଖି ନେଇଥିଲେ । ଯେକୌଣସି ପ୍ରକାରେ ଝିଅକୁ ର-କ୍ଷା କରି ହସ୍ପିଟାଲକୁ ନେଇ ଆସିଥିଲେ ।

ତାପରେ ରାମଗିରି ଥା-ନାରେ କେସ ରେଜିଷ୍ଟ୍ରେସନ୍ କରି ଦେଇଥିଲେ । ଏବେ ଯେତେବେଳେ ସେ ଝିଅର ସାକ୍ଷୀ ଆବଶ୍ୟକ ହେଉଛି, ସେତେବେଳେ ଝିଅକୁ ଅପ-ହରଣ କରାଯାଇଥିବା ପରିବାର ଲୋକେ ଅଭି-ଯୋଗ କରିଛନ୍ତି । ତେବେ ପୋ-ଲିସ ଝିଅଟିକୁ କେବେ ଉ-ଦ୍ଧାର କରୁଛି ଏବଂ ଧର୍ଷ-ଣକାରୀ କେବେ ଧରାପଡୁଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.