ଋଣବିର ସିଂ ଙ୍କ ପରେ ପରେ କ୍ୟାମେରା ସାମ୍ନାରେ ଉଲଗ୍ନ ହେଲେ ଗହନା ବଶିଷ୍ଠ, ବାଥରୁମରେ କଲେ ଏପରି କାରନାମା,ଦେଖନ୍ତୁ ଭାଇରଲ ଭିଡ଼ିଓ

0

Get real time updates directly on you device, subscribe now.

କଣ୍ଟ୍ରୋଭର୍ସି କୁଇନ ଭାବେ ପରିଚିତ ଛୋଟ ପରଦାର ଅଭିନେତ୍ରୀ ଗହନା ବଶିଷ୍ଠ କେତେବେଳେ ନିଜର ବୋଲ୍ଡ ଫଟୋ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥାଏ ତ ନିଜର ବୟାନ ଯୋଗୁଁ ଚର୍ଚ୍ଚିତ ରହିଥାନ୍ତି|ସେ ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହିଥାନ୍ତି ଓ ସଦାବେଳେ ଫଟୋ ଛାଡିଥାନ୍ତି|ସେ ଇନଷ୍ଟାଗ୍ରାମରେ ଏକ ଵୋଲ୍ଡ ଭିଡିଓ ସେୟାର କରିଛନ୍ତି ଯାହା ବହୁ ଭାଇରାଲ ହେଉଛି|କିଛି ଏହି ଭିଡିଓରେ ଗହନାକୁ ହଟ୍ ଓ ସେକ୍ସି କହୁଛନ୍ତି ତ କିଛି ଲୋକ ଟ୍ରୋଲ କରୁଛନ୍ତି|

ପନୋଗ୍ରାଫିକ ଫିଲ୍ମ ରାକେଟ୍ କେସ କାରଣରୁ ଚର୍ଚ୍ଚିତ ଗହନା ବଶିଷ୍ଠ ବିବାଦିତ|ସେ ନିଜର ବୋଲ୍ଡ ଭିଡିଓ ପାଇଁ ହର୍ବଦା ଚର୍ଚ୍ଚିତ|ଏବେ ତାଙ୍କର ଏକ ନ୍ୟୁଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ବାଥରୁମ ସାମ୍ନାରେ ବିନା କପଡ଼ାରେ କ୍ୟାମେରା ସାମ୍ନାରେ ଝକାଶ ପୋଜ୍ ଦେଉଥିବା ଦେଖାଯାଏ|

ତାଙ୍କ ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି|କିଛି ଲୋକ ପସନ୍ଦ କରୁଥିଲା ବେଳେ କିଛି ଲୋକ ଟ୍ରୋଲ କରୁଛନ୍ତି|ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଏ ଗହନା ବାଥରୁମରେ ବିନା କପଡ଼ାରେ ଦେଖାଯାଉଛନ୍ତି|ଏହି ସମୟରେ ସେ ପରଦା ପଛରେ ଲୁଚିବାକୁ ଚେଷ୍ଟା କରୁଛନ୍ତି|ଯଦିଓ ଗହନା କ୍ୟାମେରା ସାମ୍ନାରେ ବୋଲ୍ଡ ଓ ହଟ ଦେଖାଯାଉଛନ୍ତି|

ଜଣେ ୟୁଜର ଟ୍ରୋଲ କରି ଲେଖିଛନ୍ତି,”ରାଜ କୁନ୍ଦ୍ରାଙ୍କ ସୁଟିଂ ଚାଲିଛି”|ଆଉଜଣେ କହିଛନ୍ତି,”କେତେ ଟଙ୍କା ଚାର୍ଜ କରୁଛ”|ଆଉଜଣେ ଲେଖିଛନ୍ତି,”ଏକ ତେ ବୋଲ୍ଡ ଭଲ ଲାଗେନାହିଁ”|ଏହାସହ ଅନ୍ୟମାନେ ଟ୍ରୋଲ କରିଛନ୍ତି|

କହିରଖେ ଗହନା ପୂର୍ବରୁ କିଛି ଦିନ ଧରି ଚର୍ଚ୍ଚିତ ଥିଲେ|ତାଙ୍କୁ କ୍ରାଇମବ୍ରାଞ୍ଚ ଏକ ୱେବସାଇଟରେ ଅଶ୍ଳୀଳ ଭିଡିଓ ଅପଲୋଡ଼ କରିବା ମାମଲାରେ ଗିରଫ କରିଥିଲା|ଶିଳ୍ଫା ସେଠୀଙ୍କ ପତି ରାଜ କୁନ୍ଦ୍ରା ସହିତ ତାଙ୍କ ସହଯୋଗୀରେ ଗହନା ବଶିଷ୍ଠ ଙ୍କ ନାମ ସାମିଲ ଥିଲା|ତାଙ୍କ ବିରୁଦ୍ଧରେ ଏଫ୍ଆଇର ଦାଖଲ କରିଥିଲେ ପରେ ଫେବୃୟାରୀରେ ତାଙ୍କୁ ଗିରଫ କରାଯାଇଥିଲା|

ତାଙ୍କ କ୍ୟାରିୟର କଥା କହିବା ଯଦି ସେ ଏପର୍ଯ୍ୟନ୍ତ ୭୦ ରୁ ଊର୍ଦ୍ଧ୍ବ ବିଜ୍ଞାପନରେ କାମ‌ କରି ସାରିଛନ୍ତି|ସେ ଦକ୍ଷିଣ ଭାରତୀୟ ଫିଲ୍ମରେ ୩୦ ରୁ ଉର୍ଦ୍ଧ୍ବ ରେ ଦେଖାଯାଇଥାନ୍ତି|ସେ କାମ ଠରୁ ଅଧିକ ହଟ୍ ଓ ଵୋଲ୍ଡ ଭିଡିଓ ଓ ଫଟୋ ପାଇଁ ଚର୍ଚ୍ଚାରେ ରହିଥାନ୍ତି

Leave A Reply

Your email address will not be published.