ବନ୍ଧୁଙ୍କ ସହ ସମ୍ବନ୍ଧ ନ ବନାଇବାରୁ ଭାଉଜଙ୍କୁ ହତ୍ୟା କଲା ଦିଅର,ଵାସ ଏହି ଗୋଟିଏ ଭୁଲରୁ ଧରାପଡିଲା ଦିଅର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ବିଜନୈରରେ ଜଣେ ଦିଅର ନିଜ ଭାଉଜଙ୍କୁ ହତ୍ୟା କରିଦେଲେ|ଆରୋପ ଯେ ଭାଉଜ ଦିଅରର ଦୋସ୍ତଙ୍କ ସହ ସମ୍ବନ୍ଧ ବନାଇବାକୁ ମନା କରିଥିଲେ|ଏହାପରେ ଦିଅର ଭାଉଜଙ୍କ ଗଳାଦବାଇ ହତ୍ୟା କରିଥିଲେ ଓ ସାକ୍ଷୀ ଲିଭେଇବା ପାଇଁ ଶବରେ ଏଥିପାଇଁ ପାଣି ଢାଳିଲା ଯେପରିକି ଫିଙ୍ଗରପ୍ରିଣ୍ଟ ଯାଞ୍ଚ ସମୟରେ ଜଣା ପଡିବ ନାହିଁ|ଏହାପରେ ଶରୀରରେ ମାଟି ଦେଇଥିଲେ|

ଏହି ସବୁ ଚତୁରତା ପରେ ମଧ୍ୟ ଶେଷରେ ଆରୋପୀ ଦିଅରକୁ ପୋଲିସ ଧରି ନେଇଛନ୍ତି|ପୋଲିସ ଶବ ପାଖରେ ଦିଅରର‌ ମୋବାଇଲ ଜବତ କରିଛି, ଯେଉଁଥିରେ ଭାଉଜଙ୍କ ଫଟୋ ମହଜୁଦ ଥିଲା|ପୋଲିସ ଦିଅର ସହ ଅନ୍ୟାନ୍ୟ ଆରୋପୀଙ୍କୁ ଗିରଫ କରି ଏବେ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି|

ପୋଲିସ ଅନୁସାରେ ୧୯ ଜୁଲାଇକୁ ଜଣେ ମହିଳା ସକାଳ ୮ ଟାରେ ବିଲରୁ ଗଛ ଆଣିବାକୁ ଯାଇଥିଲେ, କିନ୍ତୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଯେତେବେଳେ ନଫେରିଲେ ତାଙ୍କ ଶାଶୁ ଖୋଜାଖୋଜି କଲେ|ଗାଁ ଲୋକଙ୍କ ସହ ଖୋଜାଖୋଜି ପରେ ତାଙ୍କ ଶବ ଅର୍ଦ୍ଧ ନଗ୍ନ ଅବସ୍ଥାରେ କ୍ଷେତରେ ମିଲା|

ମହିଳାଙ୍କ ଗଳାରେ ଦୁପଟା ଗୁଡା ଯାଇଥିଲା ଯେପରି ଲାଗୁଥିଲା ପ୍ରଥମେ ତାଙ୍କ ସହ ଦୁଷ୍କର୍ମ ହେଲା ପରେ ହତ୍ୟା କରାଯାଇଥିଲା|ପରିଜନଙ୍କ ଅନୁସାରେ ପୋଲିସ ୬ ଜଣଙ୍କ ନାମ ନେଇଥିଲେ|୩ ଜଣ ନିର୍ଦ୍ଦୋଷ ହେବା ସହ ଦିଅର କୁମକୁମ ଘଟଣା ସହ ସମ୍ପୃକ୍ତ ଜଣାପଡିଥିଲା|

ପୋଲିସ ପଚରାଉଚରା ପରେ ଜଣାପଡିଲା ଯେ ମୃତକ ତାର ଚଚେରୀ ଭାଉଜ ଥିଲା|ତାଙ୍କ ଚଚେରା ଭାଇ ଓ ମହିଳାଙ୍କ ଜେଠ ଦୁହେଁ ହରିଦ୍ଵାରରେ ଚାକିରି କରୁଥିଲେ ଓ ସେ ଏକୁଟିଆ ରହୁଥିଲେ|ଦେଢ ବର୍ଷ ପୂର୍ବେ ଭାଉଜ ସହ ଅବୈଧ ସମ୍ପର୍କ ରଖିଥିଲେ|ପୂର୍ବେ କିଛି ଦିନ ଧରି ମହିଳା ଦୂରତା ବଜାୟ ରଖୁଥିଲେ|

ଘଟଣାର ଦିନେ ପୂର୍ବରୁ ଅଭିଯୁକ୍ତ ତା ଦୋସ୍ତଙ୍କ ସହ ଭାଉଜର ଏହି ଦୂରତା ବିଷୟରେ କହିଥିଲେ|ସେତେବେଳେ ସେ ଭାଉଜଙ୍କ ସହ ଦୋସ୍ତଙ୍କ ସମ୍ବନ୍ଧ ବନାଇବାକୁ ୧୯ ଜୁଲାଇ ସକାଳେ ଯେତେବେଳେ ମହିଳା ଗଛ ଆଣିବାକୁ ବିଲକୁ ଯାଇଥିଲେ|

ଆରୋପୀ ତିନି ଦୋସ୍ତଙ୍କ ସମ୍ବନ୍ଧ ବନାଇବାକୁ ଭାଉଜଙ୍କୁ ବାଧ୍ୟ କରିଥିଲେ|ସେ ଯେତେବେଳେ ମନାକଲେ ଜବରଦସ୍ତି କରିଥିଲେ| ସେ ପଳାଇବାକୁ ଚେଷ୍ଟା କରିଥିଲେ|ତାଙ୍କୁ ଲାଗିଲା ଯେ ଯଦି ମହିଳା ଗାଁରେ ଯାଇ ବତାଇବେ ତାଙ୍କ ବେଜ୍ଜତି ହେବ|ଏଥିପାଇଁ ଚାରିଜଣ ଯାକ ମିଶି କୁଙ୍କୁମକୁ ଦୁପଟାରେ ବେକକୁ ଗୁଡାଇ ହତ୍ୟା କରିଥିଲେ|

Leave A Reply

Your email address will not be published.