ଅର୍ଚ୍ଚନାର ନାଲି କାରରେ ପୁଅ ଖେଳୁଥିଲା ବ-ନ୍ଧୁକ, ମା ଛୁ-ରୀ ଧରି ବୁଲୁଥିଲା

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗର କାର ଭିତରୁ ବାହାରୁଛି ଛୁ-ରୀ ଆଉ ବ-ନ୍ଧୁକ । ତେବେ ଛୁରୀ ଅରିଜିନାଲ ହୋଇଥିବା ବେଳେ ବନ୍ଧୁ-କଟା ପ୍ଲାଷ୍ଟିକ ବୋଲି ଜଣାପଡିଛି । ଦେଖନ୍ତୁ ଇଡି କଣ ସବୁ ବାହାର କରୁଛି ଆଉ କିପରି ଅର୍ଚ୍ଚନାର କାରକୁ ଯା-ଞ୍ଚ କରୁଛି । କେବଳ ସତ୍ୟନଗର ସ୍ଥିତ ଅର୍ଚ୍ଚନାର ଘର ନୁହେଁ ବରଂ ତାର ସମସ୍ତ ବାସଭବନ, ତାର ପୈତୃକ ସମ୍ପତ୍ତି ଏବଂ ତା ସହିତ ତା ଶାଶୂଘର ସବୁକିଛିକୁ ଯା-ଞ୍ଚ୍ କରାଯାଉଛି ।

ଏସବୁ ବ୍ୟତୀତ ଅର୍ଚ୍ଚନା ସହ ମିଶିଥିବା ଶ୍ରଦ୍ଧାଞ୍ଜଳୀ ଓ ଖଗେଶ୍ବରଙ୍କ କାର ଶୋ ରୁମ୍ ସହ ଇଡି ସବୁ ଜାଗାରେ ପହଞ୍ଚି ସାରିଛି ଏବଂ ଯା-ଞ୍ଚ୍ କରୁଛି । ସଶ-ସ୍ତ୍ର ବଳ ସହ ଛିଡ଼ା ହୋଇ ସବୁ ଜିନିଷକୁ ଟିକିନିଖି ଭାବେ ଯା-ଞ୍ଚ୍ କରୁଛନ୍ତି । ଯେଉଁଥିରୁ ସେମାନଙ୍କୁ ବହୁତ୍ କିଛି ତଥ୍ୟ ମିଳୁଛି । ଆଉ ଏହା ଭିତରୁ ସେମାନଙ୍କୁ ଅନେକ କିଛି ପ୍ରମାଣ ମଧ୍ୟ ମିଳିପାରେ । ତେବେ ଇଏ ହେଉଛି ସେଇ ସମୟର ଦୃ-ଶ୍ୟ ।

ଅର୍ଚ୍ଚନା ନାଗ ସେ-କ୍ସ୍ ରା-କେଟ ଓ ତା ସହିତ ମନି ଲନଡ୍ରିଙ୍ଗ ମାମ-ଲାରେ ବର୍ତ୍ତମାନ ମନି ଲନଡ୍ରିଙ୍ଗର ଇଡି ଟ୍ରେଲ ଖୋଜୁଛି । ଆଉ ଅର୍ଚ୍ଚନା ନାଗ ବ୍ୟବହାର କରୁଥିବା ତା ସହିତ ବାକି ସବୁ ଜିନିଷକୁ ଖୋଳ ତାଳ ମଧ୍ୟ କରାଯାଉଛି । ଏସବୁ ଭିତରୁ ନିଶ୍ଚିତ ଭାବେ ଇଡି ହାତରେ ଏମିତି କିଛି ତଥ୍ୟ ଲାଗିବ, ଯାହାକି ଅର୍ଚ୍ଚନାର କଳାଧନର କଳା ସାମ୍ରାଜ୍ୟ, ଏସବୁର ସବୁ ଟିକିନିଖି ଖବର ଇଡିକୁ ଆଣିଦେବ ।

ତେବେ ଇଡିର ଏହି ଯା-ଞ୍ଚ୍ ମଧ୍ୟରେ କଣ ସବୁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଦେଖିବାକୁ ବାକି ରହିଲା । ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଅର୍ଚ୍ଚନାର ମାମ-ଲା ହାଇ ପ୍ରୋଫାଇଲ୍ ହୋଇସାରିଛି । ଯଦି ଇଡି ଏହା ଭିତରେ ଏପରି କିଛି ଗୁ-ମର ଖୋଲିବ ତେବେ ନିଶ୍ଚିତ ବଡ ବଡିଆ ଲୋକଙ୍କର କଳା କାର-ନାମା ପଦାକୁ ଆସିଯିବ ।

Leave A Reply

Your email address will not be published.