ଦେଖନ୍ତୁ ଭିଡିଓ: ଖୁଲମ ଖୋଲା ଏହି ବ୍ୟକ୍ତି ସହ ପୋଲିସ କଲା ଏଭଳି ଅମାନୁଷିକ କାଣ୍ଡ,ଆଉ ତା ପରେ ….

0

Get real time updates directly on you device, subscribe now.

ଯେଉଁଠି ସୋସିଆଲ ମିଡିଆରେ କେହିବି ଭାଇରାଲ ହେଵାକୁ ଚାହୁଁଥାଏ, ଅପରପକ୍ଷରେ କିଛି ଲୋକଙ୍କ ପାଇଁ ଏହି ସମସ୍ୟା ହୋଇଥାଏ|ଏଭଳି କିଛି ରେବା ଜିଲ୍ଲାର ଜଣେ କନେଷ୍ଟବଳଙ୍କ ସହ ଘଟିଛି|ଏହାର ଏକ ଭିଡିଓ ଦେଖି ସୋସିଆଲ ମିଡିଆରେ ରାଗରେ ଜରଜର ହେଉଛନ୍ତି|ଏହି ଘଟଣା ମଧ୍ୟପ୍ରଦେଶର ଜବଲପୁର ରେଳଷ୍ଟେସନରେ କିଏ ଏହି ଘଟଣା କ୍ୟାମେରାରେ ରେକର୍ଡ କରିନେଇଛନ୍ତି ଯାହା ଭାଇରାଲ ହେବା ପରେ କନେଷ୍ଟବଳଙ୍କୁ ସସପେଣ୍ଡ କରି ଦିଆଯାଇଛି|ଚାଲନ୍ତୁ ସମ୍ପୁର୍ଣ୍ଣ ଘଟଣା ଜାଣିବା:

ମାତ୍ର ୩୦ ସେକେଣ୍ଡର ଏହି ଭିଡିଓରେ ପୋଲିସ କନେଷ୍ଟବଳ ଏକ ବୟସ୍କ ବ୍ୟକ୍ତିଙ୍କୁ ହାତ ଉଠାଉଥିବା ଦେଖାଯାଏ|ପୋଲିସର ନାମ ଅନନ୍ତ ମିଶ୍ରା ଚିହ୍ନଟ କରାଯାଇଛି|ଭିଡିଓରେ ବୟସ୍କଙ୍କ ସହ ଖରାପ ବ୍ୟବହାର କରାଯାଇଛି|ଆପଣ ପ୍ରଥମେ ଏହି ଭିଡିଓକୁ ଦେଖନ୍ତୁ|

ଏହି ଭିଡିଓରେ ଦେଖାଯାଏ କିପରି ଜଣେ ପୋଲିସ ବାଲା ଵୟସ୍କଙ୍କୁ କିଭଳି ସାଂଘାତିକ ମାଡ ମାରୁଛି|କେତେବେଳେ ଲାତ ତ କେତେବେଳେ ମୁହଁରେ ମୁଖି ମାରୁଛି|ଏହାପରେ ପୋଲିସ ଵ୍ୟକ୍ତିଙ୍କୁ ଘୋଷାରି ଘୋଷାରି ନେଉ ରେଳ ପ୍ଲାଟଫର୍ମରେ ଲଟକାଉଥିବା ଦେଖାଯାଏ|ଭିଡିଓ ଭାଇରାଲ ହେବାପରେ ଅନନ୍ତଙ୍କୁ ସସପେଣ୍ଡ କରାଯାଇଛି|

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି|କୁହାଯାଇଛି ପୋଲିସ ଓ ବୟସ୍କ ମଧ୍ୟରେ କୈାଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା|ଭିଡିଓ‌ ଜୋରରେ ଭାଇରାଲ ହେଉଛି ଓ ପୋଲିସକୁ ତା କାମ ପାଇଁ ଟ୍ରୋଲ କରାଯାଇଛି|

Leave A Reply

Your email address will not be published.