ଅ-ର୍ଦ୍ଧନ-ଗ୍ନ ଯୁବତୀଙ୍କ ଅଣ୍ଟା ଧରି ଯାତ୍ରା ପେଣ୍ଡାଲରେ ବାନର ସେନାର ଉଦ-ଣ୍ଡ ନାଚ

0

Get real time updates directly on you device, subscribe now.

ବର୍ତ୍ତମାନ୍ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ରା-ଗରେ ତାତି ଉଠିଛନ୍ତି । ପ୍ରକୃତରେ ଏହି ଭିଡ଼ିଓରେ କିଛି ଅ-ର୍ଦ୍ଧନ-ଗ୍ନ ଯୁବତୀଙ୍କ ସହ କିଛି ବାନର ମଧ୍ୟ ଅଛନ୍ତି ।

ତେବେ ଏହି ବାନରମାନେ କିଏ ତାହା ତ ଜଣା ପଡିନାହିଁ, କିନ୍ତୁ ରାମାୟଣର କଥାବସ୍ତୁରୁ ନିଶ୍ଚିତ ଅଣାଯାଇଛି ଆଉ ଏମାନଙ୍କୁ ନଚାଯାଉଛି । ଏମାନଙ୍କ ରୂପ ଆଉ ରଙ୍ଗକୁ ଦେଖିଲେ ଲାଗୁଛି ଯେ ଏଠାରେ ବାନରମାନେ ଅ-ର୍ଦ୍ଧନ-ଗ୍ନ ନର୍ତ୍ତକୀଙ୍କ ସହ ‘ଖୋଲ ଖୋଲ ବୋତଲ ଖୋଲ’ ଗୀତରେ ନାଚ କରୁଛନ୍ତି । ଆଉ ତାଙ୍କ ବେକରେ ନୋଟ ମାଳ ଟା-ଙ୍ଗିଛନ୍ତି ଏବଂ ମାଙ୍କଡ ନାଚ ମଧ୍ୟ କରୁଛନ୍ତି ।

ଏହି ଘଟ-ଣାଟି ଗଞ୍ଜାମ ଜିଲ୍ଲାର ଅଟେ । ଏଠାରେ ଦେଖାଯାଉଛି ଯେ ମାଙ୍କଡ ମାନଙ୍କ ଉଦଣ୍ଡ ନୃତ୍ୟ ଦ୍ଵାରା କିଭଳି ସଭ୍ୟତା ଓ ସଂସ୍କୃତିକୁ ଅପଭ୍ରଂଶ କରାଯାଉଛି । ରାମାୟଣରେ ବାନର ସେନାଙ୍କ କଥାବସ୍ତୁ ରହିଛି ।

ଆଉ ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ରାମାୟଣ କଥାବସ୍ତୁ ବ୍ୟତୀତ ଅନ୍ୟ କୌଣସି ଠାରେ ଏହାକୁ ବ୍ୟାଖ୍ୟା କରାଯାଏ ନାହିଁ । ଯେଉଁ ବାନର ମାନେ ରାମଙ୍କ ପାଇଁ ରାମସେତୁ ବାନ୍ଧିଥିଲେ ଏବଂ ଯେତେ ବି ବାନର ପ୍ରମୁଖ ରହିଛନ୍ତି, ତାହା ଥିଲା ରାମାୟଣର କଥାବସ୍ତୁ ।

କିନ୍ତୁ ଏଠାରେ ଯେଉଁ ବାନର ମାନେ ନାଚୁଛନ୍ତି, ବାସ୍ତବିକ୍ ଏମାନଙ୍କ ପରିଚୟ କଣ ? ନା ଏମାନଙ୍କୁ କୌଣସି ବଡ ଚରିତ୍ର ସହ ଆମେ ତୁଳନା କରିପାରିବା ନା ହିଁ ଆମେ ଏହାକୁ ଆଉ କିଛି କହିପାରିବା ।

ଏହାକୁ ସଂସ୍କୃତି ନାଁରେ କିଭଳି ଅପଭ୍ରଂଶ କରାଯାଉଛି ତାହା ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ଏଠାରେ ଏହା ମଧ୍ୟ ଦେଖାଯାଉଛି ଯେ ଜଣେ ମାଙ୍କଡଧାରି ବ୍ୟକ୍ତି ବସିଥିବା ବେଳେ ଲୋକ କିପରି ଟେକି ନେଇଯାଉଛନ୍ତି । ସାମ୍ନାରେ ଥିବା ନର୍ତ୍ତକୀମାନେ କିଏ ଶାଢ଼ୀ ପିନ୍ଧିଛନ୍ତି ତ ଆହୁରି କିଏ ଛୋଟ ଛୋଟ ଡ୍ରେସ୍ ପିନ୍ଧିଛନ୍ତି ।

ଏ ସମସ୍ତଙ୍କ ମେଳରେ ଅଛନ୍ତି ଏହି ତିନି ମାଙ୍କଡ ଏବଂ ଯେଉଁମାନେ ହାତରେ ଗଦା ଧରିଥିବା ସହିତ କିଭଳି ଆଧୁନିକ ଗୀତରେ ନାଚୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ରାଣୀ ପଣ୍ଡାଙ୍କ ଉପରକୁ ଚପଲ ମା-ଡ କରାଯାଇଥିଲା ଏବଂ ଏତେ ଦିନ ପରେ ମଧ୍ୟ ଏଭଳି ନାଚ ଗୀତ ଚାଲିଛି । ତେବେ ଏଭଳି କାମ କରି ଯାତ୍ରାର ପ୍ରଯୋଜକ ମାନେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ?

ରାମାୟଣରେ ଯେଉଁ ବାନର ମାନେ କଥାବସ୍ତୁରେ ଚିତ୍ରିତ ହୋଇ ରହିଥିଲେ, ସେମାନେ କେତେ ରଙ୍ଗୀନ୍ ଏବଂ ବାସ୍ତବରେ କେତେ ଯୁବତୀ ଲୋଭି ତାହା କଣ ଦର୍ଶାଉଛନ୍ତି ? ଏସବୁ ଜିନିଷ ବୋଧହୁଏ ଏଠାରେ ଚିତ୍ରିତ କରିବାକୁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.