କିଙ୍ଗ କୋବ୍ରା ସହ ନାଚ କରିବାକୁ ଲାଗିଲା ଏହି ଯୁବକ,ହାତରେ ସାପକୁ ଉଠାଇଲା ଓ ତା ପରେ …. ଦେଖନ୍ତୁ ଭାଇରାଲ ଭିଡିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ବହୁ ଅଜବଗଜବ ଭିଡିଓ ପୋଷ୍ଟ କରାଯାଇଥାଏ|କିନ୍ତୁ ଆପଣ ଏଭଳି ଖତରନାକ ଭିଡିଓ କେବେ ଦେଖିନଥିବେ|ନିଜ ଜୀବନକୁ ବିପଦରେ ରଖିବା କଥା ଆପଣ ନିଶ୍ଚିତ ଶୁଣିଥିବେ ଏହି ଭିଡିଓ ଏ‌ହି କଥାର ସତ୍ୟତା ଦେଖାଏ|ଏହି ଭିଡିଓରେ ଦେଖାଯାଉଥିବା ଯୁଵକ ନା କେବଳ ନିଜ ଜୀବନ ତଥା ବିଷଧର ସାପକୁ ହିଁ ନିଜ ହାତରେ ରଖିଦେଲା|

ଭିଡିଓରେ ଗୋଟିଏ ଯୁବକକୁ କୋବ୍ରା ସାମ୍ନାରେ ବସିଥିବା ଦେଖାଯାଏ|କିଛି କ୍ଷଣରେ ସେ ସାପର ରାଜାକୁ ଧରିବାକୁ ଚେଷ୍ଟା କରେ|ଏହାପରେ କ’ଣ ହେଲା ଏହା ଜାଣିବାକୁ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ|

View this post on Instagram

A post shared by Earth Reels (@earth.reel)

ଭିଡିଓରେ ଦେଖାଯାଏ ଯୁଵକ ସାପକୁ ହାତରେ ଧରେ ଓ ତା ସହ ନାଚିବାକୁ ଲାଗେ|ଏହି ଭିଡିଓକୁ ଦେଖି ବହୁ ଲୋକଙ୍କ ଲୋମ ଟାଙ୍କୁରି ଉଠିବ|ଏତିକି ନୁହେଁ ବହୁତ ଲୋକ ଏହାକୁ ପାଗଳାମୀ କହିଛନ୍ତି|ଯଦିଓ କିଙ୍ଗ କୋବ୍ରା କୈାଣସି କ୍ଷୟକ୍ଷତି କରିନାହିଁ କିନ୍ତୁ କେବେବି ରାଗରେ ଚୋଟ ମାରିପାରିଥାନ୍ତା|

ଏହି ଭିଡିଓକୁ ସୋସିଆଲ ମିଡିଆରେ ଇନଷ୍ଟଗ୍ରାମରେ ସେୟାର କରାଯାଇଛି|କହିରଖେ କିଙ୍ଗ କୋବ୍ରା ଆକ୍ରମଣରୁ ବଞ୍ଚିବା କଷ୍ଟକର|ଯଦି ଏହି ସାପ ଦଂଶନ କରେ କିଛି କ୍ଷଣ ମଧ୍ୟରେ ଜୀବନ ଚାଲିଯିବ|ଏହିଭଳି ଜୀବନକୁ ଉତ୍ସର୍ଗ କରିବା ଅର୍ଥ ବୋକାମି ବୋଲି ଲୋକେ କହିଛନ୍ତି|

Leave A Reply

Your email address will not be published.