ଭାଣିଜୀ ହାତରେ ମୋବାଇଲ ଦେଇ ଗର୍ଭ-ବତୀ କରିଥିଲା ସରପଞ୍ଚ ମାମୁ, ଅଭି-ଯୋଗ ପରେ ଗି-ରଫ କଲା ପୋ-ଲିସ ।

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ଶାରୀ-ରିକ ସଂ-ପର୍କ ରଖିବା ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି ।

ମିଛ, ଛଳନା, ଅନୈ-ତିକ ଭଳି ସ-ମ୍ପର୍କ ଦେଖିବା ପାଇଁ ମିଳୁଛି । ତେବେ ବର୍ତମାନ ସମୟରେ ମଧ୍ୟ ସେଭଳି ଏକ ଲ-ଜ୍ୟା ଜ-ନକ ଘ-ଟଣା ସାମ୍ନାକୁ ଆସିଛି।ଗଜପତି ଜିଲ୍ଲା ଅଡ଼ବା ଥା-ନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁ-ଷ୍କର୍ମ ସହ ଗର୍ଭ-ବତୀ କରିବା ଅଭି-ଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗି-ରଫ କରିଛି ପୁଲି-ସ୍‌ ।

ଶନିବାର ପୀଡ଼ି-ତାଙ୍କ ବାପା ଥା-ନାରେ ଏତ-ଲା ଦେବା ପରେ ପୁ-ଲିସ୍ ଏହି କା-ର୍ଯ୍ୟାନୁ-ଷ୍ଠାନ ନେଇଛି । ଦୁଷ୍କ-ର୍ମର ଶି-କାର ହୋଇଥିବା ଛାତ୍ରୀ ଜଣଙ୍କ ୪ ମାସର ଗର୍ଭ-ବତୀ ଥିବା ଜଣାପଡ଼ିଛି । ଅଭି-ଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ସ୍କୁଲ ଯିବା ଆସିବା କଲା ବେଳେ ତାଙ୍କ ଉପରେ ନଜର ପକାଇଥିଲେ ମାନସ ମଣ୍ଡଳ । ଦିନେ ଛାତ୍ରୀଙ୍କ ବାପାମା’ କାମକୁ ଯାଇଥିବା ବେଳେ ସେ ତାଙ୍କ ଘରକୁ ଆସିଥିଲେ ।

ମୋବାଇଲ୍ ଦେଖାଇବା ବାହାନାରେ ତାଙ୍କୁ ଦୁ-ଷ୍କର୍ମ କରିଥିଲେ । ତା’ପରେ ଧମକଚମକ ଦେଇ ବହୁବାର ଦୁ-ଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ କିଛି କହିଲେ ମା-ରି ଦେବେ ବୋଲି ଛାତ୍ରୀ ଜଣଙ୍କୁ ମାନସ ଧ-ମକ ଦେଇଥିଲେ । ତେଣୁ ଛାତ୍ରୀ ଜଣଙ୍କ ଚୁପ୍ ରହିଥିଲେ । କିନ୍ତୁ ଗତ ୧ ତାରିଖରେ ଛାତ୍ରୀ ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ । କ’ଣ ହୋଇଛି ବୋଲି ବାପା ପଚାରିବାରୁ ସେ ସବୁ କଥା କହିଥିଲେ । ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ ବହୁବାର ଦୁ-ଷ୍କର୍ମ କରିଥିବା କଥା କହିଥିଲେ ।

ଏହା ସହିତ ସେ ଗର୍ଭ-ବତୀ ଥିବା କଥା ବି କହିଥିଲେ । ତେବେ ଏ ନେଇ ଖବର ଯାଇ ପହଞ୍ଚିଥିଲା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କ ପାଖରେ । ଗ-ର୍ଭ ନ-ଷ୍ଟ କରିବା ପାଇଁ ସେ ଛାତ୍ରୀଙ୍କ ପରିବାର ଲୋକଙ୍କୁ କହିଥିଲେ । ମାତ୍ର ଏଥିରେ ସେମାନେ ରାଜି ନହେବାରୁ ମାନସ ସେମାନଙ୍କୁ ଅର୍ଥ ଓ ଇନ୍ଦିରା ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଥିଲେ ।

ମାତ୍ର ସେମାନେ ରାଜି ନହେବାରୁ ହ-ତ୍ୟା ଧ-ମକ ଦେଇଥିଲେ ବୋଲି ମଧ୍ୟ ଅଭି-ଯୋଗ ହୋଇଛି । ଏହା ପରେ ପରିବାର ଲୋକେ ଗତକାଲି ଅଡ଼ବା ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ । ପୁ-ଲିସ ଘଟ-ଣାର ଖୋଳତାଡ଼ କରି ମାନସଙ୍କୁ ଗି-ରଫ କରିଛି ।

Leave A Reply

Your email address will not be published.