ଫାର୍ମହାଉସ୍‌ ପାଖରେ ହିଁ କରାଯାଇଥାନ୍ତା ସଲମାନ ଖାନଙ୍କୁ ହ-ତ୍ୟା ! ହୋଶ୍‌ ଉଡ଼ାଇ ଦେବ ବିଶ୍ନୋଇ ଗ୍ୟା-ଙ୍ଗ୍‌ର ପ୍ଲା-ନ୍,ଜାଣନ୍ତୁ ପୁରା ପ୍ଲା-ନ ,,

0

Get real time updates directly on you device, subscribe now.

ବଲିଉଡର ଦ-ବଙ୍ଗ ସଲମାନ ଖାନଙ୍କ ଅସୁବିଧା କିଛି କମ୍ ହେବାର ନାମ ନେଉନାହିଁ । ଥରେ ନୁହେଁ ଦୁଇ ଦୁଇ ଥର ଲରେନ୍ସ ବିଷ୍ଣୋଇ ଗ୍ୟା-ଙ୍ଗର ରାଡାରରେ ଥିବା ସଲମାନଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରା ଯାଇଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଲରେନ୍ସ ଗ୍ୟା-ଙ୍ଗ ତାଙ୍କୁ ହ-ତ୍ୟା କରିବା ପାଇଁ ପ୍ଲା-ନ ବି ପ୍ରସ୍ତୁତ କରିଥିଲା । ତେବେ ଏହି ଷ-ଡ଼ଯ-ନ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ବି-ଫଳ ହୋଇଥିଲା ।ଏହି ପ୍ଲାନ ଅଧୀନରେ ସଲମାନ ଖାନଙ୍କୁ ତାଙ୍କ ପନଭେଲ ଫାର୍ମହାଉସ ନିକଟରେ ହ-ତ୍ୟା କରିବା ପାଇଁ ଏକ ବଡ଼ ଷ-ଡ଼ଯ-ନ୍ତ୍ର କରା ଯାଇଥିଲା ।

ପଞ୍ଜାବ ପୋ-ଲିସ କହିଛି ଯେ ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇ ଗ୍ୟା-ଙ୍ଗର ସୁ-ଟର କପିଲ ପଣ୍ଡିତ ଏହି ଯୋଜନାକୁ ଆଗେଇ ନେଉଛନ୍ତି । ନିକଟରେ ପଣ୍ଡିତଙ୍କୁ ଭାରତ-ନେପାଳ ସୀମାରୁ ଗି-ରଫ କରା ଯାଇଥିଲା । ତେବେ ମିଳିଥିବା ଖବର ଅନୁସାରେ କପିଲ ପଣ୍ଡିତ, ସନ୍ତୋଷ ଯାଦବ ଓ ଦୀପକ ମୁଣ୍ଡି ଓ ଅନ୍ୟ କେତେକ ସୁଟର ମୁମ୍ବାଇ ନିକଟ ପନଭେଲରେ ଏକ ଭଡ଼ା ରୁମରେ ପ୍ରାୟ ଦେଢ଼ ମାସ ରହିଥିଲେ

ପନଭେଲରେ ଅବସ୍ଥିତ ସଲମାନ ଖାନଙ୍କ ଫାର୍ମ ହାଉସର ରାସ୍ତାକୁ ଲରେନ୍ସଙ୍କ ସୁଟ-ରମାନେ ଗଣନା କରିଥିଲେ । ଲରେନ୍ସଙ୍କର ଏହି ସମସ୍ତ ସୁଟ-ରଙ୍କ ପାଖରେ ସଲମାନ ଉପରେ ଆକ୍ର-ମଣ ପାଇଁ ବ୍ୟବହୃତ ଛୋଟ ଅ-ସ୍ତ୍ର, ପି-ସ୍ତଲ, ଗୁ-ଳି ସବୁଥିଲା । ତେବେ ଅନୁସ-ନ୍ଧାନରୁ ଏହା ମଧ୍ୟ ଜଣାପଡ଼଼ିଛି ଯେ ସଲମାନଙ୍କୁ ହ-ତ୍ୟା କରିବାକୁ ପ୍ରସ୍ତୁତ ସୁଟ-ରମାନେ ଜାଣିବାକୁ ପାଇଥିଲେ ଯେ ସଲମାନ ଖାନ ହିଟ୍-ରନ୍ ମା-ମ-ଲା ପରଠାରୁ ଗାଡିଟିକୁ ବହୁତ କମ୍ ବେଗରେ ଚଳାଉଛନ୍ତି ।

ସେହିପରି ଯେତେବେଳେ ସଲମାନ ଖାନଙ୍କ ଫାର୍ମ ହାଉସକୁ ଆସନ୍ତି, ତାଙ୍କ ସହ ଅଧିକାଂଶ ସମୟ ତାଙ୍କ ବଡ଼ିଗାର୍ଡ ଶେରା ତାଙ୍କ ସହିତ ଉପସ୍ଥିତ ରୁହନ୍ତି । ପ୍ରକାଶ ଥାଉକି ସଲମାନ ଖାନ ଦୀର୍ଘ ଦିନ ଧରି ବିଷ୍ଣୋଇ ଗ୍ୟା-ଙ୍ଗର ଟାର୍ଗେ-ଟରେ ଥିଲେ । ଏହି ନୂଆ ଖୁଲାସା ଜରିଆରେ ସେମାନଙ୍କ ଅସୁବିଧା ଅଧିକ ବଢ଼ିଯାଇଛି । ଏହି ଗ୍ୟା-ଙ୍ଗ ସଲମାନଙ୍କୁ ହଟାଇବାକୁ ଚାହୁଁଛି, ଯେଉଁଥିପାଇଁ ଏକ ଷ-ଡ଼ଯ-ନ୍ତ୍ର ହୋଇ ସାରିଛି ।

Leave A Reply

Your email address will not be published.