ବର୍ଷାରେ ଘରେ ମଶା ଜମୁଛନ୍ତି କି ? ଏହି ମଶା କିଲର ଦ୍ୱାରା ମିନିଟରେ ହେବ ଗାଏବ

0

Get real time updates directly on you device, subscribe now.

ବର୍ଷା ଯୋଗୁଁ ପରିବେଶ ଥଣ୍ଡା ଫଳରେ ମଶାଙ୍କ ସଂଖ୍ୟା ବଢି ଯାଇଛି|ଫଳରେ ଡେଙ୍ଗୁ ଓ ମ୍ୟାଲେରିଆର ଆଶଙ୍କା ବଢିଯାଏ|ଏଥିରେ ଆମେ ବଢିଆ ମେସିନ୍ ଅପ୍ସନ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ହାନିକାରକ ମଶା ଓ କୀଟକୁ କିଛି କ୍ଷଣ ମଧ୍ୟରେ ମାରି ପାରିବେ|ଏହି ମେସିନ ପରିବେଶକୁ କୈାଣସି କ୍ଷୟକ୍ଷତି ନକରି ମଶା ସଫା କରିଦିଏ|ଏଥିରେ ସ୍ପେଶାଲ ଏଲ୍ଇଡି ଲାଇଟ ଲାଗିଛି ଯାହା ମଶାକୁ ଆକର୍ଷିତ କରି ମାରିଦିଏ|

TORIYOX International Eco Friendly Electronic LED Mosquito Killer Machine :

ଏହା ଦେଖିବାକୁ ଆକର୍ଷଣୀୟ ଓ ପୋଟେବଲ ଅଟେ|ଏହା ଅଧିକ ଇଫେକ୍ଟିଭ ଓ ୫ ଷ୍ଟାର ରେଟିଙ୍ଗ ପାଇଛି|ୟୁଏସବି ପାୱାର ବାଲା ଏହି ମଶା କିଲରକୁ ଲାପଟପ, ମୋବାଇଲ ଚାର୍ଜର, ପାୱାର ବ୍ୟାଙ୍କରେ ଚଲା ଯାଇ ପାରିବ|ଏଥିରେ ପାୱରଫୁଲ ଫ୍ୟାନ ମିଳେ ଯାହା ମଶାକୁ ଆକର୍ଷିତ କରି ମାରିଦିଏ|

COROID International Eco Friendly Electronic Mosquito Killer Machine :

ଏହା ଫଟୋ କାଟାଲିଷ୍ଟ ଇକୋ ଫ୍ରେଣ୍ଡଲି ମଶା ମରା ଯନ୍ତ୍ର ଅଟେ|ଏଥିରେ ଦିଆଯାଇଥିବା ଲାଇଟ ମଶାକୁ ଆକର୍ଷିତ କରେ ଫଳରେ ସେମାନେ ଆକର୍ଷିତ ହୋଇ ଆସନ୍ତି ଓ କିଲର ମାରି ଦେଇଥାଏ|ଏଥିରେ ପରିବେଶର‌ କ୍ଷତି ହୁଏନାହିଁ ଓ ଶରୀରରକୁ ମଧ୍ୟ କ୍ଷତି ହୁଏନାହିଁ|

Keekos Eco Friendly Electronic LED Mosquito Killer Machine Trap Lamp :ଏହା ଧଳା ରଙ୍ଗର ସୁନ୍ଦର ମଶାମରା ମେସିନ ଅଟେ,ଯାହା ଭଲ ହାଲ୍କା ଅଟେ ଯାହା ୟୁସବି କନେକ୍ଟିଭିଟି ସହ ରହିଥାଏ|ଏହାକୁ ମଶା ଆକର୍ଷିତ ହୋଇ ଥାନ୍ତି|
ମଶା ସହ ମାଛି ଓ ଅନ୍ୟାନ୍ୟ କୀଟ ପତଙ୍ଗକୁ ଆକର୍ଷଣ କରି ମାରିଦିଏ|

WALVIA International Eco Friendly Electronic LED Mosquito Killer Machine :

ଏହି ହାଏ ଭୋଲ୍ଟୋଜ ବାଲା ଇକୋ ଫ୍ରେଣ୍ଡଲି ମଶାମରା ମେସିନ ଅଟେ|ଏହାକୁ ବ୍ୟବହାର ସହଜ|ଏଥିରେ ୬ଟି ହାଏ ପାୱାର ଯୁକ୍ତ ଏଲ୍ଇଡି ଲାଇଟ ଦିଆଯାଇଛି ଯାହା କୀଟକୁ ଆକର୍ଷିତ କରି ମାରିଦିଏ|ଏହି ମେସିନର ହାଏ ଭୋଲ୍ଟୋଜ ଫଳରେ ଡେଙ୍ଗୁ ମ୍ୟାଲେରିଆ ମଶା ଶେଷ କରିଦିଏ|

COROID International Eco Friendly Electronic Mosquito Killer Machine

ଏହି କଳା ରଙ୍ଗର ମଶା କିଲର ମେସିନ ୩୭୫ ଏନ୍ଏମ୍ ଲାଇଟକୁ ବ୍ୟବହାର କରି ଆକର୍ଷିତ କରିଥାଏ|ଏହା ପୂରାପୂରି ମଶା ନିବାରକ ଭାବେ କାର୍ଯ୍ୟ କରେ ଓ ପରିବେଶକୁ କ୍ଷତି କରେ ନାହିଁ|ଏହାକୁ ବାଥରୁମ ଓ କିଚେନରେ ବ୍ୟବହାର କରାଯାଏ|ମୃତ ମଶାକୁ ସଫା କରିବା ପାଇଁ ଏଥିରେ କ୍ଲିନିଙ୍ଗ ଟ୍ରେ ଦିଆଯାଇଛି|

Leave A Reply

Your email address will not be published.