ଦେଖନ୍ତୁ ଭିଡ଼ିଓ : ଏହି ଝିଅଟିର ଅଣ୍ଟାରେ ରହିଛି କମାଲ ଲଚକ, ତାଙ୍କର ଡ୍ୟାନ୍ସ ମୁଭ ଆଗରେ ନୋରା ଫତେହୀ ବି ଫିକା ପଡ଼ିଯିବ

0

Get real time updates directly on you device, subscribe now.

ବେଲି ଡ୍ୟାନ୍ସ ଦେଖି ଲୋକ ପ୍ରାୟତଃ ଆଚମ୍ବିତ ରହିଯାନ୍ତି। ଏଥିରେ ଏମିତି ୟୁନିକ ଉପାୟରେ ଅଣ୍ଟାକୁ ହଲାଯାଏକି ସାମ୍ନା ଲୋକ ଆଖି ପଲକ ପକାଇବାକୁ ଇଚ୍ଛା କରନ୍ତି ନାହିଁ। ଭାରତରେ ଅନେକ ଲୋକ ବହୁତ ଭଲ ବେଲି ଡ୍ୟାନ୍ସ କରନ୍ତି। ଉଦାହରଣ ପାଇଁ ଲୋକ ନୋରା ଫତେହୀଙ୍କ ଡ୍ୟାନ୍ସ ମୁଭ୍ସର ପ୍ରେମୀ ଅଟନ୍ତି। ତାଙ୍କୁ ନିଜର ଡ୍ୟାନ୍ସ ମାଧ୍ୟମରେ ସାରା ଦେଶରେ ନିଜର ଏକ ଅଲଗା ପରିଚୟ କରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନୋରାଙ୍କ ଠାରୁ ଭଲ ବେଲି ଡ୍ୟାନ୍ସ କରନ୍ତି।

ଝିଅ କରିଲେ ଶାନଦାର ବେଲି ଡ୍ୟାନ୍ସ:-

ଭାରତରେ ଟେଲେଣ୍ଟର କୌଣସି ଅଭାବ ନାହିଁ। କେବଳ ତାଙ୍କୁ ଏକ ସଠିକ ପ୍ଲାଟଫର୍ମ ମିଳିଗଲେ ସେ ନିଜର ହୁନର ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ ନିଜର ହୁନର ଦେଖାଇବାକୁ ଭଲ ସୁଯୋଗ ଦେଇଛି। ଏଠାରେ ଲୋକ ନିଜର ଟ୍ୟାଲେଣ୍ଟ ସାହାଯ୍ୟରେ ରାତାରାତି ଫେମସ ହୋଇଯାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଝିଅଙ୍କୁ ଦେଖିନିଅନ୍ତୁ।

ବେଲି ଡ୍ୟାନ୍ସ କରିବାରେ ମାହିର ଏହି ଝିଅ ଯେତିକି ହୁନରରେ ପରିପୂର୍ଣ୍ଣ ବାସ୍ତବରେ ମଧ୍ୟ ସେତିକି ସୁନ୍ଦର ଅଟନ୍ତି। ସେ ଯେଉଁ ଅନ୍ଦାଜରେ ନିଜର ଡ୍ୟାନ୍ସ ମୁଭ ଦେଖନ୍ତି ତାହାକୁ ଦେଖି କେହି ମନ୍ତ୍ରମୁଗ୍ଧ ହୋଇଯିବ। ଝିଅର ଡ୍ୟାନ୍ସ ଷ୍ଟେପ ସହିତ ତାଙ୍କର ମୁହଁର ହାବଭାବ ମଧ୍ୟ ପରିବର୍ତ୍ତନ ଶାନଦାର ଅଟେ। ସେ ୟୋହାନିଙ୍କ ଫେମସ ଗୀତ ‘ମନିକେ ମାଗେ ହିଥେ’ରେ ନିଜର ଡ୍ୟାନ୍ସ ଦେଖାଇଲେ। ଏହାର ଡ୍ୟାନ୍ସ ଲୋକଙ୍କୁ ବହୁତ ପସନ୍ଦ ଆସିଲା ମଧ୍ୟ। କିଛି ଏହା ମଧ୍ୟ କହିଲେକି ତାଙ୍କର ଡ୍ୟାନ୍ସ ନୋରା ଫତେହୀଙ୍କ ଠାରୁ ଭଲ ଅଟେ।

ଲୋକ କହିଲେ ଇଏ ନୋରାଙ୍କ ଠାରୁ ଭଲ ନାଚନ୍ତି:-

ଇନଷ୍ଟାଗ୍ରାମରେ ଏହି ଡ୍ୟାନ୍ସ ଭିଡିଓ oosm.dance ନାମକ ଏକ ଏକାଉଣ୍ଟରେ ସେୟାର କରାଯାଇଛି। ଏହାକୁ ଲୋକ ବହୁତ ପସନ୍ଦ କରୁଛନ୍ତି। ନିଜର ଶାନଦାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଲେକି,”ମୁଁ ଏହାପ ଉର୍ବାରୁ ଏତେ ଶାନଦାର ନୃତ୍ୟ ଦେଖିନାହିଁ।” ଅନ୍ୟ ଜଣେ ୟୁଜର କହିଲେ “ତାଙ୍କର ଡ୍ୟାନ୍ସ ମୁଭ ବହୁତ ଭଲ ଅଟେ।” ପୁଣି ଆଉ ଏକ କମେଣ୍ଟ ଆସିଲାକି”ଇଏ ତୋ ନୋରା ଫତେହୀଙ୍କ ଠାରୁ ଭଲ ନୃତ୍ୟ କରନ୍ତି।”

ଏଠାରେ ଦେଖନ୍ତୁ ଭିଡିଓ:-

View this post on Instagram

A post shared by Oosm Dance (@oosm.dance)

ଏହି କଥାରେ କୌଣସି ସନ୍ଦେହ ନାହିଁକି ଝିଅ ବହୁତ ଭଲ ଡ୍ୟାନ୍ସ କରନ୍ତି। ଏହି ଝିଅ ନୋରା ଫତେହୀଙ୍କ ଠାରୁ ମଧ୍ୟ ଭଲ ଡ୍ୟାନ୍ସ କରନ୍ତି ବୋଲି ସୋସିଆଲ ମିଡିଆରେ ଏହି କଥା ସମସ୍ତେ କହୁଛନ୍ତି। କିଛି କହିଲେକି ସମସ୍ତଙ୍କର ନିଜର ନିଜର ଅଲଗା ଅଲଗା ଡ୍ୟାନ୍ସ ଷ୍ଟେପ ଥାଏ। ସେଥିପାଇଁ ତାଙ୍କର ତୁଳନା ଅନ୍ୟ କାହା ସହିତ କରିବା ଉଚିତ ନୁହେଁ। କିଛି ଲୋକ ଏହା ପରାମର୍ଶ ଦେଲେକି ଏହି ଝିଅକୁ ବଲିଉଡରେ ସୁଯୋଗ ମିଳିବା ଦରକାର। ଇଏ ଅନସ୍କ୍ରିନ ଧମାଲ କରିଦେବେ।

Leave A Reply

Your email address will not be published.