ଦୁଇଥର ବିବାହ ହୋଇସାରିଛନ୍ତି ଟିଭି ଅଭିନେତା ଶ୍ରୀକୃଷ୍ଣ,ଘରେ ଘରେ ହୋଇଥିଲେ ଲୋକପ୍ରିୟ,ଏଵେ କେଉଁଠି ଅଛନ୍ତି ସ୍ୱପ୍ନିଲ ଯୋଶୀ ?

0

Get real time updates directly on you device, subscribe now.

ଫିଲ୍ମ ସହ ଛୋଟ ପରଦାର ଧାରାବାହିକ ଦର୍ଶକଙ୍କ ହୃଦୟ ଜିଣି ନେଇଥାନ୍ତି|କିଛି ଧାରାବାହିକ ଫ୍ଲିପ ହେଉଥିବା ବେଳେ କିଛି ଲୋକଙ୍କ ପ୍ରିୟ ହୋଇ ପାରିଛି|କିଛି ସିରିଏଲ୍ ବହୁବର୍ଷ ପୂର୍ବରୁ ଆସି ମଧ୍ୟ ଏଵେବି ଚର୍ଚ୍ଚାରେ ରହିଛି|

୮୦ ଦଶକ ଶେଷରେ ବା ୯୦ ଦଶକରେ ରାମାୟଣ, ମହାଭାରତ, ଶକ୍ତିମାନ ଧାରାବାହିକ ଲୋକଙ୍କ ହୃଦୟ ଜିଣିଥିଲା|ଦିଗଜ ଦର୍ଶକ ରାମାନନ୍ଦ ସାଗର ବଲିଉଡର ବହୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କିନ୍ତୁ ତାଙ୍କ ପ୍ରକୃତ ପରିଚୟ ରାମାୟୟଣରେ ହୋଇଥିଲା|

ରାମାୟଣ ଭାରତୀୟ ଟିଭି ଇତିହାସରେ ସବୁଠାରୁ ଚର୍ଚ୍ଚିତ, ଲୋକପ୍ରିୟ ଧାରାବାହିକ|ରାମାୟଣ ସିରିଏଲର ଅଭୁତପୂର୍ବ ସଫଳତା ପରେ ରାମାନନ୍ଦ ସାଗର କ୍ରିଷ୍ଣ ସିରିଏଲ ମଧ୍ୟ ବନାଇଥିଲେ|ଏହା ୧୯୯୩ରେ ଆରମ୍ଭ ହୋଇଥିଲା|ଏହାକୁ ବହୁ ପସନ୍ଦ କରିଥିଲେ|

କୃଷ୍ଣ ସିରିଏଲରେ ଅଭିନେତା ସ୍ୱପ୍ନିଲ ଯୋଶୀ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ|ସେ କୃଷ୍ଣ ଭୂମିକକାକୁ ଜୀଵନ୍ତ କରିଥିଲେ|ସ୍ୱପ୍ନିଲଙ୍କୁ ଏଵେ ୪୪ ବର୍ଷ ବୟସ ହୋଇଛି|ତାଙ୍କ ଜନ୍ମ ୧୮ ଅକ୍ଟୋବର ୧୯୭୭ ମୁମ୍ବାଇରେ ହୋଇଥିଲା|ସେ ବାଳ କୃଷ୍ଣ ଭୂମିକାରେ ୧୫-୧୬ ବରରଷ ବୟସରେ କରିଥିଲେ|

କ୍ରିଷ୍ଣ ଭୂମିକାରେ ଲୋକପ୍ରିୟ ହେବା ପରେ ଅନ୍ୟ ସିଲିଏଲରେ ସେ କାମ କରିବାର ସୁଯୋଗ ପାଇଥିଲେ|ଯଦିଓ ଆଜି ପର୍ଯ୍ୟନ୍ତ ସେ ଏହି ଭୂମିକା ପାଇଁ ଲୋକପ୍ରିୟ ଅଟନ୍ତି|ସେ ଏଵେବି ଅଭିନୟ ଦୁନିଆରେ ସକ୍ରିୟ ଅଛନ୍ତି|

୨୯ ବର୍ଷୀୟା ସ୍ବପ୍ନିଳ ଏବେ ମରାଠୀ ସିନେମାରେ ସକ୍ରିୟ ଅଟନ୍ତି|ତାଙ୍କ ଚେହେରାରେ ଏଵେବି ହସ ଓ ଲୁକ ଦେଖାଯାଏ|ସେ ସୋସିଆଲ ମିଡିଆରେ ଏଵେବି ଲୋକପ୍ରିୟ ଓ ଆକ୍ଟିଭ ଅଟନ୍ତି|

ସେ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରନ୍ତି|ଏଥିରେ ସେ ଅପଡେଟ୍ ଦେଇଥାନ୍ତି|ତାଙ୍କର ଇନଷ୍ଟାରେ ୧.୨ ମିଲିୟନ ଫଲୋୟର ରହିଛି|ଏପର୍ଯ୍ୟନ୍ତ ସେ ୧୯୯୬ ପୋଷ୍ଟ କରିଛନ୍ତି|

ସେ ବିବାହିତ ହେବା ସହ ପତ୍ନୀଙ୍କ ନାଁ ଲିନା ଆରାଧ୍ୟା ଅଟେ|ତାଙ୍କ ବିବାହ ୨୦୧୧ରେ ହୋଇଥିଲା|ତାଙ୍କର ଏକ ପୁତ୍ର ରାଘବ ଯୋଶୀ ଓ ଝିଅ ମାୟରା ଯୋଶୀ ରହିଛି|

ଆପଣଙ୍କୁ କହିରଖେ ସେ ଦୁଇଥର ବିବାହ କରିଛନ୍ତି|ଏହା ପୂର୍ବରୁ ସେ ୨୦୦୫ରେ ଅପର୍ଣ୍ଣା ନାମକ ଡେଣ୍ଟିଷ୍ଟ ସହ ବିବାହ କରିଥିଲେ ଓ ୨୦୦୯ରେ ଉଭୟ ତଲାକ କରିଥିଲେ|

Leave A Reply

Your email address will not be published.