ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ ମୋବାଇଲ୍ ଦେବି, ଏପରି କିଛି କହି ଯୁବତୀଙ୍କୁ ପ୍ରେ-ଗ୍ନେଣ୍ଟ କଲେ ସରପଞ୍ଚ

0

Get real time updates directly on you device, subscribe now.

ସରପଞ୍ଚଙ୍କ ନାଁ ଶୁଣିଲେ ଚାରି ଖଣ୍ଡ ଗାଁ ଲୋକଙ୍କ ମନରେ ସମ୍ମାନ ଭରିଯାଏ । କିନ୍ତୁ ଆଜି ସରପଞ୍ଚ ନିଜର କାମୁକ ବସନାକୁ ସମ୍ଭାଳି ପାରିନଥିଲେ । ଜଣେ କମ୍ ବୟସର ଝିଅକୁ ଫସାଇ ତା ସହ ସବୁବେଳେ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ଫଳସ୍ୱରୁପ ଝିଅଟି ଏବେ ପାଞ୍ଚ ମାସର ଗର୍ଭ-ବତୀ ହୋଇଯାଇଛି ।

ଘରୁ ବାପାମାଆ ଚାଲିଗଲା ପରେ ସରପଞ୍ଚ ବାବୁ ଯୁବତୀଙ୍କୁ ବୁଝାଉଥିଲେ ଯେ ତୁମ ସହ ଶାରୀ-ରିକ ସଂପ-ର୍କ ରଖିବି ଏବଂ ତୁମ ପାଇଁ ଗୋଟେ ନୂଆଁ ମୋବାଇଲ୍ ଆଣିଦେବି । ଝିଅଟି କମ୍ ବୟସର ହୋଇଥିବାରୁ ଆଗପଛ ନ ଭାବି ସରପଞ୍ଚଙ୍କ କଥାରେ ଭାସି ଯାଇଥିଲା ।

ଆଉ ଘରୁ ବାପାମାଆ ଚାଲିଯିବା ପରେ ଯୁବତୀଙ୍କ ସହ ସରପଞ୍ଚ ବାବୁ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ଏହି ସମ୍ପ-ର୍କ କାରଣରୁ ବର୍ତ୍ତମାନ କୁନି ଝିଅର ପେଟରେ ବଢୁଛି ଗୋଟିଏ ଛୁଆ ।

ସରପଞ୍ଚ ବାବୁଙ୍କୁ ନା ତାଙ୍କ ବିବେକ ବାଧା ଦେଲା ନା ସରପଞ୍ଚ ବୋଲି ନିଜ ମର୍ଯ୍ୟା-ଦାକୁ ବଞ୍ଚାଇଲେ ନା କୋମଳ ବୟସର ଝିଅଟି ବୋଲି ତା ଉପରେ ଦୟା କଲେ । ନିଜକୁ ନିଜେ ସମ୍ଭାଳି ନପାରି ତା ସହ ଲଗାତାର ଭାବେ ଶାରୀ-ରିକ ସ-ମ୍ପର୍କ ରଖି ଶେଷରେ ଗର୍ଭ-ବତୀ କରିଦେଲେ

ଆଜ୍ଞା ହଁ, ଏହି ସରପଞ୍ଚ ବାବୁ ଘର ପାଖରେ ରହୁଥିବା ଜଣେ ଯୁବତୀଙ୍କୁ ଗର୍ଭ-ବତୀ କରି ଦେଇଛନ୍ତି । ତେବେ ଯୁବତୀ ଜଣକ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଆଉ ଯେତେବେଳେ ଘରେ କେହି ରହୁନଥିଲେ, ସେହି ସମୟରେ ଝିଅଟି ଘରେ ଏକୁଟିଆ ରହୁଥିଲା ।

ଏକୁଟିଆ ଥିବାର ସୁଯୋଗ ପାଇ ସରପଞ୍ଚ ବାବୁ ମୁଁ ତୋର ମାମୁଁ ହେବି କହି ଅନେକ କଥା ବୁଝାଇ ତା ସହ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ତାକୁ କହୁଥିଲେ ଯେ ମୁଁ ତୋ ପାଇଁ ଗୋଟେ ନୂଆଁ ମୋବାଇଲ୍ କିଣିଦେବି । କିନ୍ତୁ ତା ବଦଳରେ ମୁଁ ତୁମ ସହ ଶାରୀ-ରିକ ସ-ମ୍ପର୍କ ରଖିବି । ଏହିପରି ଭାବେ ସରପଞ୍ଚ ବାବୁ ଲଗାତାର ଶାରୀ-ରିକ ସମ୍ପ-ର୍କ ରଖୁଥିଲେ । ଆଉ ଶେଷରେ ଝିଅଟି ପାଞ୍ଚ ମାସର ଗର୍ଭ-ବତୀ ହୋଇଯାଇଛି ।

ଏଭଳି ଘଟ-ଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଅଡବା ଥା-ନା ଅଞ୍ଚଳରେ । ମୋବାଇଲର ଲୋଭ ଦେଖାଇ ଯୁବତୀଙ୍କ ସହ ସରପଞ୍ଚ ବାବୁ ଶାରୀ-ରିକ ସମ୍ପ-ର୍କ ରଖୁଥିଲେ । ତେବେ ଯୁବତୀ ଭ-ୟରେ ନିଜ ପରିବାରର କାହାକୁ ବି ଏ ବିଷୟରେ ଜଣାଇ ନଥିଲେ ।

ତେବେ ଯୁବତୀଙ୍କ ବଡ ଭଉଣୀ ବଲାଙ୍ଗୀରରୁ ନିଜ ମାଉସୀ ଘରୁ ଫେରିବା ପରେ ଏସବୁ ଘ-ଟଣା ଜାଣିଥିଲେ । ତାପରେ ସରପଞ୍ଚଙ୍କ କଳା କାର-ନାମା ସାମ୍ନାକୁ ଆସିଥିଲା । ଏହାକୁ ନେଇ ପରିବାର ଲୋକେ ବର୍ତ୍ତମାନ ଥା-ନାରେ ଅଭି-ଯୋଗ କରିଛନ୍ତି ।

Leave A Reply

Your email address will not be published.