ଟି-୨୦ ବିଶ୍ଵକପ ୨୦୨୨ : ଭାରତ-ପାକିସ୍ତାନ ସମେତ ୧୨ଟି ଯାକ ଦେଶର ଦଳ ଘୋଷିତ, ଜାଣନ୍ତୁ ଟି-୨୦ ବିଶ୍ଵକପର ସମସ୍ତ ଦଳର ସମ୍ପୂର୍ଣ ସ୍କ୍ବାର୍ଡ

0

Get real time updates directly on you device, subscribe now.

All Squads T20 World Cup 2022:-
ଆଗାମୀ ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପ୍ରଥମରୁ ୧୫ଜଣିଆ ଦଳ ଘୋଷଣା କରିସାରିଛି। ଟି-୨୦ ବିଶ୍ଵକପର ଆରମ୍ଭ ୧୬ ଅକ୍ଟୋବରରେ ହେବ ଓ ୧୩ ନଭେମ୍ବରରେ ଫାଇନାଲ ଖେଳାଯିବ।

ଏଥର ଟୁର୍ଣ୍ଣାମେଣ୍ଟ ୧୬ଟି ଦଳ ମଧ୍ୟରେ ରହିବ। ଏଥିରେ ୮ଟି ଦଳ ଗୃପ-୧୨ ଷ୍ଟେଜ ପାଇଁ କ୍ଵାଲିଫାଏ କରିଛନ୍ତି। ଯେତେବେଳେକି ୪ଟି ଦଳ କ୍ଵାଲିଫିକେଶନ ରାଉଣ୍ଡ ଜିତ୍ୟ ନିଜର ସ୍ଥାନ ନିର୍ଦ୍ଧିଷ୍ଟ କରିଛନ୍ତି। ଏହି କ୍ଵାଲିଫିକେଶନ ରାଉଣ୍ଡରେ ୮ଟି ଦଳ ପରସ୍ପର ମଧ୍ୟରେ ଭିଡିବେ।

ଏମିତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୃପ-୧୨ ଓ କ୍ବାଲିଫିକେଶନ ରାଉଣ୍ଡର ସମସ୍ତ ୧୬ରୁ ୧୨ଟି ଦଳ ନିଜର ସ୍କ୍ବାର୍ଡ ଘୋଷଣା କରିସାରିଛନ୍ତି। ଯେତେବେଳେକି ଗୃପ-୧୨ରେ କେବଳ ନ୍ୟୁଜଲାଣ୍ଡକୁ ନିଜର ଦଳ ଘୋଷଣା କରିବା ବାକି ଅଛି। ସେହିପରି କ୍ବାଲିଫିକେଶନ ରାଉଣ୍ଡରେ ୟୁଏଇ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡକୁ ନିଜର ଦଳ ଘୋଷଣା କରିବା ବାକି ଅଛି। ଆସନ୍ତୁ ଜାଣିବା ବିଶ୍ଵକପ ପାଇଁ ଘୋଷଣା ହୋଇଥିବା ସମସ୍ତ ସ୍ୱ୍କାର୍ଡ।

ସୁପର-୧୨ ର ଗୃପ-୧:-

ଅଷ୍ଟ୍ରେଲିଆ ସ୍କ୍ବାର୍ଡ:-

ଏରୋନ ଫିଞ୍ଚ୯ଅଧିନାୟକ), ମେଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋଇନିସ, ଏଷ୍ଟନ ଏଗର, ପେଟ କମିନ୍ସ, ଟିମ ଡେଭିଡ, ଜୋଶ ହେଜଲଉଡ଼, ଜୋଶ ଇଂଲିସ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଏଡମ ଜାମ୍ପା।

ଆଫଗାନିସ୍ତାନ ଦଳ:-

ମହମ୍ମଦ ନବୀ(ଅଧିନାୟକ), ରସିଦ ଖାନ, ରହମନୁଲ୍ଲାହ ଗୁରବାଜ, ନଜୀବୁଲ୍ଲାହ ଜଦରାନ, ଅଜମତଲ୍ଲାହ ଅମରଜଇ, ଦରବେଶ ରସୁଲୀ, ଫରୀଦ ଅହମ୍ମଦ, ଫଜଲହକ ଫାରୁକୀ, ହଜରତଲ୍ଲାହ ଜଜଇ, ଇବ୍ରାହିମ ଜଦରାନ, ମୁଜୀବ ଉର ରହମାନ, ନବୀନ ଉଲ ହକ, କେସ ଅହମ୍ମଦ, ସଲୀମ ସଫି ଓ ଉଷ୍ମାନ ଗନି।

ଇଂଲଣ୍ଡ ଦଳ:-

ଜୋସ ବଟଲରଅଧିନାୟକ), ମୋଇନ ଅଲ୍ଲୀ, ଜୋନାଥନ ବେୟରଷ୍ଟୋ, ହ୍ୟାରି ବୃକ, ସେମ କରନ, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ ମଲାନ, ଆଦିଲ ରସିଦ, ଫିଲ ସାଲ୍ଟ, ବେନ ଷ୍ଟୋକ୍ସ, ରୀସ ଟପଲି, ଡେଭିଡ ବିଲି, କ୍ରିସ ଓକ୍ସ ଓ ମାର୍କ ଉଡ଼।

ରିଜର୍ଭ ପ୍ଲେୟାର: ଟାୟଲମ ମିଲ୍ସ, ଲିୟାମ ଡୋସନ ଓ ରିଚାର୍ଡ ଗ୍ଳିସନ

ନ୍ୟୁଜଲାଣ୍ଡ:-

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ଘୋଷଣା କରିନହାନ୍ତି।

ସୁପର-୧୨ର ଗୃପ-୨:-

ଭାରତୀୟ ଦଳ:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ

ଷ୍ଟାଣ୍ଡବାୟ ଖେଳାଳୀ: ମହମ୍ମଦ ଶାମି, ଶ୍ରେୟସ ଅୟର, ରବି ବିଶ୍ନୋଇ, ଦୀପକ ଚହର

ପାକିସ୍ତାନ ଖେଳାଳୀ:-

ବାବର ଆଜମ୯ଅଧିନାୟକ), ଶାଦାବ ଖାନ, ଆସିଫ ଅଲ୍ଲୀ, ହେଦର ଅଲ୍ଲୀ, ହାରିସ ରଉଫ, ଇଫ୍ତିଖାର ଅହମ୍ମଦ, ଖୁଶଦିଲ ଶାହ, ମହମ୍ମଦ ହସନେନ, ମହମ୍ମଦ ନବାଜ, ମହମ୍ମଦ ରିଜୱାନ, ମହମ୍ମଦ ବସିମ ଜୁନିୟର, ନସିମ ଶାହ, ଶାହିନ ଶାହ ଆଫରିଦୀ, ଶାନ ସମୁଦ, ଉଷ୍ମାନ କାଦିର

ଟ୍ରାଭେଲିଙ୍ଗ ରିଜର୍ଭ: ମହମ୍ମଦ ହାରିସ, ଫଖର ଜମାନ ଓ ଶାହନବାଜ ଦହାନୀ

ଦକ୍ଷିଣ ଆଫ୍ରିକା ଦଳ:-

ଟେମ୍ବା ବାଭୁମା(ଅଧିନାୟକ), କ୍ୱିଣ୍ଟନ ଡି କକ (ୱିକେଟକିପର), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ କ୍ଲାସେନ, କେଶବ ମହାରାଜ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ୱେନ ପର୍ନେଲ, ଲୁଙ୍ଗି ଏନଗିଡି, ଆନ୍ରିକ ନର୍କିଆ, ଡୱେନ ପ୍ରିଟୋରିଅସ, କାଗିସୋ ରାବାଡା, ରେଲି ରୋଶୋ, ତବରେଜ ଶାମସି ଏବଂ ଟ୍ରିଷ୍ଟନ ଷ୍ଟବ୍ସ।

ରିଜର୍ଭ ଖେଳାଳୀ: ଜନ ଫାର୍ଟୁଇନ, ମାର୍କୋ ଜାନସେନ ଓ ଏଣ୍ଡିଲେ ଫେହଲୁକବାୟ

ବାଂଲାଦେଶ ଦଳ:-

ଶାକିବ ଅଲ ହାସନ (ଅଧିନାୟକ), ଅନାମୁଲ ହକ, ମୁଶଫିକୁର ରହୀମ, ଆଫିଫ ହୋସେନ, ମୋସାଦିକ ହୋସେନ, ମହମୁଦୁଲ୍ଲା, ମେହେଦି ହାସନ, ମହମ୍ମଦ ସଇଫୁଦ୍ଦିନ, ହାସନ ମହମୁଦ, ମୁସ୍ତାଫିଜୁର ରହମାନ, ନାସୁମ ଅହମ୍ମଦ, ଶବବୀର ରହମାନ, ମେହଦୀ ହସନ ମିରାଜ, ଇବାଦତ ହୁସେନ,ପରଭେଜ ହୁସେନ ଇମୋନ, ନୁରୁଲ ହାସନ, ତସ୍କିନ ଅହମ୍ମଦ।

ଫାର୍ଷ୍ଟ ରାଉଣ୍ଡ ଗୃପ-ଏ:-

ନାମିବିଆ ଦଳ:-

ଗେର୍ହଡ ଏରାସମସ୍ (ଅଧିନାୟକ), ଜେଜେ ସ୍ମିଟ, ଦେୱାନ ଲା କକ, ଷ୍ଟିଫନ ବାର୍ଡ, ନିକୋଲ ଲଫ୍ଟି ଇଟନ, ଜାନ ଫ୍ରିଲିଙ୍କ, ଡେଭିଡ ୱିଜ, ରୁବେନ ଟ୍ରମ୍ପେଲମ୍ୟାନ, ଜେନ ଗ୍ରୀନ, ବର୍ନାର୍ଡ ସ୍କୋଲ୍ଟଜ, ଟାଙ୍ଗାନି ଲୁଙ୍ଗମେନି, ମାଇକେଲ ଭାନ ଲିଙ୍ଗେନ, ବେନ ଶିକୋଙ୍ଗୋ, କାର୍ଲ ବିରେକନଷ୍ଟକ, ଲୋହାନ ଲରେନ୍ସ, ହାଲାଓ ୟା ଫ୍ରାନ୍ସ।

ଶ୍ରୀଲଙ୍କା ଦଳ:-

ଦାଶୁନ ଶନାକା(ଅଧିନାୟକ), ଦନୁଷ୍କା ଗୁଣତିଲକ, ପଥୁମ ନିସାନ୍କା, କୁସଲ ମେଣ୍ଡିସ(ୱିକେଟକିପର), ଚାରିତ ଅସଲଙ୍କା, ଭାନୁକା ରାଜପକ୍ସା(ୱିକେଟକିପର), ଧନଞ୍ଜୟ ଡିସିଲଭା, ୱାନିନ୍ଦୁ ହାସାରଙ୍ଗା, ମହିଷ ତିକ୍ଷଣା, ଜେଫ୍ରି ଭାଣ୍ଡରସେ, ଚାମିକା କରୁଣାରାଣେ, ଦୁଷ୍ମନ୍ତା ଚମିରା(ଫିଟନେସ ଅଧୀନରେ), ଲାହିରୁ କୁମାରା (ଫିଟନେସ ଅଧୀନରେ), ଦିଲଶାନ ମଦୁଶଙ୍କା, ପ୍ରମୋଦ ମଦୁଶାନ।

ଷ୍ଟାଣ୍ଡବାଏ: ଅଶେନ ବଣ୍ଡାରା, ପ୍ରବୀଣ ଜୟାବିକ୍ରମା, ଦିନେଶ ଚାନ୍ଦିମଲ, ବିନୁରା ଫର୍ନାଣ୍ଡୋ ଓ ନୁବାନିନ୍ଦୁ ଫର୍ନାଣ୍ଡୋ

ନେଦରଲ୍ୟାଣ୍ଡ ଦଳ:-

ସ୍କଟ୍ ଏଡୱାର୍ଡସ (ଅଧିନାୟକ, ୱିକେଟକିପର), କଲିନ ଆକ୍କର୍ମନ, ଟମ କପୁର୍, ବାସ ଡଲିଡେ, ବ୍ରେଣ୍ଡନ ଗ୍ଲୋଭର, ଫ୍ରେଡ କ୍ଲାସେନ, ଷ୍ଟିଭେନ ମାୟବର୍ଗ, ଆନ ଅନିଲ ତେଜା, ମ୍ୟାକ୍ସ ଓଡାଉଡ, ଟିମ ପ୍ରିଙ୍ଗଲେ, ଶରିଜ ଅହମ୍ମଦ, ଲୋଗାନ ଭାନ ବେକ, ଟିମ ଭାନ ଡେର ଗୁଗଟନ, ରୋଲୋଫ ଭାନ ଡେର ମେରୱେ, ପଲ ଭାନ ମେକେରେନ, ବିକ୍ରମଜିତ ସିଂ।

ୟୁଏଇ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ଫାର୍ଷ୍ଟ ରାଉଣ୍ଡ ଗୃପ-ବି(କ୍ଵାଲିଫାଇଙ୍ଗ ରାଉଣ୍ଡ):-

ୱେଷ୍ଟଇଣ୍ଡିଜ ଦଳ:-

ନିକୋଲାସ ପୁରନ(ଅଧିନାୟକ), ରୋଭମାନ ପାୱେଲ, ୟାନିକ କାରିଆ, ଜନସନ ଚାର୍ଲ୍ସ, ଶେଲଡନ କୋଟ୍ରେଲ, ଶିମ୍ରନ ହେଟମିୟର, ଜେସନ ହୋଲ୍ଡର, ଆକିଲ ହୋସେନ, ଅଲଜାରି ଜୋସେଫ, ବ୍ରେଣ୍ଡନ କିଙ୍ଗ, ଇଭିନ ଲୁଇସ, କାଇଲ ମେରେସ, ଓବେଡ ମ୍ୟାକକୋ, ରେମନ ରେଫର, ଓଡିନ ସ୍ମିଥ।

ଜିମ୍ବାୱେ ଦଳ:-

କ୍ରେଗ ଇର୍ଭିନ୯ଅଧିନାୟକ), ରେୟାନ ବର୍ଲ, ରେଜିସ ଚକାବବା, ତେନ୍ଦଇ ଚତାରା, ବ୍ରେଡଲି ଇବାନ୍ସ, ଲ୍ୟୁକ ଜୋଙ୍ଗବେ, କ୍ଲାଇବ ମଣ୍ଡାଡେ, ବେସଲି ମଧେବେରେ, ବେଲିଂଟନ ମସାକାଦଜା, ଟୋନି ମୁନୟୋଙ୍ଗା, ବ୍ଲେସିଙ୍ଗ ଗୁଜରବାନୀ, ରିଚାର୍ଡ ନଗରବା, ସିକନ୍ଦର ରଜା, ମିଲ୍ଟନ ଶୁମ୍ବା ପ ସୀନ ୱିଲିୟମସନ।

ରିଜର୍ଭ ପ୍ଲେୟାର: ତନାକା ଚିବଙ୍ଗା, ଇନୋସେଣ୍ଟ କେୟା, କେବିନ କସୁଜା, ତଦିବାନାଶୋ ମାରୁମନି ଓ ବିକ୍ଟର ନ୍ୟାଉଚି

ଆୟରଲାଣ୍ଡ ଓ ସ୍କଟଲାଣ୍ଡ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

Leave A Reply

Your email address will not be published.