ରୁଷ୍ ରାଷ୍ଟ୍ରପତି ପୁତିନଙ୍କ ଉପରେ ଆକ୍ର-ମଣ ! ତାଙ୍କ ଗାଡି ନିକଟରେ ବିସ୍ଫୋ-ରଣ ………

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ରହିଛି ତାହା ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ହୋଇଛି ଏକ ବଡ଼ ଆକ୍ର-ମଣ । କିନ୍ତୁ ହୋଇଥିବା ସେହି ଆକ୍ର-ମଣରୁ ଓ ହ-ତ୍ୟା ଉଦ୍ୟ-ମରୁ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି ।

ୟୁରୋ ସାପ୍ତାହିକ ସମ୍ବାଦର ଏକ ରି-ପୋର୍ଟ ଅନୁଯାୟୀ ଏହି ଖବର ହସ୍ତଗତ ହୋଇଛି । ଏଥିରେ କୁହାଯାଇଛି ଯେ ବୁଧବାର ଦିନ ଜେନେରାଲ ଜିଭିଆର ଟେଲିଗ୍ରାମ ଚ୍ୟାନେଲରେ ଏହି ସୂଚନା ପ୍ରକାଶ ପାଇଛି । ଆଉଟଲେଟ୍‌ କିନ୍ତୁ ଆହୁରି ମଧ୍ୟ କହିଛି ଯେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ ।

ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ର-ମଣ କରିବା ପରଠାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ପ୍ରତି ବିପ-ଦକୁ ନେଇ ଗୁ-ଜବ ଘୂରି ବୁଲୁଛି । ଖୋଦ୍‌ ରାଷ୍ଟ୍ରପତି ପୁଟିନ ନିଜ ବିଷୟରେ ୨୦୧୭ ମସିହାରେ ସର୍ବସାଧାରଣରେ ପ୍ରକାଶ କରି କହିଥିଲେ ଯେ ସେ ଅତି କମରେ ପାଞ୍ଚଟି ହ-ତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତି ଯାଇଛନ୍ତି ।

ତେବେ ବନ୍ଧୁଗଣ ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶ ପାଇଥିବା ରି-ପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁଟିନ ତାଙ୍କ ସରକାରୀ ବାସଭବନକୁ ଫେରୁଥିବା ବେଳେ ତାଙ୍କ ସୁର-କ୍ଷା ସ୍କ୍ବାର୍ଡର ଲିମୋଜିନ ଗାଡ଼ିର ବାମ ସମ୍ମୁଖ ଚକରେ ଏକ ଶକ୍ତ ଜୋ-ରରେ ଧ-କ୍କା ଲାଗିଥିଲା ।

ୟୁରୋ ସାପ୍ତାହିକ ରି-ପୋର୍ଟ କରିଛି ଯେ ଏଥିରୁ ଧୂ-ଆଁ ବାହାରିବା ପରେ ମଧ୍ୟ କାରଟି ଶୀଘ୍ର ସୁର-କ୍ଷିତ ସ୍ଥାନକୁ ନିଆଯାଇ ପରିଥିଲା ଏବଂ ପୁତିନଙ୍କୁ ତୁରନ୍ତ ବମ୍ ଡିସପୋଜାଲ୍ ସ୍କ୍ବାର୍ଡ ଏବଂ ବୁଲେଟପ୍ରୁଫ୍ ସୁର-କ୍ଷା ବାହିନୀ ଦ୍ବାରା ଘେରାବନ୍ଦୀ କରାଯାଇଥିଲା।

ତେଣୁ ଏହି ଘଟ-ଣାରେ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ କୌଣସି କ୍ଷ-ତି ହୋଇନାହିଁ, କିନ୍ତୁ ଆଉଟଲେଟ୍‌ କହିଛି ଯେ ଏହି ଘଟ-ଣାରେ ଅନେକ ବ୍ୟକ୍ତିଙ୍କୁ ଗି-ରଫ କରାଯାଇଛି । ଅନ୍ୟ ପକ୍ଷରେ ଦୀର୍ଘ ସାତ ମାସ ଧରି ଚାଲିଥିବା ରୁଷ୍ ଏବଂ ୟୁକ୍ରେନ୍ ଯୁ-ଦ୍ଧର ପରିସମାପ୍ତି କେବେ ତାହା କହିବା ଅନିଶ୍ଚିତ ।

ହେଲେ ଏହି ଏହି ଯୁ-ଦ୍ଧ ଚାଲିଥିବା ବେଳେ ଏବେ ରୁଷ ରାଷ୍ଟ୍ରପତିଙ୍କ ଉପରେ ଏତେ ବଡ଼ ଆ-ତ୍ମଘା-ତୀ ଆକ୍ର-ମଣକୁ ନେଇ ପ୍ରଶ୍ନ ଉଠିଛି । ଏଠାରେ କହିରଖୁଛୁ ଯେ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁ-ଦ୍ଧ ଅବିରତ ଭାବେ ଚାଲିଛି । ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଗୁ-ଳି ବିନିମୟ ଜାରି ରହିଛି । ହେଲେ ରୁଷ-ୟୁକ୍ରେନ୍‌ ଯୁ-ଦ୍ଧ ଯୋଗୁଁ ୟୁରୋପ ଏକ ଭ-ୟଙ୍କର ପରିସ୍ଥିତିର ସମ୍ମୁଖିନ ହେଉଛି ।

Leave A Reply

Your email address will not be published.