ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,କ୍ରାଇମ୍‌ ଶୋ’ ଦେଖି ଲିଭ୍‌-ଇନ୍‌ ପାର୍ଟନରକୁ ୩୫ ଖଣ୍ଡ କଲା ଯୁବକ।

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଭଲ ପାଇବା ଏବେ ଟ୍ରେଣ୍ଡ ପାଲଟିଗଲାଣି।ପିଲା ମାନେ ସ୍କୁଲ୍ ରୁ ଭଲପାଇବା ଆରମ୍ଭ କଲେଣି ।ଉଭୟ ପୁଅ ଓ ଝିଅ ପରସ୍ପରକୁ ବୁଝିବା ପାଇଁ ଲିଭ ଇନ୍ ରିଲେସନ୍ ରେ ରହୁଛନ୍ତି,ଏବଂ ଯଦି ଦୁହିଁଙ୍କ ମଧ୍ୟରେ ବୁଝାମଣା ଠିକ୍ ହୁଏ ତାହେଲେ ରେ ବିଷୟରେ ଘରେ ଜଣାଉଛନ୍ତି।

ବର୍ତମାନ ସମୟରେ ଏମିତି ଏକ ଘ-ଟଣା ଲୋକଙ୍କ ସମ୍ମୁଖକୁ ଆସିଛି ଯେଉଁ ଥିରେ ପୁଅ ଓ ଝିଅ ପରସ୍ପରକୁ ଭଲ ପାଉଥିଲେ ଓ ଘରେ କହିଥିଲେ କିନ୍ତୁ ଘରେ ରାଜି ନହେବାରୁ ପରସ୍ପରଙ୍କୁ ଡେଟ୍ କରିବା ସହ ଲିଭ୍ ଇନ୍ ରେ ରହୁଥିଲେ ।ପୁଅ ଓ ଝିଅ ଦୁଇ ଜଣଙ୍କ ଘରେ ଏହି ପ୍ରସ୍ତାବରେ ଅରାଜି ହେବାରୁ ସେମାନେ ଦିଲ୍ଲୀ ରେ ଗୋଟେ ଫ୍ଲାଟ ରେ ଲିଭ୍ ଇନ୍ ରେ ରହୁଥିଲେ।

ସୂଚନା ଅନୁଯାୟୀ ସେମାନେ ମୁମ୍ବାଇ ରେ ଏକ ମଲ୍ଟି ନେସନାଲ କମ୍ପାନୀ ରେ ଦୁହେଁ କଲ ସେଣ୍ଟର୍ ରେ କାମ କରୁଥିଲେ। ପୁଅଟି ର ନା ଅଫତାବ ଅମିନ ଫୁଲୱାନ ହୋଇଥିବା ବେଳେ ଝିଅର ନା ଶ୍ରଦ୍ଧା ଥିଲା ।ସେଠାରେ ଦୁହିଁଙ୍କ ମଧ୍ୟରେ ଦେଖା ହେବାପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ସୁଦୃଢ ହେବାରେ ଲାଗିଲା।

ଏହାପରେ ସେମାନେ ଘରେ ଜଣାଇଥିଲେ କିନ୍ତୁ ଘରେ ଅରାଜି ହେବାରୁ ସେମାନେ ଦିଲ୍ଲୀ ର ମେହେରଉଲ୍ ର ଏକ ଫ୍ଲାଟ୍ ରେ ଆସି ରହୁଥିଲେ।ହଠାତ୍ ଦିନେ ଶ୍ରଦ୍ଧା ଙ୍କ ଘର ଲୋକ ଶ୍ରଦ୍ଧା କୁ କଲ କଲେ କିନ୍ତୁ ତାହାର ଜବାବ ନ ଆସିବାରୁ ଝିଅର ଘର ଲୋକମାନେ ସ-ନ୍ଦେହ କରି ଝିଅର ବାପା ମଦନ ନଭେମ୍ବର ୮ ତାରିଖ ଦିନ ଦିଲ୍ଲୀ ରେ ପହଞ୍ଚି ଝିଅ ରହୁଥିବା ଫ୍ଲାଟ୍ କୁ ଯାଇଥିଲେ।

କିନ୍ତୁ ସେଠାରେ ପହଞ୍ଚି ଦେଖନ୍ତି ଯେ ସେ ଘରେ ତାଲା ପଡିଛି।ସେ ରୁମ୍ ରେ ତାଳ ପଡ଼ିବ ଦେଖି ସେଠାକାର ପୋଲିସ କୁ ତାଙ୍କ ଝିଅ ନାମରେ ଅପ-ହରଣ ମାମ-ଲା ରୁଜୁ କଲେ। ଅଭି-ଯୋଗକୁ ଆଖି ଆଗରେ ରଖି ପୋ-ଲିସ ଶ୍ରଦ୍ଧା ଙ୍କ ବଏଫ୍ରେଣ୍ଡ୍ ଅଫତାବଙ୍କୁ ଗି-ରଫ କରି ପଚରା ଉଚରା କରିଥିବା ଜଣାପଡିଛି।

ସେ ପୋ-ଲିସ ଆଗରେ ସମସ୍ତ ସତ କଥା କହିଛି ଏବଂ ସେ ଶ୍ରଦ୍ଧାଙ୍କୁ ହ-ତ୍ୟା କରିଛି ବୋଲି ମଧ୍ୟ ପୋ-ଲିସ ଆଗରେ ମାନିଛି।ସେ କହିଛି ଯେ ଶ୍ରଦ୍ଧା ସବୁବେଳେ ବାହାହେବା ପାଇଁ ତାକୁ ବାଧ୍ୟ। କରି ଆସୁଥିଲା ଯାହା ଦ୍ଵାରା ତାଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ଲାଗି ରହୁଥିଲା।

ଯାହା ଦ୍ଵାରା ତାଙ୍କ ସମ୍ପ-ର୍କ ମଧ୍ୟରେ ଅନେକ ସମୟ ରେ ଭୁଲ ବୁଝାମଣା ଦେଖା ଦେଇଥିଲା।ସୂଚନା ମୁତାବକ ଗତ ମେ ମାସରେ ଶ୍ରଦ୍ଧା କୁ ହ-ତ୍ୟା କରିଥିଲା ଅଫ୍ ତାବ ଆଉ ତାକୁ ୩୫ ଖଣ୍ଡ କରି କରିଥିଲା ଓ ତାକୁ ଫ୍ରିଜ ରେ ରଖିଥିଲା।

ଏହା ପାଇଁ ସେ ଏକ ସ୍ବତନ୍ତ୍ର ଫ୍ରିଜ୍ ମଧ୍ୟ କିଣି ଆଣିଥିଲା ଏବଂ ସେ ସେ ଖଣ୍ଡ କୁ ପ୍ରତ୍ୟେକ ଦିନ ରାତି ୨ ଟା ବେଳେ ବାହାରକୁ ଯାଇ ପାଖରେ ଥିବା ମେହେରଓଲ୍ ଜଙ୍ଗଲରେ ଜାଗା ଜାଗାରେ ଫିଙ୍ଗୁଥିଲା।ସେ ସବୁ ଖଣ୍ଡ କୁ ୧୮ ଦିନ ଧରି ଫିଙ୍ଗି ଆସୁଥିଲା।ବାସ୍ତବରେ ଏହି ଘ-ଟଣା କେତେ ମର୍ମ-ନ୍ତୁଦ ଭାବରେ ଘଟିଥିବ।

Leave A Reply

Your email address will not be published.