ପରି-ଶ୍ରା କରିବାରେ ୨୧ ସେକେଣ୍ଡରୁ ଉର୍ଦ୍ଧ୍ବ ସମୟ ଦେଇପାରେ ବେମାରର ସ-ଙ୍କେତ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

0

Get real time updates directly on you device, subscribe now.

ପରିଶ୍ରା କରିବା ଶରୀରର ଅନ୍ୟାନ୍ୟ ଅଙ୍ଗର ଚଳପ୍ରଚଳ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ|ପରିଶ୍ରା ଫଳରେ ଶରୀରର ବର୍ଜ୍ୟବସ୍ତୁ ନିସ୍କା-ସନ ହୋଇଥାଏ|ପରି-ଶ୍ରା ପାଇଁ କେତେ ସମୟ ନେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଟେ|

ସୂଚନାଯୋଗ୍ୟ ପରି-ଶ୍ରାକୁ ଅଧିକ ସମୟ ଅଟକାଇଲେ ବହୁ ବେମାରର ସମସ୍ୟା ବି-ପଦ ଦେଖା ଦେଇଥାଏ|ପରିଶ୍ରା କରିବାର ଅଧିକ ସମୟ ନେଵାର ଏହା ସଙ୍କେତ ଯେ ଆପଣ ଗମ୍ଭୀର ବେମାରର ଆ-କ୍ରାନ୍ତ ହୋଇଛନ୍ତି|ଏହା ଜଣାପଡ଼ିଛି ଯେ ପ-ରିଶ୍ରା ପାଇଁ ଧାର୍ଯ୍ୟ ସମୟ ଠାରୁ ଅଧିକ ନେଲେ ଏହା ବେମାରର ସ-ଙ୍କେତ ଅଟେ|

ଡେଲିଷ୍ଟାରର ଏକ ହେଲ୍ଥ ରି-ପୋର୍ଟ ଆଟଲାଣ୍ଟା ସ୍ଥିତ ଜର୍ଜିଆ ଟେକର ଗବେଷକ କହିଛନ୍ତି ମାନବ ସହ ଯେଉଁ ବ୍ୟକ୍ତି ବା ସ୍ତନ୍ୟପାୟୀ ପ୍ରାଣୀ ର ଓଜନ ୩ କିଗ୍ରାରୁ ଉର୍ଦ୍ଧ୍ବ ସେ ପରିସ୍ରା ପାଇଁ ବ୍ଲାଡରକୁ ୨୧ ସେକେଣ୍ଡରେ ଖାଲି କରିପାରିବେ|ଏହାଠାରୁ ଅଧିକ ସମୟ ନେବା ଶରୀର ପାଇଁ ଅସାମାନ୍ୟ ଅଟେ|

ୟୁନିଭରସିଟି ଅଫ ମିଶିଗାନର ନର୍ସ ପ୍ରାକ୍ଟିସିନର ଜେନିସ ମିଲର କହିଛନ୍ତି ଯଦି ପରି-ଶ୍ରା କରିବାକୁ ୨୦ ସେକେଣ୍ଡରୁ ଉର୍ଦ୍ଧ୍ବ ବା କମ ନେଉଥାଏ ଏହାର ଅର୍ଥ ପ-ରିଶ୍ରା ଡିସଫଙ୍କସନ ରେ ପିଡିତ ଅଟନ୍ତି|

ଏଥିରେ ହୋଇପାରେ ମୂ-ତ୍ରାଶୟ ଫୁଲିଯିବା,ବ୍ଲାଡର ଷ୍ଟୋ-ନ ଠାରୁ ନେଇ ପ୍ରୋଷ୍ଟ୍ରେଟ ଭଳି ସମସ୍ୟା ଆପଣ ଜାଣିପାରିବେ ନାହିଁ|ତେଣୁ ଏଭଳି ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ|

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବାନୁଯାୟୀ ଟଏଲେଟରେ ଅଧିକ ସମୟ ବସିବା ଯୋଗୁଁ ଶରୀର ପାଇଁ ହାନିକାରକ|ଯେପରି ଅଣ୍ଟା ଓ ପେଟରେ ଅଧିକ ପ୍ରେସର ପଡେ ଫଳରେ ୟୁରିନ ସଂକ୍ରମଣର ବି ଶି-କାର ହୋଇପାରନ୍ତି|

Leave A Reply

Your email address will not be published.