ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରକୁ ଉଠାଇନେଲା ଇଡି, ପଚ-ରାଉଚ-ରା ଜାରି ରହିଛି, ଛଅ ଜଣଙ୍କ ବ-ୟାନ ରେ-କର୍ଡ କରିଛି ଇଡି

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗଙ୍କ ମାମ-ଲାରେ ଇଡିର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି । ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବରକୁ ଇଡି ଉଠାଇ ନେଇଛି । ଜଗବନ୍ଧୁଙ୍କ ଗାଁ ଗଙ୍ଗେଶ୍ୱରରୁ ଇଡି ଖଗେଶ୍ବରକୁ ଉଠାଇ ନେଇଛି । ତେବେ ଇଡି ଅଫିସରେ ଖଗେଶ୍ୱରକୁ ପଚ-ରାଉ-ଚରା ଜାରି ରହିଛି । ସେହିପରି ଇଡି ଖଗେଶ୍ୱର ସମେତ ଛଅ ଜଣଙ୍କ ବ-ୟାନ ରେ-କର୍ଡ କରିଛି ।

ଆପଣଙ୍କୁ ପୁଣିଥରେ କହିରଖୁଛୁ ଯେ ଅର୍ଚ୍ଚନା ନାଗଙ୍କ ମାମ-ଲାରେ ଇଡିର କାର୍ଯ୍ୟାନୁଷ୍ଠାନ ଲଗାତାର ଭାବେ ଜାରି ରହିଛି । ଇଡିର ଯା-ଞ୍ଚରେ ଅର୍ଚ୍ଚନା ନାଗଙ୍କ ଗୋଟେ ପରେ ଗୋଟେ ରହସ୍ୟ ସାମ୍ନାକୁ ଆସୁଛି ।

ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବରକୁ ଇଡି ଉଠାଇ ନେଇଛି । ଜଗବନ୍ଧୁଙ୍କ ଗାଁ ଗଙ୍ଗେଶ୍ୱରରୁ ଇଡି ଖଗେଶ୍ବରକୁ ଉଠାଇ ନେଇଛି । ତେବେ ଇଡି ଅଫିସରେ ଖଗେଶ୍ୱରକୁ ପଚ-ରାଉ-ଚରା ଜାରି ରହିଛି । ସେହିପରି ଇଡି ଖଗେଶ୍ୱର ସମେତ ଛଅ ଜଣଙ୍କ ବ-ୟାନ ରେ-କର୍ଡ କରିଛି ।

Leave A Reply

Your email address will not be published.