ଚୋ-ରି କରିବାକୁ ଆସିଲେ, କିନ୍ତୁ ସ୍ବାମୀ ସାମ୍ନାରେ ସ୍ତ୍ରୀକୁ 4ଜଣ ଦୁ-ଷ୍କର୍ମ କରି ଚାଲିଗଲେ

0

Get real time updates directly on you device, subscribe now.

ଆଜ୍ଞା ହଁ, ଚୋ-ରି କରିବାପାଇଁ ଘରକୁ ଚୋର ପଶିଥିଲା । ପାଖରେ ଥିବା 1400 ଟଙ୍କା ମଧ୍ୟ ନେଲା । ସେତିକିରେ ମନ ବୁଝିଲାନି ଯେ ଆହୁରି କଣ ଟଙ୍କା ସୁନା ରଖିଛ ସବୁ ଦେବାକୁ କହିଲା । ହେଲେ ଏ ଦମ୍ପତିଙ୍କ ପାଖେ ଆଉ କିଛି ନଥିଲା । ସ୍ବାମୀ ସ୍ତ୍ରୀ ନେହୁରା ହୋଇ କହିଲେ ଯେ ଆମ ପାଖରେ ଆଉ କିଛି ବି ନାହିଁ । କିନ୍ତୁ ସେତିକିରେ ଚୋ-ରଙ୍କ ମନ ବୁଝିଲାନି ଏବଂ ଚାରିଜଣ ଚୋର ଜଣଙ୍କ ପରେ ଜଣେ ଚୋ-ର ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ବଳା-ତ୍କାର କଲେ ।

ଏପରି ଏକ ଛାତି ଥରା, ହୃଦୟ ବିଦାରକ ଘ-ଟଣା ରାଜସ୍ଥାନରେ ଘ-ଟିଛି । ରାଜସ୍ଥାନର ସିରୋହି ଜିଲ୍ଲାରେ ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଚାରିଜଣ ବ୍ୟକ୍ତି ଗଣଦୁ-ଷ୍କର୍ମ କରିଛନ୍ତି । ପ୍ରଥମେ ଏହି ଦ-ମ୍ପତ୍ତି ଚୋ-ରମାନଙ୍କ ଭୟରେ ଥା-ନାରେ ଅଭି-ଯୋଗ କରିନଥିଲେ ।

କିନ୍ତୁ ସମସ୍ତେ ବୁଝାଇବାରେ ଶନିବାର ଦିନ ଏମାନେ ଥା-ନାର ଦ୍ୱାରସ୍ଥ ହୋଇଥିଲେ । ଆଉ ପୋ-ଲିସ ମଧ୍ୟ ତୁରନ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି । ଚାରିଜଣ ଗଣଦୁ-ଷ୍କର୍ମକାରୀଙ୍କ ମଧ୍ୟରୁ ତିନିଜଣ ଅଭି-ଯୁକ୍ତଙ୍କୁ ଗିର-ଫ କରିଛି । ଅନ୍ୟ ଜଣେ ଅଭି-ଯୁକ୍ତ ଏବେ ବି ଫେ-ରାର ଅଛି ।

ରାଜସ୍ଥାନର ଡିଏସପିଙ୍କ କହିବା କଥା ଯେ ସ୍ବାମୀ ୱାଚମ୍ୟାନ ଭାବେ କାମ କରନ୍ତି । ବୁଧବାର ରାତିରେ ସେ ଡ୍ୟୁଟି ସାରି ଘରେ ଶୋଇବାକୁ ଯାଉଥିଲେ । ଠିକ୍ ଏହି ସମୟରେ ଚାରିଜଣ ବ୍ୟକ୍ତି ଚୋ-ରି କରିବା ଉଦ୍ଦେଶ୍ୟରେ ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲେ । ସେମାନେ ପ୍ରଥମେ ସ୍ବାମୀ ସ୍ତ୍ରୀଙ୍କୁ ମା-ଡ ମା-ରିଥିଲେ । ତାପରେ ସେମାନଙ୍କ ପାଖରେ ଥିବା 1400 ଟଙ୍କା ନେଇଯାଇଥିଲେ ।

ଆଉ ତାପରେ ସ୍ବାମୀ ଆଗରେ ମହିଳା ଜଣକୁ ଜଣ ଜଣ କରି ଦୁ-ଷ୍କର୍ମ କରିଥିଲେ । ଆଉ ଚାରିଜଣଙ୍କ ମଧ୍ୟରୁ ପୋ-ଲିସ ତିନିଜଣଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି । ଆଉ ଏବେ ବି ଜଣେ ଅଭି-ଯୁକ୍ତ ଫେ-ରାର ଅଛି ।

Leave A Reply

Your email address will not be published.