ଆୟ କରିବେ ଘରେ ବସି, କେବଳ ଏକ ପୁରୁଣା ସ୍ମାର୍ଟଫୋନ ନିଅନ୍ତୁ ଓ ଆରମ୍ଭ ହୋଇଯାନ୍ତୁ

0

Get real time updates directly on you device, subscribe now.

Money Earning by Smartphone:-

ଭାରତରେ ସ୍ମାର୍ଟଫୋନକୁ ବ୍ୟବହାର ଅଧିକାଂଶ ଲୋକ କରନ୍ତି କିନ୍ତୁ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହି କଥା ଜାଣିନଥାନ୍ତିକି ଏଥିରୁ ପଇସା କେମିତି ଆୟ କରିହେବ। ଆଜି ଏହି ଖବରରେ ଆମେ ଆପଣଙ୍କୁ କହିବାକୁ ଯାଉଛୁକି କେମିତି ଆପଣ ପୁରୁଣା ସ୍ମାର୍ଟଫୋନକୁ ବ୍ୟବହାର କରି ପ୍ରତ୍ୟେକ ଦିନ ଭଲ ଆୟ କରିପାରିବେ ଓ ମାସିକ ଆୟକୁ ବୃଦ୍ଧି କରିପାରିବେ। ପଇସା ଆୟ କରିବାକୁ ଆପଣଙ୍କୁ ଅଧିକ କଷ୍ଟ ମଧ୍ୟ ହେବନାହିଁ। ପଇସା ଆୟ କରିବା ପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ। ଆପଣଙ୍କୁ କେବଳ ଏକ ପୁରୁଣା ସ୍ମାର୍ଟଫୋନ ଆବଶ୍ୟକ ଓ ଆପଣଙ୍କୁ ଏକ ଇଣ୍ଟରନେଟ କନେକ୍ସନ ହେବା ଦରକାର ଓ ଏତିକିରୁ ଆପଣ ଭଲ ପଇସା ଆୟ କରିପାରିବେ।

ଗେମ ଟେଷ୍ଟର:-

ଯଦି ଆମେ ଅନଲାଇନ ସର୍ଭେ କଥା କହିବା ତେବେ ଅନେକ ଏମିତି ୱେବସାଇଟ ଅଛି ଯାହା ମାର୍କେଟରେ ଲଞ୍ଚ ହେଉଥିବା ଗେମକୁ ଟେଷ୍ଟ କରିବାକୁ ଚାହାନ୍ତି ଓ ସେତେବେଳେ ସେମାନେ ଏହାକୁ ଟେଷ୍ଟ କରନ୍ତି। ଏହି ଗେମକୁ ଆପଣ ଖେଳିପାରିବେ ଓ ଏହା ବଦଳରେ କମ୍ପାନୀ ଆପଣଙ୍କୁ ପଇସା ଦେଇଥାଏ। ଏହି ଉପାୟରେ ଆପଣ ପ୍ରତ୍ୟେକ ମାସ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ଯନ୍ତ ଆୟ କରିପାରିବେ।

ଅନଲାଇନ ସର୍ଭେ:-

ଯଦି ଆମେ ଅନଲାଇନ ସର୍ଭେ କଥା କହିବା ତେବେ ମାର୍କେଟରେ ଅନେକ ୱେବସାଇଟ ଅଛି ଯେଉଁମାନେ ଅନଲାଇନ ସର୍ଭେ କରା, କିଛି ମାଗଣାରେ ଥାଏ ଓ କିଛି ୟୁଜର୍ସଙ୍କୁ ପଇସା ଦିଆଯାଏ। ଏହି ୱେବସାଇଟରେ ସର୍ଭେ କରି ଗ୍ରାହକ ପ୍ରତ୍ୟେକ ଦିନ ଅନୁସାରେ ୫୦୦ ରୁ ନେଇ ୧୦୦୦ ଟଙ୍କା ପର୍ଯ୍ଯନ୍ତ ଆୟ କରିପାରିବେ।

ୟୁଟୁବ ଭିଡିଓ:-

ଯଦି ଆପଣ ୟୁଟୁବ ଭିଡିଓ ଟ୍ରାଏ କରିନାହାନ୍ତି ତେବେ ଆପଣ ଏଥିରୁ ଭଲ ଭାବରେ ଆୟ କରିପାରିବେ। ୟୁଟୁବ ଭିଡିଓ ତିଆରି କରିବା ପାଇଁ କିଛି ନିୟମ ଅଛି। ଏହି ନିୟମରେ ଭଲ କଣ୍ଟେଣ୍ଟ। ଭଲ କ୍ଵାଲିଟି ସହିତ ଏକ ସନ୍ତୋଷଜନକ ଡ୍ୟୁରେଶନ ସାମିଲ ଥାଏ। ଯଦି ଆପଣ ଏହି କଥାକୁ ଧ୍ୟାନ ରଖିବେ ତେବେ ଆପଣ ପ୍ରତ୍ୟେକ ମାସ ଭଲ ଆୟ କରିପାରିବେ। ଯଦି ଆପଣ ଏହି ଟିପ୍ସକୁ ଫଲୋ କରନ୍ତି ତେବେ ଆୟ କରିବାର ଅନେକ ରାସ୍ତା ଖୋଲିଯିବ। ଡେଡିକେସନ ବହୁତ ଆବଶ୍ୟକ ଅଟେ ଓ ଅନଲାଇନ ଆୟରେ ଏହା ସବୁଠାରୁ ବଡ ଫେକ୍ଟର ଅଟେ।

Leave A Reply

Your email address will not be published.