ପେଟରୁ ବାହାରିଲା ୬୩ ଟି କଏନ, ଡାକ୍ତର ଦେଖି ପାଗଳ

0

Get real time updates directly on you device, subscribe now.

ସାମ୍ପ୍ରତିକ ଯୁଗ ବିଜ୍ଞାନ ର ଯୁଗ । ବିଜ୍ଞାନ ବଳରେ ମଣିଷ ଆଜି ପ୍ରଗତି ର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରୁଛି । ନିଜ ଆବଶ୍ୟକତା ର ପରିପୂର୍ଣ ପାଇଁ ମାନବ ବିଜ୍ଞାନ ଉପରେ ନିର୍ଭରଶୀଳ । ଗମନା ଗମନ, କୃଷି , ସ୍ବାସ୍ଥ୍ୟ , ଶିଳ୍ପ ପ୍ରଭୃତି ବିବିଧ କ୍ଷେତ୍ର ରେ ନୂଆ ନୂଆ ଉଦ୍ଭାବନ ମନୁଷ୍ୟ ର କାରଣ ପାଇଁ ନିମିତ୍ତ ଉଦ୍ଦିଷ୍ଟ । ତେବେ ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି ।

କେତେ ବେଳେ ଟିଭି ଜରିଆରେ ହେଉ ବା ଖବର କାଗଜ ଜରିଆରେ ହେଉ ଆମେ ଜାଣିବାକୁ ପାଇଥାଉ । ମାତ୍ର ସଡ଼କ ଦୁର୍ଘଟଣା ବିଷୟ ରେ ଅଧିକ ଶୁଣିବାକୁ ମିଳି ଥାଏ । ସାମାନ୍ୟ ଅସାବଧାନତା ହେତୁ ଅନେକ ଦୁର୍ଘଟଣା ଘଟି ଥାଏ । କେତେବଳେ ବସ୍ ର ଦୁର୍ଘଟଣା ହେଉଛି ତ କେବେ ରେଳପଥ ରେ । ଏହି ଦୁର୍ଘଟଣା ପାଇଁ କେତେ ଜୀବନ ଙ୍କ ମୃତ୍ୟୁ ଘଟୁଛି । କେତେ ଜଣ ଙ୍କ କ୍ଷୟ କ୍ଷତି ମଧ୍ୟ ହେଉଛି । ରେଳପଥ ରେ ମଧ୍ୟ ବିଭିନ୍ନ ଦୁର୍ଘଟଣା ଦେଖି ବାକୁ ମିଳିଛି ।

ଅତ୍ୟାଧୁନିକ ବୈଜ୍ଞାନିକ ଯୁଗ ରେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚର ର ବ୍ୟବହାର କରା ଯାଉଛି । ଏଥି ଯୋଗୁଁ କେବେ ପେଟ ରୁ କଣ୍ଟା ତ କେବେ ପଥର ବାହାରିବା ର ସୁନିଥିବେ । ରାଜସ୍ଥାନ ରେ ଏପରି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ଯୁବକ ଙ୍କ ପେଟ ରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ୍ ଯାଇଥିଲେ ।

ଏହା ପରେ ଡାକ୍ତର ଏକ୍ସ ରେ କରିବାକୁ କହି ବାରୁ ସତ ସାମ୍ନା କୁ ଆସିଥିଲା । ଯୋଧ ପୂର ର ଜଣେ ୩୬ ବର୍ଷୀୟ ଯୁବକ ଙ୍କୁ ପଚାରିବା ପରେ କହିଥିଲେ ଯେ ସେ କୋଏନ କୁ ଗିଲି ଦେଇଛନ୍ତି । ଏହା ଶୁଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ଏହା ପରେ ଅସ୍ତ୍ରୋପଚାର କରି ପେଟ ରୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଯୁବକ ଙ୍କ ପେଟ ରୁ ଗୋଟିଏ କି ଦୁଇଟା ନୁହଁ ପୁରା ୬୩ ଟି ଟଙ୍କା ଗିଳି ଦେଇଥିଲେ ।

Leave A Reply

Your email address will not be published.