ଖଗେଶ୍ବର ମୋବାଇଲରୁ ଭିଡିଓ ବାହାରିବା ନେଇ ଅନେକ ନେତା ଓ ବଡ ବଡିଆଙ୍କ ପିଳେହି ପାଣି ହେଲାଣି

0

Get real time updates directly on you device, subscribe now.

ଖଗେଶ୍ବର ମୋବାଇଲରୁ ଭିଡିଓ ବାହାରିବା ପରେ ଏବେ ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେହି ନେତା ଜଣକ କିଏ ? ଯାହାଙ୍କର ଅଶ୍ଳୀଳ ଭିଡିଓ ଏବେ ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ବରଙ୍କ ଫୋନରୁ ମିଳିଛି । କିଏ ସେହି ନେତା, ଯିଏ ରାତି ହେଲେ ଅର୍ଚ୍ଚନା ଙ୍କ ରଙ୍ଗସାଳାରେ ରଙ୍ଗୀନ୍ ହେବାକୁ ପହଞ୍ଚି ଯାଉଥିଲେ । ଅର୍ଚ୍ଚନାଙ୍କ ଠାରୁ ଦେହର ସୁଖ ନେଉଥିଲେ । ସେହି ନେତା ବ୍ଲା-କମେ-ଲ ହେବାପରେ ଅର୍ଚ୍ଚନାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଯାହାର ପ୍ରମାଣ ଏବେ ଖଗେଶ୍ବର ପାଖରୁ ମିଳିଛି ।

ଅର୍ଚ୍ଚନା ଓ ଜଗବନ୍ଧୁର କଳା ଟଙ୍କାର ଖଗେଶ୍ବର ଗୋଟି ଗୋଟି ହିସାବ ରଖୁଥିଲେ । ଅର୍ଚ୍ଚନା ଏବଂ ଜଗବନ୍ଧୁ ଗି-ରଫ ହେବାପରେ ଖଗେଶ୍ବର ନାମ ସାମ୍ନାକୁ ଆସିଥିଲା । ଏହାପରେ କମିଶନର ରେଡ ପୋ-ଲିସ ଖଗେଶ୍ୱରଙ୍କୁ ଗି-ରଫ କରିବାପରେ ଏବେ ଇଡିର ହେପା-ଜତରେ ଖଗେଶ୍ବର ରହିଛି । ରିମାଣ୍ଡରେ ନେଇ ଇଡି ଜେ-ରା କରୁଛି ।

ତେବେ ଖଗେଶ୍ୱରକୁ ଜେ-ରା କରିବାପରେ ଏବେ ସବୁକଥା ଗୋଟି ଗୋଟି କରି ସାମ୍ନାକୁ ଆସୁଛି । କେଉଁ କେଉଁ ନେତା ଟାର୍ଗେ-ଟରେ ଥିଲେ ଏବଂ କାହା ଠାରୁ କେତେ ଟଙ୍କା ଆସୁଥିଲା ? ସବୁ ଟଙ୍କା କେଉଁ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖରେ ପହଞ୍ଚିଥିଲା ? ସବୁ ସୂଚନା ଏବେ କମିଶନର ରେଡ ପୋ-ଲିସ ହାତରେ ଲାଗିଛି ।

ତେବେ ଜେ-ରା ସମୟରେ ଖଗେଶ୍ବରଙ୍କ ଫୋନକୁ ମଧ୍ୟ ତ-ଦନ୍ତ ପରିସର ଭୁକ୍ତ କରାଯାଇଥିଲା । ସୂଚନା ମୁତାବକ ଖଗେଶ୍ବର ଫୋନରୁ କିଛି ନେତାଙ୍କ ଅ-ଶ୍ଳୀଳ ଭିଡିଓ ମିଳିଛି । ଯାହାକୁ ଦେଖି ବର୍ତ୍ତମାନ ପୋଲି-ସର ମୁଣ୍ଡ ମଧ୍ୟ ବୁଲାଇ ଦେଉଛି ଯେ କେମିତି ସେହି ନେତାମାନଙ୍କୁ ଜେ-ରା କରିବ ।

ସେପଟେ ତୃତୀୟ ଦିନରେ ଖଗେଶ୍ବରକୁ ଇଡି ଲଗାତାର ଜେ-ରା କରିଛି । ତେବେ ପ୍ରଥମ ଏବଂ ଦ୍ୱିତୀୟ ଦିନରେ ଜେ-ରା କରିବାପରେ ଇଡିକୁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ଏପରିକି କାହା ଠାରୁ କେତେ ଟଙ୍କା ଆସିଛି, ଏଥିରେ ଯେଉଁମାନେ ସାମିଲ ଅଛନ୍ତି, ସବୁ ଟଙ୍କା ଅର୍ଚ୍ଚନାଙ୍କ ପାଖକୁ କେମିତି ଆସୁଥିଲା, ଏପରି ସବୁ ତଥ୍ୟ ଇଡି ହାସଲ କରିଛି ।

Leave A Reply

Your email address will not be published.