ଟିଉସନ୍ ସାର୍ ମୋ ଖରାପ୍ ଫୋଟ ଭିଡ଼ିଓ ଭାଇରାଲ୍ କରିଲା ବେଳେ କେଉଁଠି ଥିଲ ବାପା ମା, ଭିଡ଼ିଓ ରେ କହିଲା ଝିଅ।

0

Get real time updates directly on you device, subscribe now.

ଏମିତି ଏକ ଘଟ-ଣା ଘଟିଯାଇଛି ଯେଉଁଠାରେ ଜଣେ ଛାତ୍ରୀ ନିଜ ସିରଙ୍କ ଦ୍ଵାରା ଦୁଷ୍କ-ର୍ମ ର ଶି-କାର ହୋଇଛି ।ଯେଉଁ ସମାଜରେ ବାପାମାଆଙ୍କ ପରେ ଗୁରୁଙ୍କୁ ଦ୍ୱିତୀୟ ସ୍ଥାନ ଦିଆଯାଇଥାଏ ସେ ସ୍ଥାନରେ ଏମିତି ଘ-ଟଣା ଦେଖିବାକୁ ମିଳିଛି।ଏହା ସତରେ କେତେ ଅପମାନର କଥା ଯାହା ସମସ୍ତଙ୍କୁ ଚକିତ କରିଛି।ଏହି କଥା ଯେତେ ବେଳେ ଝିତି ତାଙ୍କ ଘରେ ଜଣାଇଛି ସେତେ ବେଳେ ତା କଥା କେହି ମଧ୍ୟ ଶୁଣି ନଥିଲେ ଯାହାର ଫାଇଦା ତାଙ୍କ ଟିୟୁସନ ସାର ନେଇ ଚାଲିଥିଲେ।

ସେ ପରେ ତାହାର ଫାଇଦା ଉଠେଇ ତାହା ଶରୀରର ସମସ୍ତ ଅଙ୍ଗରେ ହାତ ମା-ରିବା ପରେ ସେ ତାକୁ ବାଧ୍ୟ କରି ତାଙ୍କ ସହ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ତାକୁ ବାଧ୍ୟ କରିଥିଲେ ଏବଂ ଶେଷରେ ତାକୁ ବାଧ୍ୟ କରି ସଫଳ ହେବ ପରେ ତା ସହ ଶାରୀ-ରିକ ସଂ-ପର୍କ ରଖିଥିଲେ ଏବଂ ଏହାକୁ ଭିଡିଓ କରି ତାକୁ ପରବର୍ତ୍ତୀ ମୁହୂର୍ତ୍ତରେ ବ୍ଲା-କ ମେ-ଲ କରିଥିଲେ ଆଉ ତ ସହ ସମ୍ପ-ର୍କ ରଖିବା ପାଇଁ କହିଥିଲେ।

ଏହି କଥା ଯେବେ ସେହି ଝିଅଟି ଯାଇ ତାଙ୍କ ଘରେ କହିଲା ସେତେ ବେଳେ ତା କଥା କେହି ଶୁଣି ନଥିଲେ ଯାହା ଦେର ପରେ ତାଙ୍କ ସାର ସେହି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ଯାହା ଦ୍ଵାରା ସେ ଝିଅଟି ଲୋକଲ-ଜ୍ୟର ସମ୍ମୁଖୀନ ହୋଇଥିଲା।ସେତେ ବେଳେ ତାକୁ ଜଣେ ବଞ୍ଚିବାର ବାଟ ଦେଖାଇଲା ସେ ତାକୁ ନିଜର ଜୀବନ ସାଥୀ ରୂପରେ ବାଛି ନେଇଥିଲା ଆଉ ତ ସହ ଘରୁ ପଲେଇଯାଇଥିଲା।

ଯେଉଁ ଦୁନିଆରେ ଗୁରୁଙ୍କୁ ଲୋକମାନେ ଏତେ ମାନିଥାନ୍ତି, ଯାହା ଭରଷାରେ ପିଲାର ଭବିଷ୍ୟତ ନିର୍ଭର ହୋଇଥାଏ ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ସିଆ ତା ଭବିଷ୍ୟତ କୁ ଉଜାଡ଼ି ଦେଇଥାଏ।ତାହେଲେ ଏହାଠାରୁ ଆଉ ଲ-ଜ୍ୟକର କଥା ଆଉ କଣ ହୋଇପାରେ।
ଝିଅ ଟି ଏହି କଥା ଯେତେ ବେଳେ ଘରେ କହିଲା ସେତେବେଳେ ତାଙ୍କ ଘରେ ତ କଥା କେହି ଶୁଣି ଥିଲେ ଯାହା ଦ୍ଵାରା ସେ ବହୁତ୍ ଭା-ଙ୍ଗିପଡିଥିଲା।

ଏହି କଥା ଜଣେ ଝିଅ କାହାକୁ କହିବ ଯେତେ ବେଳେ ତା ନିଜ ଘରେ ତା ବାପା ଓ ମାଆ ନା ଶୁଣିବେ ସେତେ ବେଳେ ସେ ଆଉ କାହାକୁ କହିବ। ପରେ ଯେତେବେଳେ ସିଆ ଯାହାକୁ ପସନ୍ଦ କରୁଥିଲେ ସିଆ ଆସି ଯଦି ତା ମନରେ ସାହସ ଭାରି ତାକୁ ବଞ୍ଚିବାର ଆଶା ଦେଇଛି ତାହେଲେ ତାକୁ ସେ ନିଜର ଜୀବନ ସାଥୀ ରୂପରେ ବାଛି କିଛି ଭୁଲ କରିନଥିବା କହିଛନ୍ତି।

ମୋ ବଞ୍ଚିବାର ବାଟ ଦେଖାଇଲା ମୁ ତାକୁ ମୋ ଜୀବନ ସାଥି ଭାବି ତା ସହ ଯେତେ ବେଳେ ଘରଛାଡି ଆସିଲି ସେତେବେଳେ ତମର ଇ-ଯତ୍ ତଳେ ପଡ଼ିଗଲା।ତମେ ତ ସେହି ସମୟରେ ମୋ ସାଥ ନଦେଇ ସାରଙ୍କୁ କିଛି କହିଲା ନାହିଁ ଆଉ ମୋତେ ଯିଏ ସପଟ କଲା ତାକୁ ମୋ ଜୀବନ ସାଥୀ କରି କଣ ଭୁଲ କଲି ଯେ ତମର ଇ-ଯତ୍ ତଳେ ପଡ଼ିଗଲା ଯେ ତମେ ଯାଇ ତାଙ୍କ ଘରେ ପଶି ତାଙ୍କ ଘର ଲୋକଙ୍କୁ ମା-ଡ଼ ମା-ରିଛ।

ମୁଁ କାହା କଥାରେ ପଡି ଏମିତି କିଛି କରିନାହିଁ,ଯିଏ ମୋତେ ବିପଦ ବେଳେ ସାହାସ ଦେଲେ ମୁ ତାଙ୍କୁ ମୋ ଜୀବନ ସାଥୀ କରି ଯଦି କିଛି ବି ଭୁଲ କରିଥାଏ ତାହେଲେ ତାହା ତମକୁ ଭୁଲ ଲାଗିପାରେ କିନ୍ତୁ ଏହା ମୋ ପାଇଁ ଭୁଲ ନୁହଁ। ତମେ କଉଁ ଅଧିକାର ସାବ୍ୟସ୍ତ କରି ଯାଇ ତାଙ୍କ ଘରେ ଝ-ଗଡ଼ା କରିବା ସହ ତାଙ୍କ ଘରେ ତାଙ୍କର ଘର ଲୋକଙ୍କୁ ଗା-ଳି ଗୁ-ଲଜ କରିବା ସହ ମା-ଡ଼ ମଧ୍ୟ ମା-ରିଛ।

ଯେତେ ବେଳେ ବୁଝିବା କଥା ସେତେ ବେଳେ ମୁହଁ ମୁଡ଼ି ଚାଲିଗଲ ଆଉ ଯେତେ ବେଳେ ମୁ ମୋ ଇଚ୍ଛାରେ ତାଙ୍କୁ ବାହା ହେଲି ସେତେ ବେଳେ କେଉଁଠୁ ଆସି ପହଞ୍ଚିଗଲ। ତାଙ୍କର ଇଛା ନଥିଲା ଘର ଛାଡ଼ି ଆସିବା ପାଇଁ ମୁଁ ତାଙ୍କୁ ବାଧ୍ୟ କରି ମୋ ସହ ନେଇ ଆସିଛି।

Leave A Reply

Your email address will not be published.