ଦୌଡ଼ି ପଳାଉଥିବା ସିଂହକୁ ନିଜ ବାହୁରେ ଜାବୁଡ଼ି ଧରିଲେ ଏହି ମହିଳା,ଆଉ ଏମିତି ଭାବରେ ଆଣିଲେ….. ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

Social Media Viral Video: ବେଳେବେଳେ ଆପଣ ଏମିତି କିଛି ଦେଖିନିଅନ୍ତି, ଯାହା ଉପରେ ବିଶ୍ବାସ କରିବା ବହୁତ୍ କଷ୍ଟକର ହୋଇପଡେ । ଯିଏ ବି ଏହି ଭିଡିଓ ଦେଖୁଛି, ତାକୁ ନିଜ ଆଖି ଉପରେ ବିଶ୍ୱାସ ହେଉନାହିଁ । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ଜଣେ ମହିଳା ସାମ୍ନାରେ ବିଲକୁଲ ଅସହାୟ ଦେଖାଯାଉଛି । ଏତେ ଭୟଙ୍କର ପଶୁ ସହିତ ଏହି ମହିଳା ଅଜବ ପ୍ରକାରର କାର୍ଯ୍ୟକଳାପ କରୁଛନ୍ତି ଏବଂ ସିଂହ ସବୁକିଛି ଚୁପଚାପ୍ ସହି ଯାଉଛି । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି ।

ଆଗରୁ ଦେଖି ନଥିବେ ଏପରି ଭିଡିଓ :-

ଭିଡ଼ିଓରେ ଜଣେ ମହିଳା କୌଣସି ରାସ୍ତାରେ ଜଙ୍ଗଲି ପଶୁକୁ ଧରି ଚାଲିଛନ୍ତି । ଭିଡ଼ିଓରେ ଆଗକୁ ଦେଖାଯାଇଥାଏ ଯେ ଏହି ଜଙ୍ଗଲି ପଶୁ ତ ଭୟଙ୍କର ସିଂହ ଅଟେ । ଏହି ମହିଳା ସିଂହକୁ ନିଜ ବାହୁରେ ବହୁତ୍ ଜୋରରେ ଜାବୁଡ଼ି ଧରିଛନ୍ତି । ଆପଣ ମଧ୍ୟ ଏହି ଭାଇରାଲ୍ ଭିଡ଼ିଓକୁ ନିଶ୍ଚିତ ଭାବେ ଦେଖନ୍ତୁ…

ସିଂହ ପାଲଟିଗଲା ବିଲେଇ :-

ବିଚରା ସିଂହ ବହୁତ୍ ଜୋରରେ ଗର୍ଜନ କରୁଛି, ଯେପରିକି ମହିଳାଙ୍କ ଠାରେ ତାକୁ ଛାଡ଼ିଦେବା ପାଇଁ ବିନତି କରୁଛି । ମହିଳା ଦ୍ରୁତ ଗତିରେ ଗୋଟିଏ କାର ପାଖକୁ ଆସନ୍ତି ଏବଂ ସିଂହକୁ ତଳେ ଛାଡ଼ି ଦିଅନ୍ତି । ଏହି ଭିଡିଓକୁ ଦେଖିବାପରେ ଲୋକମାନେ ନିଜକୁ ପ୍ରତିକ୍ରିୟା ଦେବାରେ ଅଟକାଇ ପାରୁନାହାଁନ୍ତି । ମାତ୍ର 16 ସେକେଣ୍ଡର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଭାଇରାଲ୍ ହେଉଛି ଭିଡିଓ :-

ଟୁଇଟରରେ ସେୟାର କରାଯାଇଥିବା ଏହି ଭିଡିଓକୁ 3 ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡ଼ିଓକୁ ନେଇ କିଛି ଲୋକ ଥଟ୍ଟା ମଜା କରୁଛନ୍ତି ତ ଆଉ କିଛି ଲୋକ ପଶୁମାନଙ୍କ ଉପରେ ଅତ୍ୟାଚାର ବୋଲି କହୁଛନ୍ତି । ଜଣେ ୟୁଜର କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ପ୍ୟାରେଣ୍ଟ ନିଜ ପିଲାଙ୍କୁ ଏହିପରି ସ୍କୁଲକୁ ଘୋଷାଡି ଘୋଷାଡି ନେଇଯାଆନ୍ତି । ଜଣେ ୟୁଜର କହିଛନ୍ତି, ସିଂହକୁ କଷ୍ଟ ହେଉଥିବ ।

Leave A Reply

Your email address will not be published.