ରାତିରେ ଛାତ ଉପରେ ପ୍ରେମ କରୁଥିଲା ଝିଅ, ଦେଖିଦେଲା ବାପା, ପ୍ରେମିକ ମା-ରିଲା ଚ-ମ୍ପଟ, ଆଉ ତାପରେ..

0

Get real time updates directly on you device, subscribe now.

ରାତିରେ ଛାତ ଉପରେ ଚୁମା ଦିଆନିଆ ଚାଲିଥିଲା, ଆଉ ଠିକ୍ ସେତିକିବେଳେ ବାପା ଦେଖିଦେଲେ । ତାପରେ ବାପାକୁ ଦେଖି ପ୍ରେମିକ ଚ-ମ୍ପଟ ମା-ରିଲା । ଆଜ୍ଞା ହଁ, ପ୍ରେମିକାର ଘରର ଛାତ ଉପରେ ଦୁଇଜଣ ଏକାଠି ହୋଇଥିଲେ ।

ଛାତ ଉପରେ ପ୍ରେମିକାକୁ ଏକୁଟିଆ ପାଇ ଟିକେ ରୋ-ମାନ୍ସ କରିବାକୁ ଇଚ୍ଛା ହେଲା । ଏପଟେ କିଟ୍ କିଟ୍ ଅନ୍ଧାର ରାତି ଏବଂ ସେପଟେ ପ୍ରବଳ ଶୀତ ହେଉଥାଏ । ପାଖରେ ଏକୁଟିଆ ପ୍ରେମିକା, ଆଉ ପ୍ରେମିକାକୁ ପାଖରେ ଏକୁଟିଆ ପାଇ ପ୍ରେମିକ ସବୁକିଛି ଭୁଲି ଯାଇଥିଲା ।

କିନ୍ତୁ ରୋ-ମାନ୍ସ କରିବା ସମୟରେ ଯୁବତୀଙ୍କ ବାପା ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲେ । ଆଉ ଝିଅକୁ ଏଭଳି ଅବସ୍ଥାରେ ଦେଖି ବାପା ରା-ଗି ଯାଇଥିଲେ । ଏପଟେ ଝିଅ ବାପାର ରା-ଗ ଦେଖି ପ୍ରେମିକ ଡ-ରିଗଲା । ଆଉ ତାପରେ ପ୍ରେମିକ ନିଜ ପ୍ରେମିକାକୁ ଛାଡି ସେଠାରୁ ପଳାଇ ଯାଇଥିଲା ।

ଜନ୍ମକଲା ଝିଅର ଏପରି ରୂପ ଦେଖି ବାପା ଝିଅକୁ ଘରୁ ବାହାର କରିଦେଲେ । ଘରୁ ବାହାରିବା ପରେ ଝିଅଟି ଯୁବକର ଘରେ ପହଞ୍ଚି ଥିଲା । କିନ୍ତୁ ସେତେବେଳେ ପ୍ରେମ କରୁଥିବା ଯୁବକ ଜଣକ ନିଜର ଅସଲ ରୂପ ଦେଖାଇଥିଲା ଏବଂ ଅଧା ରାସ୍ତାରେ ନିଜ ପ୍ରେମିକାର ହାତ ଛାଡି ଦେଇଥିଲା ।

ଯୁବତୀଙ୍କୁ ନିଜ ଘରେ ଦେଖି ଯୁବକ ଜଣକ ନ ଚିହ୍ନିଲା ଭଳି ଅଭିନୟ କରିଥିଲା । ଘଣ୍ଟାଏ ପୂର୍ବରୁ ଚୁ-ମା ଦେଉଥିବା ପ୍ରେମିକ ସେହି ଝିଅକୁ ନ ଚିହ୍ନିଲା ପରି ଅଭିନୟ କଲା । ଯୁବତୀଙ୍କୁ ଘର ଭିତରକୁ ନେଇ ନଥିଲା ଏବଂ ଯୁବତୀ ଯେତେ ନେହୁରା ହେଲେ ବି ପ୍ରେମିକ ଶୁଣି ନଥିଲା । ଆଉ ରାତି ଅଧରେ ଯୁବତୀଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ପ୍ରେମିକ ଜଣକ କୁଆଡେ ପଳାଇ ଯାଇଛି । କିନ୍ତୁ ଯୁବତୀ ଜଣକ ରାତି 12 ଟାରୁ ସେମିତି ଯୁବକଙ୍କ ଘର ଆଗରେ ଅପେକ୍ଷା କରି ବସିଛନ୍ତି ।

ହାଡ଼ଭଙ୍ଗା ଶୀତରେ କାକରରେ ଯୁବତୀ ଜଣକ ବସିଛନ୍ତି । ସବୁ ବଦ-ନାମକୁ ସହି ଯାଇ ଯୁବକଙ୍କ ହାତ ଧରି ଚାଲିବାକୁ ଭାବୁଛି । କିନ୍ତୁ ଏଠାରେ ପ୍ରେମିକର ଦେଖା ନାହିଁ । ଘରେ ତାଲା ପକାଇ ପ୍ରେମିକ ଚ-ମ୍ପଟ ମା-ରିଛି ଏବଂ ସବୁକିଛି ଛାଡି ପ୍ରେମିକକୁ ପାଇବାପାଇଁ ପ୍ରେମିକର ଘର ବାହାରେ ବସିଛି ପ୍ରେମିକା ଜଣକ । ଆଜ୍ଞା ହଁ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ।

ନିକିରାଇ ଗାଁର ଚକ୍ରଧର ମଲ୍ଲିକଙ୍କ ପୁଅ ଜନ୍ମଞ୍ଜୟ ମଲ୍ଲିକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ସାତ ବର୍ଷ ହେବ ପ୍ରେମ କରୁଥିଲେ ଏବଂ ଉଭୟଙ୍କ ପ୍ରେମ କଥା ଯେତେବେଳେ ଘର ଲୋକ ଜାଣିଗଲେ, ସେତେବେଳେ ଏହି ପ୍ରେମିକ ଜଣକ ହାତ ଛାଡି ଚାଲିଗଲ । ଆଉ ଏବେ ଯୁବତୀ ନିଜ ପ୍ରେମକୁ ପାଇବାପାଇଁ ନିଜ ଘର ଛାଡ଼ି ପ୍ରେମିକର ଘର ବାହାରେ ବସିଛନ୍ତି । ଯେପର୍ଯ୍ୟନ୍ତ ପ୍ରେମିକ ତାଙ୍କ ପାଖକୁ ନ ଆସିଛି, ଯୁବତୀ ସେ ପର୍ଯ୍ୟନ୍ତ ସେଠାରେ ଧାରଣା ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.