ରାତିରେ ଯୁବତୀ ସହ ସାକ୍ଷାତ କରିବାକୁ ହୋଟେଲକୁ ଗଲା ଯୁବକ,ଆଉ ସକାଳୁ ଉଠିଲା ତ ଉଡିଗଲା ହୋଶ୍ ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏକ ଯୁଵକ ଅନଲାଇନ ଡେଟିଂ ଆପ ଜରିଆରେ ଯୁବତୀ ସହ ଦୋସ୍ତୀ ହେଲା|କିଛି ଦିନ ଚାଟ କରିବା ପରେ ଦୁହେଁ ଭେଟିବାକୁ ନିଷ୍ପତ୍ତି ନେଲେ|କିନ୍ତୁ ପ୍ରଛମ ଦେଖାରେ ଯୁବକକୁ ତାଗଡା ଝଡକା ଲାଗିଲା|ଯୁବତୀ ତାକୁ ଲକ୍ଷ ଲକ୍ଷ ଟଙ୍କା ଚୂନା ଦେଲା|ଯୁବକଙ୍କ ଅଭିଯୋଗ କ୍ରମେ ପୋଲିସ କେସ ରୁଜୁ କରି ଯୁବତୀକୁ ଗିରଫ କରିଛି|

ରିପୋର୍ଟ ଅନୁସାରେ ମାମଲା ଆମେରିକାର ଲସ ବେଗାସର ଅଟେ|ଏଠାରେ ୩୦ ବର୍ଷିୟା ରିଗନ ପାର୍କର କୁ ଗତ ବୁଧବାର ଚୋରି ଆରୋପରେ ଗିରଫ କରିଛି|ରିଗର ପୁରୁଷ ବନ୍ଧୁ ମିଆ ତା ଉପରେ ଧୋକାଧୋଡି ଓ ଚୋରି ଆରୋପରେ ପୋଲିସ କେସ କରିଛନ୍ତି|

ପ୍ରକୃତରେ କିଛି ଦିନ ପୂର୍ବେ ମିଆର ରିଗନ ସହ ଦୋସ୍ତୀ ହୋଇଥିଲା|ଦୁହେଁ ଅନଲାଇନରେ ମିଳିଥିଲେ|ନିକଟରେ ସେ ମିଳାମିଶା ହେବା ପାଇଁ ଲସ ବେଗାସର ଏକ ବିଳାସମୟ ହୋଟଲରେ ପହଞ୍ଚିଲେ|ସେଠାରେ ଏକାସାଙ୍ଗରେ ଡ୍ରିଙ୍କ ଓ ଡିନର ପରେ ଶୋଇଗଲେ|

କିନ୍ତୁ ସକାଳୁ ଯେତେବେଳେ ମିଆ ନିଦରୁ ଉଠିଲା ତ ହୋଶ ଉଡିଗଲା|କାରଣ ରିଗନ ତାର ରୋଲେକ୍ସ ଘଡି ଓ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କ୍ୟାସ ନେଇ ପଳେଇଗଲେ|ରିଗନ ଫୋନ ବନ୍ଦ କରି ଦେଇଥିଲେ|ଦୁଃଖିତ ମିଆ ପୋଲିସକୁ ସୂଚନା ଦେଇ ଘଟିଥିବା ଫ୍ରଡ ବିଷୟରେ ଅଭିଯୋଗ ଦାଖଲ କରିଥିଲେ|ସେ କହିଛନ୍ତି ଯେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିନେଇଥିଲେ|

ଏହାପରେ ପୋଲିସ ରିଗନକୁ ଖୋଜି ଗତ ବୁଧବାର ଦିନ ଗିରଫ କରିଛି|ଏହା ଉପରେ ଚୋରି ମାମଲା ରୁଜୁ କରାଯାଇଛି|ଯାଞ୍ଚ ବେଳେ ଜଣାପଡ଼ିଲା ଯେ ତା ଉପରେ ଧୋକାଧୋଡି ସହିତ ଅନ୍ୟାନ୍ୟ ୮ ମାମଲା ରହିଥିଲା|

Leave A Reply

Your email address will not be published.