ପ୍ରିତି ବୟସ ୪୧,ହେଲେ ଅର୍ଚ୍ଚନା ଭଳି ସେ ସେ-କ୍ସରେ ସ୍ପେଶାଲିଷ୍ଟ

0

Get real time updates directly on you device, subscribe now.

ଇଏ ହେଉଛନ୍ତି ସେମିତି ଜଣେ ଯୁବତୀ, ମହିଳା ବି କହିପାରିବିନି,ବୁଢି ବି କହି ପାରିବେ|କିନ୍ତୁ ତାଙ୍କର ଯେଉଁ ବୁଦ୍ଧି ରହିଛି ସେଥିରେ ଆପଣଙ୍କୁ ଢେର ପଛରେ ପକେଇ ଦେବେ|ନାମ ପ୍ରୀତି ରାଘବେନ୍ଦ୍ର ଦେଶାଇ,ବୟସ ୪୨, ଶିକ୍ଷାଗତ ଯୋଗ୍ୟତା ବିଟେକ୍ ପାସ୍,ପ୍ରଫେସନ ଧନୀ ଲୋକ ଦେଖି ଫେସେଇବା|ଭିନ୍ନ ଭିନ୍ନ ରାଜ୍ୟରେ ବଡବଡ ଲୋକଙ୍କୁ ଫ-ସାନ୍ତି ଋହି ପ୍ରୀତି ଦେଶାଇ|

ଦେଖିବାକୁ ଏତେ ସୁନ୍ଦର ନାହିଁ କିନ୍ତୁ ବୁଦ୍ଧି ପ୍ରଖର|ବୟସ ୪୨ କିନ୍ତୁ ଏବୟସରେ ତାଙ୍କର ଏଭଳି କଥା କହିବାର ଢଙ୍ଗ ରହିଛି ଯଦି କାହା ସହ କଥା ହେବେ କିଛି ମିନିଟରେ ଆକ-ର୍ଷିତ କରି ପକାଇବେ|ଫେସବୁକ ଓ ସୋସିଆଲ ମିଡ଼ିଆ ହେଉଛି ତାଙ୍କର ଅସ୍ତ୍ର ଯେଉଁଠାରେ ସେ ବାଛି ବାଛି ଲୋକଙ୍କୁ ଟା-ର୍ଗେଟ କରନ୍ତି|ତାଙ୍କ ସହ ଅ-ଶ୍ଲୀଳ କଥାବାର୍ତ୍ତା, ଶାରି-ରୀକ ସ-ମ୍ପର୍କ ଓ ଏସବୁର ଭିଡିଓ ରଖି ବ୍ଲା-କମେ-ଲ କରନ୍ତି|

ଅର୍ଚ୍ଚନା ନାଗ କଥା ଆପଣ ଶୁଣିଥିବେ ଯିଏ ଓଡିଶାକୁ ପକେଉଛନ୍ତି ଓ ଉଠେଉଛନ୍ତି|ସେ କେବଳ ଏକା ନୁହନ୍ତି, ତାଙ୍କ ଭଳି ଅନେକ ଅଛନ୍ତି|ଇଏ ଵି ସେଭଳି ଜଣେ ମହିଳା|ଫେସବୁକରେ ପ୍ରେମ କରନ୍ତି ଓ ଏହାପରେ ଏହା ଠକେଇ ଆଡକୁ ଯାଏ|ଲୁ-ଟି ନିଅନ୍ତି ଜା-ଲରେ ଫ-ସିଥିବା ଲୋକଙ୍କୁ|ଟଙ୍କା ନଦେଲେ ମାନ-ସିକ ସ୍ତରରେ ଏତେ ଚାପ ପକାନ୍ତି ଯେ ବ୍ୟକ୍ତିଙ୍କୁ ଆ-ତ୍ମହ-ତ୍ୟା ପାଇଁ ବାଧ୍ୟ କରନ୍ତି|

କର୍ଣ୍ଣାଟକରେ ଜଣେ ବ୍ୟବସାୟୀ ବ୍ଲା-କମେ-ଲରେ ଅତିଷ୍ଠ ହୋଇଥିବା ଖବର ଆସିଛି|ସେ ରାଜସ୍ଥାନର ଜଣେ ବ୍ୟବସାୟୀ ଙ୍କ ଠାରୁ ଟଙ୍କା ଲୁ-ଟି ଫେ-ରାର ଥିଲେ|ସୂଚନାଯୋଗ୍ୟ ସେଠାକାର ପୋ-ଲିସ ଦଳ ତାକୁ ଧରିବାକୁ ଭୁବନେଶ୍ୱର ଆସିଥିଲେ|ସେ ଭୁବନେଶ୍ଵରରେ ରହୁଥିଲେ|ତାଙ୍କୁ ଗି-ରଫ କରିଥିଲା ଚନ୍ଦ୍ରଶେଖର ପୋ-ଲିସ ସହାୟତାରେ|

ଏହାପରେ ପୋ-ଲିସ ମାମ-ଲା ରୁ-ଜୁ କରି ଗି-ରଫ କରିଛି|ଆପଣ ବି ସତ-ର୍କ ରୁହନ୍ତୁ|ଯଦି ଆପଣ ବୟସର ଅପରାହ୍ନରେ ଏଭଳି ମସଲା ଖୋଜୁଛନ୍ତି,ତେଵେ ଏଭଳି ନାରୀମାନଙ୍କ ମାୟା ଜା-ଲରେ ଫସି ଯାଇ ପାରନ୍ତି|ଆପଣଙ୍କ ଟିକେଟିକେ ନଟି ଆଡ଼ଭେଞ୍ଚର କେତେବେଳେ ବି-ପତ୍ତି ଆଡକୁ ନେଇଯିବ ଆପଣ କଳ୍ପନା ବି କରିପାରିବେ ନାହିଁ|

Leave A Reply

Your email address will not be published.