ଶ୍ରଦ୍ଧା ଥିଲା ଫ୍ରିଜରେ, ପ୍ରେମିକ ଅନ୍ୟ ଝିଅଙ୍କୁ ଫ୍ଲାଟ୍ ଡାକି ସେ-କ୍ସ୍ କରୁଥିଲା ରୁମରେ

0

Get real time updates directly on you device, subscribe now.

ଆପଣ ଜାଣିଥିବେ ଯେ ଆଫତାବ ଶ୍ରଦ୍ଧାକୁ ମାରି 35 ଖଣ୍ଡ କଲା, କିନ୍ତୁ ତାପରେ ଆଫତାବ କଣ୍ କଲା ସେ ବିଷୟରେ ଜାଣନ୍ତୁ । ଆଫତାବ ଶ୍ରଦ୍ଧାକୁ 35 ଖଣ୍ଡ କରି କା-ଟିବା ପରେ ସେ ରୁମକୁ ଭଲ ଭାବରେ ସଫା କଲା । ଅନଲାଇନରୁ ଖାଇବା ଅର୍ଡର କଲା ଏବଂ ତାର ନୂଆଁ ଗାର୍ଲଫ୍ରେଣ୍ଡକୁ ସେଇ ରୁମକୁ ଡାକିଲା । ଯେଉଁଠାରେ ସେ ତା ସହିତ ଶାରୀ-ରିକ ସ-ମ୍ପର୍କ ରଖିଲା । ଆଉ ତା ସହିତ ସେତେବେଳକୁ ତାର ଡେଡବଡିକୁ ଗୋଟିଏ ନୂଆଁ 300 ଲିଟରର ଫ୍ରିଜରେ ଭର୍ତ୍ତି କରି ରଖିଥିଲା ।

ଏହାସହିତ ସେ ରିସର୍ଚ୍ଚ କରିବା ଆରମ୍ଭ କଲା ଯେ ମନୁଷ୍ୟ ଶରୀରର କେଉଁ ଅଙ୍ଗକୁ ପ୍ରଥମେ କାଟି ତୁମେ ଯଦି ଫୋପା-ଡ଼ିବ, ତାହା ଅନ୍ୟ ଅଙ୍ଗ ଅପେକ୍ଷାକୃତ କମ୍ ସମୟରେ ପଚିବା ଆରମ୍ଭ କରିବ । ଆଉ ଏହାପରେ ଅନେକ ଗୁଡ଼ିଏ ପ୍ଲାଷ୍ଟିକ ବ୍ୟାଗ୍ କିଣି ଆଣିଲା ଏବଂ ସେହି ପ୍ଲାଷ୍ଟିକ ବ୍ୟାଗରେ ଗୋଟି ଗୋଟି କରି ଅଙ୍ଗ ସବୁ ପୁରେଇବା ଆରମ୍ଭ କଲା । ତାସହିତ ଆମେରିକାନ ଟିଭି ସିରିଜ ଡେକ୍ସଟରରୁ ସେ ଏସବୁର ପ୍ରେରଣା ନେଇଥିଲା ।

ଖାଲି ସେତିକି ନୁହେଁ, ଶ୍ରଦ୍ଧାର ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ଲଗଇନ୍ କରି ସେଠାରୁ ସେ ପ୍ରମାଣ ଦେଲା ଯେ ଶ୍ରଦ୍ଧା ବାସ୍ତବିକ୍ ବଞ୍ଚିଛି । ତା ସହ ତାଙ୍କର ଅନ୍ୟ ସୋସିଆଲ ମିଡ଼ିଆ ସାଇଟରେ ତାର ଅନ୍ୟ ଯୁବତୀ ସାଙ୍ଗମାନଙ୍କ ସହିତ ନିଜେ ଶ୍ରଦ୍ଧା ହିସାବରେ ବନି କଥାବାର୍ତ୍ତା କରିବା ମଧ୍ୟ ଆରମ୍ଭ କଲା ।

ଆଉ ଏମିତି ଜଣାଇଲା ଯେପରି ତାର ଆଉ ଆଫତାବ୍ ଭିତରେ କୌଣସି କାରଣକୁ ନେଇ ଦୂରତା ସୃଷ୍ଟି ହୋଇଛି । ଆଫତାବ ଲୋକଙ୍କ ଆଗରେ ଏଭଳି ଅଭିନୟ କଲା ଯେ ଉଭୟ ଅଲଗା ହୋଇଯାଇଛନ୍ତି ।

ଶ୍ରଦ୍ଧାକୁ ହ-ତ୍ୟା କରିବାର ତିନି ସପ୍ତାହ ପର୍ଯ୍ୟନ୍ତ ସେ ଏହିଭଳି କାମ କରୁଥିଲା । ମେ ମାସ 18 ତାରିଖରେ ସେ ଶ୍ରଦ୍ଧାକୁ ହ-ତ୍ୟା କଲା, ଆଉ ଏହାର ତିନି ସପ୍ତାହ ପର୍ଯ୍ୟନ୍ତ ସେ ମଝିରେ ମଝିରେ ଶ୍ରଦ୍ଧାର ଫୋନରୁ ତାର ସାଙ୍ଗ ଏବଂ ପରିଜନ ମାନଙ୍କୁ ମେସେଜ କଲା ।

ଶ୍ରଦ୍ଧାଙ୍କ ଜ୍ଞାତି ପରିଜନ ତା ବାପାମାଆ ଜାଣିଥିଲେ ଯେ ଶ୍ରଦ୍ଧାଙ୍କର୍ ତାଙ୍କ ସହିତ ସ-ମ୍ପର୍କ ଭଲ ନାହିଁ । ଯଦିଓ ଶ୍ରଦ୍ଧା ମଝିରେ ମଝିରେ ତାଙ୍କ ମା ସହିତ କଥା ହେଉଥିଲେ । ତେବେ ଶ୍ରଦ୍ଧାଙ୍କ ବାପାଙ୍କ ସ-ନ୍ଦେହ ଆସିଲା ଆସିଲା, ଯେତେବେଳେ ଦୁଇମାସ ପର୍ଯ୍ୟନ୍ତ ଶ୍ରଦ୍ଧା କୌଣସି ଫୋନ୍ ହିଁ ଅନ କଲେନାହିଁ ।

ଏହାପରେ ସେ ମୁମ୍ବାଇର ଏକ ଥା-ନାକୁ ଯାଇ ଏହାକୁ ନେଇ ଏକ ମାମ-ଲା ରୁ-ଜ୍ଜୁ କଲେ । ତେବେ ପୋ-ଲିସ ତ-ଦନ୍ତ ଆରମ୍ଭ କଲା ଦିଲ୍ଲୀର ମେହରୋଳି ପୋ-ଲିସ ସହିତ । ତେବେ ଏହା ମଧ୍ୟରେ ଆଫତାବ ବିଭିନ୍ନ ପ୍ରକାରର କ୍ଲବକୁ ଯିବା, ଝିଅମାନଙ୍କୁ ଘରକୁ ଡାକିବା, ଆଉ ତା ସହିତ ସବୁକିଛି ଠିକ୍ ଠାକ୍ ଥିବାର ଅଭିନୟ କରି ସାରିଥିଲା । ମଝିରେ ମଝିରେ ସେ ଏସବୁ ଉପରେ ନଜର ବି ରଖୁଥିଲା । ଏ ସମସ୍ତ ଘଟ-ଣା କ୍ରମରେ ଶ୍ରଦ୍ଧା କେଉଁଠି ଥିଲା, କଣ କରୁଥିଲା ତାହା କେହି ଜାଣିନଥିଲେ ।

କିନ୍ତୁ ପୋ-ଲିସ୍ ଅଭି-ଯୋଗ ପାଇ ଶ୍ରଦ୍ଧାଙ୍କ ଲାଷ୍ଟ ଲୋକେଶନକୁ ଟ୍ରାକ କଲା ଏବଂ ତାଙ୍କ ଲାଷ୍ଟ୍ ଲୋକେସନ ସେହି ଜାଗା ଦେଖାଇଲା, ଯେଉଁଠି ଆଫତାବ୍ ଶ୍ରଦ୍ଧାଙ୍କୁ ହ-ତ୍ୟା କରିଥିଲା । ଅର୍ଥାତ୍ ଶ୍ରଦ୍ଧା ଏବଂ ଆଫତାବ ରହୁଥିବା ସେହି ଆପାର୍ଟମେଣ୍ଟ ।

ତାପରେ ପୋଲିସର ରିପୋର୍ଟ୍ ଅନୁଯାୟୀ ଜଣାପଡ଼ିଲା ଯେ ଶ୍ରଦ୍ଧାଙ୍କ ପରବର୍ତ୍ତୀ ଲୋକେସନ୍ ଆଉ କୋଉଠି ବି ନାହିଁ ଏବଂ ଆଫତାବ ମିଛ କଥା କହୁଛି । ଆଉ ଏହାପରେ ମୁମ୍ବାଇ ପୋଲିସ ଆଫତାବକୁ ସନ୍ଦେହ ଆଧାରରେ ପାଞ୍ଚ ଦିନିଆ ରିମାଣ୍ଡରେ ନେଲେ ଏବଂ ଯେଉଁଠି ପଚରାଉଚରା କଲାବେଳେ ଆଫତାବ ସବୁକଥା କହିଦେଲା ।

Leave A Reply

Your email address will not be published.